ହଳଦୀ ଜୀବନରେ ଆଣିଦେଇଥାଏ, ଧନ, ସୁଖ, ବିଦ୍ୟା ଓ ସନ୍ତାନ କରନ୍ତୁ ଏହି ଉପାୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି କାର୍ଯ୍ୟରେ ହଳଦୀର ବହୁ ଭୂମିକା ରହିଥାଏ । ସେ ରୋଷେଉ ହେଉ ଅବା କୌଣସି ଧାର୍ମିକ କାର୍ଯ୍ୟ ବହୁ ଗୁଡିଏ କାର୍ଯ୍ୟ ପାଇଁ ହଳଦୀର ବ୍ୟବହାର କରାଯାଇଥାଏ । ତେବେ ହଳଦୀ ଦ୍ଵାରା ଏପରି ଏକ ଉପାୟ ରହିଛି । ଯେଉଁଥିରେ ହଳଦୀର ବ୍ୟବହାର କରି ସେହି ଉପାୟକୁ କରିବା ଦ୍ଵାରା ଘରର ସମୃଦ୍ଧି ବଢିଥାଏ । ତେବେ ଚାଲନ୍ତୁ ହଳଦୀର ବାସ୍ତୁ ଶାସ୍ତ୍ର ସମ୍ପର୍କିତ କିଛି ତଥ୍ୟ ଜାଣିନେବା । ହଳଦୀର ବ୍ୟବହାର ଅତ୍ୟନ୍ତ ହିଁ ଶୁଭ ହୋଇଥାଏ ।

ହଳଦୀ ପାଣିରେ ପକାଇ ଗାଧୋଇବା ଦ୍ଵାରା ଝିଅ ମାନଙ୍କର ବିବାହ ଯୋଗ ବହୁତ ଶୀଘ୍ର ଫିଟି ଯାଇଥାଏ । ବାହାଘର ସମୟରେ ମଧ୍ୟ ଉଭୟ ପୁଅ ଓ ଝିଅଙ୍କୁ ହଳଦୀ ଲଗାଇ ସ୍ନାନ କରାଇଥାନ୍ତି । କାରଣ ଏହା ଦ୍ଵାରା ବାହାଘରରେ ପୁଅ ଓ ଝିଅ ଯେପରି କୌଣସି ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ । ଏହା ସହିତ ହଳଦୀକୁ ଶରୀରରେ ଲଗାଇ ସ୍ନାନ କରିବା ଦ୍ଵାରା ଶରୀରରେ ପଜିଟିଭ ଏନର୍ଜି ଭରି ହୋଇ ରହିଥାଏ । ଯଦି ଘରେ ବହୁତ ହିଁ ଗୃହ କ୍ଲେଶ ଦେଖା ଦେଉଥାଏ ।

ଘର ପରିବାର ସଦସ୍ୟଙ୍କ ମଧ୍ୟ ପ୍ରାୟ ସମୟରେ କଳି ଝଗଡା ଲାଗି ରହୁଥାଏ । ତେବେ ଗୋଟିଏ ତମ୍ବା ପାତ୍ରରେ ଚିମୁଟାଏ ହଳଦୀ ମିଶାଇ ସୂର୍ଯ୍ୟ ଦେବାଙ୍କୁ ଅର୍ପଣ କରନ୍ତୁ । ଦେଖିବେ ଭଗବାନ ସୂର୍ଯ୍ୟ ନାରାୟଣଙ୍କ କୃପା ଆପଣଙ୍କ ଉପରେ ନିହାତି ଭାବେ ରହିବ । ଯେଉଁ ପିଲା ମାନଙ୍କର ପାଠ ପଢାରେ ମନ ଲାଗୁନଥାଏ । ପିଲା ଦୁଷ୍ଟ ହେବା ସହ କଥାବୋଲ ମାନୁନଥାନ୍ତି । ସେହି ପିଲାର ମଥାରେ ହଳଦୀର ଟୀକା ଲଗାଇବା ଦ୍ଵାରା ପିଲାର ସ୍ମରଣ ଶକ୍ତି ବଢିଥାଏ।

ଏହା ସହ ପିଲା ଧୀରେ ଧୀରେ କରି ଶାନ୍ତ ସ୍ଵଭାବର ହୋଇଯାଏ । ଯେଉଁ ଲୋକଙ୍କ ଉପରେ ଶନିର କୋପ ଦ୍ରୁଷ୍ଟି ପଡିଥାଏ । ବା ସେହି ବ୍ୟକ୍ତିର ଭାଗ୍ୟରେ ଶନି ଦଶା ଲାଗିଥାଏ । ତେବେ ସେହି ବ୍ୟକ୍ତିକୁ ଶନିବାର ଦିନ ମନ୍ଦିରରେ ତେଲର ଦୀପରେ ସାମାନ୍ୟ ହଳଦୀ ପକାଇ ଦୀପଟି ଜାଲିଲେ । ବ୍ୟକ୍ତି ଉପରେ ଶନି ମହାରାଜା ପ୍ରସନ୍ନ ହୋଇଥାନ୍ତି । ଏହା ସହ ବ୍ୟକ୍ତିର ଧୀରେ ଧୀରେ ଶନିଦଶା କଟିବା ଆରମ୍ଭ ହୋଇଥାଏ ।

ଯଦି ନୂଆ ଘର କରିଥାନ୍ତି । ତେବେ ଯେଉଁ ଦିନ ନୂଆ କରି ଗୃହ ପ୍ରବେଶ କରୁଥାନ୍ତି । ତେବେ ସେହି ଦିନ ଏକ ପାତ୍ରରେ କିଛି ସାଥିରେ ହଳଦୀ ମିଶାଇ ସେହି ହଳଦୀ ପାଣିରେ ସ୍ଵାମୀ ଓ ସ୍ତ୍ରୀ ଉଭୟ ହାତ ବୁଡାଇ ଘରର କାନ୍ଥରେ ହଳଦୀ ହାତର ଚିହ୍ନ ଲଗାନ୍ତୁ । ଏପରି କରି ଘର ପରିବାର ସଦସ୍ୟ ଗୃହ ପ୍ରବେଶ କରିବା ଦ୍ଵାରା ଘରେ ଘରର ଉନ୍ନତି ଘଟିଥାଏ । ଘରର ଆର୍ଥିକ ସ୍ଥିତି ଭଲ ରହିଥାଏ । ପରିବାର ସଦସ୍ୟଙ୍କ ମଧ୍ୟରେ ସୁନ୍ଦର ବୁଝାବଣା ରହିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