ଦୈନିକ ରାଶିଫଳ 28 ମଇ 2023, ସୂର୍ଯ୍ୟଦେବଙ୍କ ଅଶେଷ କୃପା ରହିବ ଏହି 5ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ତେବେ ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଖୋଲ୍ଲିୟ ବିଶ୍ଳେଷଣ କରାଯାଇଥାଏ । ଏହି ଦୈନିକ ରାଶିଫଳରେ ସର୍ବମୋଟ ୧୨ ଟି ରାଶି ଉପରେ କୁହାଯାଇଥାଏ । ଏହି ରାଶିଫଳ ଗୁଡିକ ପଢି ନିଜ ନିଜର ରାଶି ଅନୁସାରେ ନିଜର ଦୈନିକ ଭାଗ୍ୟ ଭବିଷ୍ୟ ଉପରେ ଜାଣି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ପରିବାର, ବନ୍ଧୁପରିଜନ, ଚାକିରୀ କ୍ଷେତ୍ର, ବ୍ୟବସାୟ, ସ୍ଵାସ୍ଥ, ଶିକ୍ଷା ଦିନସାରା ଘଟୁଥିବା ଶୁଭ ଓ ଅଶୁଭ ଘଟଣାର ଭବିଷ୍ୟଫଳ ଉପରେ ହିଁ ଆଧାରିତ କରାଯାଇଥାଏ । 28 ମଇ ୨୦୨୩ ର ଦୈନିକ ରାଶିଫଳ ଯାହାକି ଚନ୍ଦ୍ର ରାଶି ଉପରେ ଆଧାରିତ ହୋଇ ରହିଛି । ତେବେ ଚାଲନ୍ତୁ ଆଜିର ଦୈନିକ ରାଶିଫଳ ବିଷୟରେ ଆଲୋଚନା କରି କାହା ଭାଗ୍ୟରେ ଆଜି କଣ ଲେଖା ରହିଛି ଜାଣିନେବା ।

ମେଷ ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ ସମ୍ପର୍କ କ୍ଷେତ୍ରରେ ବିସ୍ତାର କରିବା ପାଇଁ ଭଲ ଅଛି । ଆଜି ଆପଣ ପ୍ରିୟ ଙ୍କ ସହ ଅଧିକ ସମୟ ବିତାଇବାର ଅବସର ମିଳିବ । ପଇସାକୁ ନେଇ ଚାଲିଥିବା ପ୍ରୟାସ ରେ ଆପଣଙ୍କୁ ସଫଳତା ମିଳିପାରେ । ଜଲ୍ଦି ଆପଣଙ୍କ ଆର୍ଥିକ ସମସ୍ଯା ଦୂର ହେବ । ସମୟ ଆପଣଙ୍କ ସାଥ ଦେବ । କାରୋବାର ରେ ଲାଭ ପ୍ରାପ୍ତିର ଯୋଗ ଅଛି । ଲଭମେଟ ଙ୍କ ପାଇଁ ଆଜି ଦିନ ସାନଦାର ଅଛି ।

ବୃଷ ରାଶି : ଯାତ୍ରା ସମୟରେ ନିଜର ସୁରକ୍ଷା ପ୍ରତି ଦ୍ୟାନ ଦିଅନ୍ତୁ । ଆଜି ଆପଣ ଅନ୍ୟ କଥାରେ ଧ୍ୟାନ ଦିଅନ୍ତୁ ନାହିଁ । ଆଜି ଆପଣ ଏମିତି ଭୁଲ କରିବେ ନାହିଁ ଯାହା କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପ୍ରତିଷ୍ଠା ରେ କ୍ଷତି ପହଞ୍ଚାଇବ । ଆଜି ଦିନ ଟି ଉଶ୍ଚାହ ରେ ଭରପୁର ରହିବ । କାରଣ ଆଜି ଅଧୁରା କାମ ସବୁ ପୁରା ହେବ । ଆୟର ନୂଆ ସ୍ରୋତ ପ୍ରାପ୍ତ ହେବ । ଭାବନା କୁ କାବୁରେ ରଖନ୍ତୁ । ଭାବୁକ ହୋଇ ନେଇଥିବା ନିସ୍ପତି କ୍ଷତିକାରକ ହୋଇପାରେ ।

ମିଥୁନ ରାଶି : ଛୋଟ ବ୍ୟାପାରୀ ଙ୍କ ପାଇଁ ଦିନ ଭଲ ଅଛି । ଆପଣଙ୍କ ଆମଦାନି ବଢିବ । ଏହା ସହ ଆଜି ଆପଣଙ୍କୁ କିଛି ନୂଆ ଲୋକଙ୍କ ସହ ଯୋଡି ହେବାର ଅବସର ମିଳିବ । ଧନ ପ୍ରାପ୍ତି ହେବାର ଯୋଗ ଅଛି । ଆଜି କିଛି କାମରେ ପରିବାର ଲୋକଙ୍କ ରାୟ ନେବା ଉଚିତ ହେବ । ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ଠିକ ରହିବ । ପୁରା ଦିନ ଆପଣଙ୍କ ମିଜାଜ ଭଲ ରହିବ । ବନ୍ଧୁ ପଛରେ ଖର୍ଚ୍ଚ ହେବ । ବହୁତ ମାମଲାରେ ଆଜି ଦିନ ଟି ଭଲ ରହିବ ।

