ନବ ଦାସଙ୍କ ମୃତ୍ୟୁ ମାମାଲାକୁ ନେଇ ଆସିଲା ବଡ ଖବର, କାଲି ଜେଲରୁ ବାହାରି ଅଭିଯୁକ୍ତ Gopal Das

ନମସ୍କାର ବନ୍ଧୁଗଣ । କାଲି ଜେଲରୁ ବାହାରିବ ଗୋପାଳ । ଷ-ଡ -ଯ -ନ୍ତ୍ରର ଦଫା 120-B କାହିଁକି ଲଗାଇଲା ନାହିଁ କ୍ରାଇମବ୍ରାଞ୍ଚ । 302 ଓ 307 ଲଗାଇଲା 120କୁ କାହିଁକି ଭୁଲିଗଲା ? ସତରେ ତୁମେ ଗୋପାଳକୁ ଖସାଇ ଦେଲ ? ରାତି ଅଧରେ ପାଇଖାନା ଉଣ୍ଡାଳିଲ ପ୍ରତିଭାଧାରୀ ଗୋପାଳକୁ ପାଗଳ କହିଲ ?

ହେ ପ୍ରଭୁ ଆଉ ନାଟକ ନ କରି ଗୋପାଳକୁ କାଲି ଛଡାଇ ଦିଅ । ଏମିତି କିଛି ଚାହା ଖଟି ରେ ଚର୍ଚ୍ଚା ହେଉଛି । ହଁ ଦର୍ଶକ ବନ୍ଧୁ ଆଜି ଯେବେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହ-ତ୍ୟା ଆରୋପ କାରଣ ସ୍ପଷ୍ଟ ରହିଛି । ଘଟଣାକୁ ଘଣ୍ଟା ଘଉଡାଇବାକୁ କୁଆଡେ କ୍ରାଇମବ୍ରାଞ୍ଚ କୁ ଦାୟିତ୍ଵ ଦିଆ ଯାଇଛି ।

ନବ ଦାସଙ୍କ ହ-ତ୍ୟା-କା-ଣ୍ଡକୁ ନେଇ ପୁଣି ଘେରିଛି ରାଜ୍ୟ ସରକାରଙ୍କୁ ବିଜେପି । ଆଉ ଯାହାର ଜବାବ ରଖିଛି ବିଜୁ ଜନତା ଦଳ । ଝାରସୁଗୁଡା ଯେଏମସି କୋର୍ଟ ରେ ଚାର୍ଜ ସିଟ ଦାଖଲ କରିଥିବା ବେଳେ ବ୍ୟକ୍ତିଗତ ଅଶତ୍ରୁତା କାରଣରୁ ନବ ବାବୁଙ୍କୁ ଗୋପାଳ ହ-ତ୍ୟା କରିଥିବା ନେଇ ଚାର୍ଜ ସିଟ ରେ ଉଲେଖ ରହିଛି ।

ନବ ଦାସଙ୍କ ସମର୍ଥକଙ୍କ ଠାରୁ ଭୟ ଥିବାରୁ ଗୋପାଳ ନବ ଦାସଙ୍କୁ ହ-ତ୍ୟା କରିଥିବାର କୁହାଯାଉଛି । କିନ୍ତୁ ଏହାକୁ ନେଇ ବିରୋଧୀ ସରକାର ଓ କ୍ରାଇମବ୍ରାଞ୍ଚ କୁ ପ୍ରଶ୍ନବାଣ ମାରିଛନ୍ତି । ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି ଚାଷୀ ଭାଇ ହ-ତ୍ୟା -ର କାରଣ ସ୍ପଷ୍ଟ ନାହିଁ ।ନବ ଦାସ ଓ ତାଙ୍କ ଲୋକ ମାନଙ୍କ ପାଖରୁ ଗୋପାଳ କୁ ଯଦି ଭୟ ଥିଲା ତେବେ ଚାର୍ଜ ସିଟ ରେ କାହିଁକି ଲେଖା ହେଲା ନାହିଁ । କାହିଁକି ଚାର୍ଜ ସିଟରେ ମିଛ କଥା ଲେଖା ଯାଇଛି ?

ଗୋପାଳ ଦାସ ଜଣେ ସାଧାରଣ ଲୋକ ନା ଅ-ପ-ରା-ଧୀ ତାହା ବି ନାହିଁ । ତାଙ୍କ ମାନସିକ ଭାରସାମ୍ୟ ସ୍ଥିର ଥିଲା ଆଉ ସେ ଜଣେ କାର୍ଯ୍ୟରତ ପୋଲିସ ଥିଲେ । ଯଦି ପ୍ରି-ପ୍ଳାନ କରିଥିଲେ ତେବେ କଣ ପାଇଁ କରିଥିଲେ ? ନିଜ କ୍ୟାରିୟାର ଓ ପରିବାର କୁ ଜଳାଞ୍ଜଳି ଦେଇ ସେ କାହିଁକି ଏମିତି ନିସ୍ପତି ନେଲେ ? ଏବେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି । ଆଉ ଏମିତି କିଛି ବିଜେଡି ଅଭିଯୋଗ କରିଥିବା ବେଳେ ବିଜେପି କିନ୍ତୁ ଏହାର ଜବାବ ରଖିଛି ।

ଆଉ ସେପଟେ ପ୍ରମିଳା ମଲ୍ଲିକ କହିଛନ୍ତି ଯିଏ ଦୋଷୀ ତାକୁ ଦଣ୍ଡ ମିଳିବ । ବିରୋଧୀ ତ ଅନେକ କଥା କହିବେ କିନ୍ତୁ ଯେ ପ୍ରକୃତରେ ଦୋଷୀ ସେ ନିଶ୍ଚୟ ଦଣ୍ଡ ପାଇବ । ଆଉ ଏମିତି କିଛି ପକା ଯୁଦ୍ଧ ଦେଖିବା ପରେ ଲୋକେ ଚାହା ଖଟି ରେ ଚର୍ଚ୍ଚା କରିଲେଣି ଗୋପାଳ ତ କାଲି ଫେରିବ ଆଉ ।ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।