Brilliant GK Questions: ଘରେ ଗାଈ ଥିଲେ କେଉଁ ବିପଦ ମାଡିବସେ ? ଏହାସହ ଆହୁରି 15+ ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅନେକ ଗୁଡିଏ ଜଣା ଅଜଣାର କଥାର ସମାହାରକୁ ନେଇ ସାଧାରଣ  ଜ୍ଞାନ ପ୍ରସ୍ତୁତ କରାଯାଇଥାଏ । ଏହି ଜ୍ଞାନ ସମସ୍ତେ ଜାଣିବା ମଧ୍ୟ ନିତାନ୍ତ ଜରୁରୀ ଅଟେ । କାରଣ ଏହା ବ୍ୟକ୍ତିର ଜ୍ଞାନ ବଢାଇବା ସହିତ ମସ୍ତିଷ୍କ ମଧ୍ୟ ପ୍ରଖର କରିଥାଏ । ତେବେ ଆଉ ସମୟ ବିଳମ୍ବ ନକରି ଚାଲନ୍ତୁ କିଛି ଜ୍ଞାନପୂର୍ଣ୍ଣ ତଥ୍ୟ ଆଲୋଚନା କରିନେବା । ଏହା ସହିତ କିଛି ଇଣ୍ଟ୍ରେଷ୍ଟିଙ୍ଗ କଥା ମଧ୍ୟ ଆଲୋଚନା କରିନେବା ।

୧;- କେଉଁ ଜୀବ ଜୀବନରେ କେବେବି ପାଣି ପିଏନାହିଁ ?

ଉତ୍ତର;- କଙ୍ଗାରୁମୂଷା ଜୀବନରେ କେବେ ବି ପାଣି ପିଇନଥାଏ ।

୨;- କେଉଁ ମୋଗଲ ରାଜା ନିଜ ପିତାକୁ ଜେଲ୍ ରେ ବନ୍ଦୀ କରିଦେଇଥିଲେ ?

ଉତ୍ତର;- ଔରଙ୍ଗ ଜେବ ମୋଗଲ ରାଜା ନିଜ ପିତାଙ୍କୁ ବନ୍ଦୀ କରିଦେଇଥିଲେ ।

୩;- କେଉଁ ଜୀବ ମଣିଷ ପରି ଭିଡିଓ ଗେମ୍ ଖେଳିଥାଏ ?

ଉତ୍ତର;- ମାଙ୍କଡ ମଣିଷ ପରି ଭିଡିଓ ଗେମ୍ ଖେଳିପାରେ ।

୪;- ଘରେ କେଉଁ ପ୍ରାଣୀ ବୁଲିଲେ ଶୁଭ ଖବର ମିଳିଥାଏ ?

ଉତ୍ତର;- ବିଛା ଘରେ ବୁଲିଲେ, ଶୁଭ ଖବର ମିଳିଥାଏ ।

୫;- ମଣିଷ ଶରୀରରେ କେତେ ଲିଟର ରକ୍ତ ରହିବା ଆବଶ୍ୟକ ?

ଉତ୍ତର;- ମଣିଷ ଶରୀରରେ ୭ ଲିଟର ରକ୍ତ ରହିବା ଆବଶ୍ୟକ ହୋଇଥାଏ ।

୬;- ସିଝା ଆଳୁ ଖାଇବା ଦ୍ଵାରା କଣ ଶୀଘ୍ର ବଢିଥାଏ ?

ଉତ୍ତର;- ସିଝା ଆଳୁ ଖାଇବା ଦ୍ଵାରା ଶୀଘ୍ର ଓଜନ ବଢିଥାଏ ।

୭;- କେଉଁ ଦେଶରେ କୁର୍କୁରୀ ଖାଇବାକୁ ବାରଣ ବରଯାଇଥାଏ ?

ଉତ୍ତର;- ଇଟାଲୀ ଦେଶରେ କୁର୍କୁରୀ ଖାଇବାକୁ ମନା ରହିଥାଏ ।

୮;- ଗାଈ ମାନେ କଣ କଲେ ଆମକୁ ବିପଦର ସଂକେତ ମିଳିଥାଏ ?

ଉତ୍ତର;- ଗାଈ ମାନେ ଆଖିରୁ ଲୁହ ବୁହାଇଲେ, ଆମକୁ ବିପଦର ସଂକେତ ମିଳିଥାଏ ।

୯;- କେଉଁ ପ୍ରାଣୀ ପାଦ ଦ୍ଵାରା ସ୍ଵାଦ ଜାଣିପାରେ ?

ଉତ୍ତର;- ପ୍ରଜାପତି ନିଜର ପାଦ ଦେୟାର ସ୍ଵାଦ ଜାଣିପାରିଥାଏ ।

୧୦;- ସିମେଣ୍ଟ ଗୁଣ୍ଡ ଦେୟାର କେଉଁ ମାରାତ୍ମକ ରୋଗ ହୁଏ ?

ଉତ୍ତର;- ସିମେଣ୍ଟ ଗୁଣ୍ଡ ଦ୍ଵାରା ଯକ୍ଷ୍ମା ଭଳି ମାରାତ୍ମକ ରୋଗ ହୋଇଥାଏ ।

୧୧;- କେଉଁ ପ୍ରାଣୀ ଗୋଟେ ଆଖି ବନ୍ଦ କରି ଶୋଇଥାଏ ?

ଉତ୍ତର;- ଡଲଫିନ ଗୋଟେ ଆଖି ବନ୍ଦ କରି ଶୋଇଥାଏ ।

୧୨;- କେଉଁ ଜୀବ ଶ୍ଵାସକ୍ରିୟା ରେ ଅମ୍ଳଜାନ ନିଏ ଓ ଛଡେ ?

ଉତ୍ତର;- ଗାଈ ଶ୍ଵାସକ୍ରିୟାରେ ଅମ୍ଳଜାନ ନିଏ ଓ ଛାଡେ ।

୧୩;- କେଉଁ ଫଳର ମଞ୍ଜିରେ ବିଶ ଥାଏ ?

ଉତ୍ତର;- ସେଓ ଫଳର ମଞ୍ଜିରେ ବିଶ ଥାଏ ।

୧୪;- କେଉଁ ଜୀବ ମୁହଁ ବାଟେ ମଳତ୍ଯାଗ କରେ ?

ଉତ୍ତର;- ବାଦୁଡି ନିଜ ମୁହଁ ବାଟେ ମାଳତ୍ୟାଗ କରେ ।

୧୫;- କେଉଁ ଖାଦ୍ୟ କେବେ ଖରାପ ହୁଏନି ?

ଉତ୍ତର;- ମହୁ କେବିବି ଖରାପ ହୋଇନଥାଏ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