କର୍କଟ ରାଶି : ମାତା ପିତା ଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ । ମାଙ୍ଗଳିକ ସମାରୋହ ରେ ଭାଗ ନେବେ । ସମସ୍ୟାର ସମାଧାନ ହେବ । ଆପଣ ଯେଉଁ ବି କାମ କରିବେ ସେଥିରେ ପ୍ରଶଂସା ପାଇବେ । ଯଦି ଆପଣ ଘରୋଇ ଦାୟିତ୍ଵ ପ୍ରତି ଅବହେଳା କରିବେ ପରିବାର ଲୋକେ ରାଗି ପାରନ୍ତି । ଆଜି କାର୍ଯ୍ୟ କ୍ଷେତ୍ରରେ ସମସ୍ୟାର ସମାନ କରିବାକୁ ପଡିପାରେ । ଯେଉଁ ମାନେ ଆପଣଙ୍କ ଠାରୁ ଟଙ୍କା ନେଇଛନ୍ତି ସେମାନେ ଫେରାଇ ଦେବେ ।

ସିଂହ ରାଶି : ଲଭମେଟ ଙ୍କ ତରଫରୁ ଉପହାର ମିଳିପାରେ । ପ୍ରେମ ସମ୍ପର୍କ ରେ ଆପଣ ଭାଗ୍ୟଶାଳୀ ରହିବେ । ଆଜି ଆପଣଙ୍କର ନିକଟତର ଲୋକ ଆପଣଙ୍କ ସହ କଥା ହେବେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ହେବ । ଘରର ପରିବେଶ ଭଲ ରହିବ । ବେକାର କଥାରେ ମୁଣ୍ଡ ପୁରାନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ । ଶତ୍ରୁ ଙ୍କ ଠାରୁ ସତର୍କ ରୁହନ୍ତୁ । ପ୍ରେମ ଜୀବନରେ ଆପଣଙ୍କୁ ନିଜର ଭାବନା ଉପରେ କାବୁ ରଖିବାର ଅଛି । ନଚେତ କ୍ଷତି ହୋଇପାରେ ।

କନ୍ୟା ରାଶି : ଆପଣଙ୍କ ମଧ୍ୟରୁ କିଛି ଜରୁରୀ ଲୋକ ଙ୍କ ସମ୍ପର୍କ ସ୍ଥାପିତ ହେବ । ଅଧିକ ପ୍ରଭାବଶାଳୀ ହେବେ । ପରିବାର ଲୋକଙ୍କ ଠାରୁ ଖୁସି ପାଇବେ । ମାତା ତଥା ପରିବାରର ଅନ୍ୟ ସଦସ୍ୟ ଙ୍କ ସହ ଅଧିକ ନିକଟତର ହେବେ । ଘରେ ଅତିଥି ଙ୍କ ଆଗମନ ହେବ । ଜୀବନ ସାଥିଙ୍କ ସହ କଠୋର ବ୍ୟବହାର କରନ୍ତୁ ନାହିଁ । ଆପଣଙ୍କ ଭୁଲ ବ୍ୟବହାର ପ୍ରେମ ସମ୍ପର୍କ ଉପରେ ଖରାପ ପ୍ରଭାବ ପକାଇପାରେ ।

ତୁଳା ରାଶି : କାର୍ଯ୍ୟ କ୍ଷେତ୍ର ରେ ଅନୁକୂଳ ସ୍ଥିତି ହେବାରୁ ମନ ପ୍ରସନ୍ନ ହେବ । ଶାରୀରିକ ଓ ମାନସିକ ରୂପରେ ଆପଣ ଦିନ ସାରା ପ୍ରଫୁଲ୍ଲିତ ହେବେ । ଆପଣଙ୍କୁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାର ଜରୁରତ ଅଛି । ଆଜି ଅନୁଭବି ଲୋକଙ୍କ ଠାରୁ ରାୟ ନିଅନ୍ତୁ । ଏଥିରୁ ଆପଣଙ୍କୁ ଫାଇଦା ହେବ । ନିଜର କାର୍ଯ୍ୟ ବ୍ୟାପାର ଦିଶାରେ ନୂଆ ପଦକ୍ଷେପ ନେଇ ଆଗକୁ ବଢିବେ ।

