କୁତୁକୁତିଆ ଟ୍ୟୁସନ ଦିଦି, ପାଠ ବଦଳରେ ପଢାଇଲେ ପ୍ରେମ ପାଠ, ଆଉ ଛାତ୍ରକୁ ଧରି…. ଦେଖନ୍ତୁ କଣ କହୁଛନ୍ତି ଅଭିଭାବକ

ନମସ୍କାର ବନ୍ଧୁଗଣ, ଶିକ୍ଷକ, ଶିକ୍ଷୟତ୍ରୀ ପାଠ ପଢାଇବା ପାଇଁ ହୋଇଥାନ୍ତି । ଛାତ୍ର, ଛାତ୍ରୀଙ୍କୁ ଜୀବନରେ ଆଗକୁ ବଢିବା ପାଇଁ ଦିଗଦର୍ଶନ ଦେଇଥାନ୍ତି । କିନ୍ତୁ ଖବର ଅନୁଯାୟୀ ଏକ ଲାଜ୍ୟାଜନକ ଘଟଣା ଘଟିସାରିଛି । ଟିଉସନ ଦିଦି ନିଜ ଛାତ୍ରକୁ ନେଇ ଫେରାର ହୋଇଯାଇଛନ୍ତି । ପାଠ ପଢାଇବା ଆଳରେ ଦିଦି କରୁଥିଲେ ଛାତ୍ରକୁ ପ୍ରେମ । ଦିଦି ଛାତ୍ରକୁ ପଢାଉଥିଲେ ପ୍ରେମ ପାଠ । ତେବେ ଆଉ ଡେରି ନକରି ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ ।

ଘର ଲୋକ ପୁଅକୁ ଛାଡିଥିଲେ ପାଠ ପଢିବା ପାଇଁ । ଟିଉସନ ଦିଦି ପାଠ ତ ପଢାଉ ନଥିଲେ କରୁଥିଲେ ଛାତ୍ର ସହ ରାସନୀଳା । ଟିଉସନ ନାମରେ ଚାଲିଥିବା ପାଠ ପଢାର ଅନ୍ଦାଜ ତ ଆପଣମାନେ ଲଗାଇ ପାରୁଥିବେ । ଛାତ୍ରକୁ 18 ବର୍ଷ ହୋଇଥିବା ବେଳେ ଟିଉସନ ଦିଦିଙ୍କୁ ହେଉଛି 30 ବର୍ଷ । ଛାତ୍ର ଜଣଙ୍କ ଚାରି ଝିଅରେ ଗୋଟେ ପୁଅ ଥିଲା । କୁଳ ଉଦ୍ଧାର କରିବାର ଆଶା ରଖିଥିଲେ ଘର ଲୋକ ।ହେଲେ ପୁଅ ଆଜି ତାଙ୍କ ମୁହଁରେ ଚୂନକାଳୀ ବୋଳି ଦେଇ ଟିଉସନ ଦିଦିଙ୍କୁ ନେଇ ଚାଲିଯାଇଛି ରାସଲୀଳା କରିବା ପାଇଁ ।

ପରିବାର ଲୋକ ପଳାଇ ଯାଇଥିବା ପୁଅର ଖୋଜ ଖବର ମଧ୍ୟ ପାଇ ପାରୁନାହାନ୍ତି ।  ଏଭଳି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା, ଦଶପଲ୍ଲା ଥାନା ଅନ୍ତର୍ଗତ ନାହକ ପଡା ଗ୍ରାମରେ । ସାରଥି ନହକଙ୍କ ପୁଅ ଅଟନ୍ତି ରାନୁ ନାହକ । ଶିକ୍ଷୟତ୍ରୀ ନମିତା ନାୟକଙ୍କ ପାଖକୁ ଟିଉସନ ଯାଉଥିଲେ ରାନୁ ନାହକ । ଦିଦି ନିଜ ପ୍ରେମ ଜାଲରେ ଛାତ୍ରଙ୍କୁ ଫସାଇ ଦେଇଥିଲେ । ପୂର୍ବରୁ ରାନୁଙ୍କ ବାପା ଏହାର ସଙ୍କେତ ପାଇ ଟିଉସନ ଦିଦିଙ୍କ ଠାରୁ ରାନୁଙ୍କୁ ଦୂରେଇ ଦେବା ପାଇଁ ଚେଷ୍ଟା କରିଥିଲେ ।

ପୁଅକୁ ତାଙ୍କ ଠାରୁ ଦୂରେଇ ଦେବା ପାଇଁ ଅନ୍ୟ ଏକ ସ୍କୁଲ ମଧ୍ୟ ପାଠ ପଢାଇଲେ । କିନ୍ତୁ ଶିକ୍ଷୟତ୍ରୀ ଜଣଙ୍କ ଛାତ୍ର ପ୍ରେମରେ ଏତେ ପାଗଳ ଥିଲେ କି ସେଠାରେ ମଧ୍ୟ ଯାଇ ପହଞ୍ଚି ଯାଇଥିଲେ । ଏବଂ ତାଙ୍କୁ ନିଜ ପ୍ରେମରେ ପାଗଳ କରି ତାଙ୍କୁ ସେଠାରୁ ନେଇ କୁଆଡେ ଫେରାର ହୋଯାଇଛନ୍ତି ।

ସତରେ ଏହା ଘରର ଲୋକଙ୍କ ପାଇଁ  କେତେ ଲାଜ୍ୟା ଜନକ ଅଟେ । ସମସ୍ତ ମାନ ସମ୍ମାନର ହାନି କାରାଇଦେଲା ଘରର ଗୋଟିଏ ବୋଲି ପୁଅ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରିବାକୁ ଜମା ବି ଭୁଲିବେନି ।