ଦନ୍ତା ହାତୀ ଆଗରେ ଲୁଙ୍ଗି ଟେକି ଇଏ କଣ କରିଦେଲେ ଏହି ବ୍ୟକ୍ତି ! ଭିଡିଓ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ ! ଦେଖନ୍ତୁ video

ସାହସକୁ ମାନିବାକୁ ପଡିବ । ନ ଦେଖି ଦନ୍ତା ହାତୀ ପାଖକୁ ଚାଲିଗଲେ ବ୍ୟକ୍ତି । ଦନ୍ତା ସାମ୍ନା ରେ ଏମିତି କରିଲେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ସମୟରେ ଜଙ୍ଗଲରେ ହାତୀ ର ଅନେକ ଭିଡିଓ ନିଶ୍ଚୟ ଦେଖିଥିବେ । କେଉଁଠି ହାତୀ ଜ୍କାହକୁ ଗୋଡାଉଛି ତ ଆଉ କେଉଁଠି ରାସ୍ତା ଉପରକୁ ଆସି ଲୋକ ମାନଙ୍କର ଗାଡି ଓଲଟାଇ ଦେଉଛି କିମ୍ବା ଭାଙ୍ଗି ଦେଉଛି । ଅନେକ ସମୟରେ ଲୋକ ମାନେ ହାତୀ ମାନଙ୍କୁ ମାରିବା ପାଇଁ ମଧ୍ୟ ଦୃଶ୍ୟ ଦେଖା ଯାଇଛି ।

କିଛି ଲୋକ ମାନେ ହାତୀ ସହ ଏମିତି ହରକତ କରିଥାନ୍ତି ଯାହା ପାଇଁ ହାତୀ ରାଗି ଯାଇ ଆକ୍ରମଣ କରିଥାଏ । ଆଉ ଶେଷରେ ମଣିଷ ର ମୃତ୍ୟୁ ନିଶ୍ଚିନ୍ତ ହୋଇଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ଟିକେ ଅଲଗା ରହିଛି । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ଏହି ଭାଇରାଲ ହୋଇଥିବା ଭିଡିଓ ରେ ଦେଖା ଯାଉଛି କି ଦନ୍ତା ହାତୀ ପାଖକୁ ଯାଇ ଜଣେ ବ୍ୟକ୍ତି ଏମିତି ହରକତ କରୁଛନ୍ତି କି ଆପଣ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଏ ଭିଡିଓ ରେ ଦେଖା ଯାଉଛି କି ଦନ୍ତା ହାତୀ ଟି ରାସ୍ତା ଉପରେ ଛିଡା ହୋଇଛି । ଦେଖିଲେ ଲାଗୁଛି ହାତୀ ଟି ଯେମିତି ରାସ୍ତା ପାରା ହେବାକୁ ଚାହୁଁଛି । ଏହାରି ଭିତରେ ଜଣେ ବ୍ୟକ୍ତି ଅଚାନକ ନିଜର ଗାଡି ଅଟକ ରଖିବା ପରେ ତୁରନ୍ତ ହାତୀ ପାଖକୁ ଯାଇ ନମସ୍କାର ମଧ୍ୟ କରୁଛନ୍ତି । ଖାଲି ନମସ୍କାର ନୁହେଁ ବରଂ ବ୍ୟକ୍ତି ଜଣକ ହାତୀ ପଟ କୁ ଛିଡା ହୋଇ ଦୁଇ ହାତ ଖୋଲା କରି ଛିଡା ହୋଇ ଯାଉଛନ୍ତି । ତେବେ ଟିକେ ଭାବିଲେ ଆଉ ଏହାରି ଭିତରେ ଯଦି ହାତୀ ଟି ଦଉଡି ଆସି ବ୍ୟକ୍ତି ଙ୍କୁ ଆକ୍ରମଣ କରି ଥାନ୍ତା ତେବେ ଘଟଣା କଣ ହୋଇ ଥାନ୍ତା ।

ଏହି ଭିଡିଓ ଟି ଭାଇରାଲ ହେବା ପରେ ଅନେକ ଲୋକ ବ୍ୟକ୍ତି ଜଣଙ୍କୁ ସମାଲୋଚନା କରୁଛନ୍ତି । ଏଭଳି ହରକତ ଲୋକ ମାନଙ୍କ ମଧ୍ୟରେ କୁ-ପ୍ରଭାବ ପକାଇବ ବୋଲି କିଛି ଲୋକ ମତ ଦେଇଛନ୍ତି । ସତରେ ଏଭଳି ଦ୍ରୁଶ୍ଯ ନିନ୍ଦନୀୟ ଅଟେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।