ବିଛା ରାଶି : ଘରେ ଶାନ୍ତି ଓ ଆନନ୍ଦର ବାତାବରଣ ବଜାୟ ରହିବ । କାର୍ଯ୍ୟ କ୍ଷେତ୍ରରେ ଚାଲିଥିବା ଗତିରୋଧ ଦୂର ହେବ । ସବୁ କାମ ସୁଚାରୁରୁପେ ହେବ । ସମ୍ପତି ମାମଲାରେ ଦିନ ଭଲ ଅଛି । କାର୍ଯ୍ୟ କ୍ଷେତ୍ରରେ ବଢିବାର ଅବସର ପ୍ରାପ୍ତ ହେବ । ଆଜି ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ମାତା ପିତା ଙ୍କ ସହଯୋଗ ମିଳିବ । ଲମ୍ବା ସମୟରୁ ଅଟକିଥିବା ଧନ ଫେରି ପାଇବେ । ଜୀବନ ସାଥିଙ୍କ ସହ ସମ୍ପର୍କ ସ୍ଥାପିତ ହେବ । ବିପରୀତ ସ୍ଥିତି ରେ ଆପଣଙ୍କୁ ପ୍ରିୟଙ୍କ ସାଥ ମିଳିବ ।

ଧନୁ ରାଶି : ଯଦି ଆପଣ ଖାସ ବ୍ୟକ୍ତିଙ୍କ ସହ ଅଧିକ ସମୟ ବିତାଇବାକୁ ଚାହୁଁ ଛନ୍ତି ତେବେ ନିହାତି କରନ୍ତୁ । ଆର୍ଥିକ ସମସ୍ଯା ଦୂର ହେବ । ବେହତର ହେବ ଆପଣ ସ୍ଥିତି ର ସମାନ କରନ୍ତୁ । ଯେଉଁ ମାନେ ବିବାହିତ ସେମନଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ । ଅଟକିଥିବା ଯୋଜନା ପୁଣି ଆରମ୍ଭ ହେବ । ଆଜି କାହାକୁ ଦୁହାର ଦିଅନ୍ତୁ ନାହିଁ । ମିଳିବା ଅସମ୍ଭବ ହୋଇଯିବ । ଜରୁରତ ଲୋକଙ୍କୁ ଖାଇବାକୁ ଦିଅନ୍ତୁ । ଆପଣଙ୍କ ସହ ସବୁ ଭଲ ହେବ ।

ମକର ରାଶି : ଯେଉଁ ମାନେ ଚାକିରି କରୁଛନ୍ତି ସେମାନଙ୍କୁ ପଦୋନ୍ନତି ହେବାର ଶୁଭ ଖବର ମିଳିପାରେ । କାରୋବାର ରେ କାର ଯାଇଥିବା ନିବେଶ ରୁ ବଡ ଧନ ଲାଭ ହେବ । ଆର୍ଥିକ କାର୍ଯ୍ୟ ରେ ଧ୍ୟାନ ଲଗାଇଲେ ମନ ଶାନ୍ତ ରହିବ । ଦୋକାନ ସମ୍ବଧିତ ଚିନ୍ତା ଦୂର ହେବ । ଜୀବନ ସାଥିଙ୍କ ସହ ଆନନ୍ଦମୟ ସମୟ ବିତାଇବେ । ପରିବାର ସଦସ୍ୟ ଙ୍କ ସହ ସମ୍ପର୍କ ମଧୁର ହେବ । ଆପଣଙ୍କୁ କିଛି ଜିନିଷ ସମୟ ଅନୁଯାୟୀ କରିବାକୁ ହେବ ।

କୁମ୍ଭ ରାଶି : କୌଣସି କଥାକୁ ନେଇ ଚିନ୍ତା କରନ୍ତୁ ନାହିଁ । ସନ୍ତାନ ସୁଖ ପ୍ରାପ୍ତି ହେବ । ଶିକ୍ଷା ରେ ଚାଲି ଆସୁଥିବା ବାଧା ଦୂର ହେବ । କଳାତ୍ମକ କ୍ଷେତ୍ର ରେ ବେହତର ଅବସର ପ୍ରାପ୍ତ ହେବ । ଆଜି ପାରିବାରିକ ଜୀବନ ହର୍ଷ ଉଲ୍ଲାସ ରହିବ । ଜୀବନ ସାଥିଙ୍କ ସହ ସମୟ ବିତାଇବେ । ଭୁଲ ବିଚାର ଆପଣଙ୍କ ମନରେ ନେଗେଟିଭ ପ୍ରଭାବ ପକାଇପାରେ । ତେଣୁ ସଂଯମ ରହନ୍ତୁ ।

ମୀନ ରାଶି : ବ୍ୟାପାରରେ କିଛି ଚେଞ୍ଜ କରିବା ପୂର୍ବରୁ ବରିଷ୍ଠ ଙ୍କ ରାୟ ନିଅନ୍ତୁ । ଘରେ ନୂଆ ଅତିଥି ଙ୍କ ଆଗମନ ହୋଇପାରେ । ଅନେକ ସମୟରୁ ଅଟକିଥିବା କାମ ପୁରା ହେବ । ପାରିବାରିକ ଜୀବନ ସୁଖ ଶାନ୍ତି ରେ ବିତିବ । ଘରୋଇ ସମସ୍ଯା ଦୂର ହେବ । ପରିବାରର ସମସ୍ଯା ଦୂର ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ । ଅଚାନକ ଧନ ଲାଭ ହେବ । ଭାଇ ଭଉଣୀ ଙ୍କ ସହଯୋଗ ମିଳିବ ।  ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।