ଦୈନିକ ରାଶିଫଳ 27 ମଇ 2023, ଶନିଦେବଙ୍କ ଅଶେଷ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ତେବେ ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଖୋଲ୍ଲିୟ ବିଶ୍ଳେଷଣ କରାଯାଇଥାଏ । ଏହି ଦୈନିକ ରାଶିଫଳରେ ସର୍ବମୋଟ ୧୨ ଟି ରାଶି ଉପରେ କୁହାଯାଇଥାଏ । ଏହି ରାଶିଫଳ ଗୁଡିକ ପଢି ନିଜ ନିଜର ରାଶି ଅନୁସାରେ ନିଜର ଦୈନିକ ଭାଗ୍ୟ ଭବିଷ୍ୟ ଉପରେ ଜାଣି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ପରିବାର, ବନ୍ଧୁପରିଜନ, ଚାକିରୀ କ୍ଷେତ୍ର, ବ୍ୟବସାୟ, ସ୍ଵାସ୍ଥ, ଶିକ୍ଷା ଦିନସାରା ଘଟୁଥିବା ଶୁଭ ଓ ଅଶୁଭ ଘଟଣାର ଭବିଷ୍ୟଫଳ ଉପରେ ହିଁ ଆଧାରିତ କରାଯାଇଥାଏ । 27 ମଇ ୨୦୨୩ ର ଦୈନିକ ରାଶିଫଳ ଯାହାକି ଚନ୍ଦ୍ର ରାଶି ଉପରେ ଆଧାରିତ ହୋଇ ରହିଛି । ତେବେ ଚାଲନ୍ତୁ ଆଜିର ଦୈନିକ ରାଶିଫଳ ବିଷୟରେ ଆଲୋଚନା କରି କାହା ଭାଗ୍ୟରେ ଆଜି କଣ ଲେଖା ରହିଛି ଜାଣିନେବା ।

ମେଷ ରାଶି : ଆପଣ ନିଜକୁ ବେହତର ବନାଇବା ପାଇଁ ପ୍ରୟାସ କରିବାକୁ ହେବ । ବିବାଦୀୟ କଥାରେ ଚର୍ଚ୍ଚା କରିବେ । ଆଜି ଆର୍ଥିକ କାର୍ଯ୍ୟ ସୁଖ ପୂର୍ବକ ସମ୍ପନ୍ନ ହେବ । ଆପଣଙ୍କର କୌଣସି ପ୍ରିୟଜନ ବା ନିକଟତର ବ୍ୟକ୍ତିଙ୍କ ସହ ସମ୍ପର୍କ ଆରମ୍ଭ ହେବ । କାର୍ଯ୍ୟ ପ୍ରତି ଆପଣଙ୍କର ଉଶ୍ଚାହ ଲକ୍ଷ୍ୟ ଯାଏଁ ପହଞ୍ଚିବାରେ ସହାୟକ ହେବ । ବ୍ୟାପାରୀ ଗତି ବିଧି ରେ ରହୁଥିବା ବ୍ୟାପାରୀ ଙ୍କୁ ବଡ ଫାଇଦା ମିଳିବ ।

ବୃଷ ରାଶି : ଯୁବ ବର୍ଗ ନିଜର ସନ୍ତାନ ପ୍ରତି ଧ୍ୟାନ ଦିଅନ୍ତୁ । ବାହନ ଚଲାଇବା ସମୟରେ ସତର୍କ ରୁହନ୍ତୁ । ଛୋଟ ପିଲା ମାନେ ଆପଣଙ୍କୁ ବ୍ୟସ୍ତ ରଖିବେ ଓ ସେମାନେ ମାନସିକ ଶାନ୍ତି ଦେବେ । କୌଣସି ନୂଆ ବନ୍ଧୁ ଙ୍କ ଦେଖା ହେବ କାରଣରୁ ଆପଣଙ୍କ ମନ ଖୁସି ହେବ । କାରୋବାର କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ । ପରିବାର ରେ ମନାନ୍ତର ଚଳାଇଥିଲେ ତାହା ଦୂର ହେବ । ବାହନ କ୍ରୟ କରିବା ପାଇଁ ଦିନ ଭଲ ଅଛି । ଆପଣ ବୁଝି ବିଚାରୀ କୁହନ୍ତୁ ।

ମିଥୁନ ରାଶି : କୌଣସି ନିସ୍ପତି ନେବା ପୂର୍ବରୁ ଆପଣଙ୍କୁ ଫାଇଦା ଓ କ୍ଷତି ବିଷୟରେ ଭାବିବାର ଅଛି । ବନ୍ଧୁ ଓ ପରିବାର ଆପଣଙ୍କୁ ପ୍ରେମ ଓ ସହଯୋଗ କରିବେ । ଆଜି ବ୍ୟବସାୟରେ ଉଚ୍ଚ ଅଧିକାରୀ ଙ୍କ ସହ କାମ ସମ୍ଭାଳିକି କରନ୍ତୁ । କୌଣସି ନୂଆ କାମରେ ନିବେଶ କରିବା ଭାଗ୍ୟ ଆଡକୁ ବେହତର ହେବ । ଆଜି ଆପଣଙ୍କୁ ସହଯୋଗୀ ବା ନିକଟତର ଙ୍କ ସମର୍ଥନ ବହୁତ ଲାଭ ହେବ । ନୂଆ ବିଚାର ଠିକ ସାବ୍ୟସ୍ତ ହେବ ।

କର୍କଟ ରାଶି : ନିଜର ଶତ୍ରୁ ଙ୍କ ପକ୍ଷ କମଜୋର ରହିବ । ଆପଣ ସିମିତ ଆୟରେ ବି ନିଜର ଖର୍ଚ୍ଚ କରି ପାରିବେ । ଆପଣଙ୍କୁ ସାଂସାରିକ ସୁଖ ଭୋଗ ର ସାଧନାରେ ବୃଦ୍ଧି ହେବ । ଆଜି କାମରେ କୌଣସି ବଡ ଅଫର ମିଳିବାରୁ ଧନ ଲାଭ ହେବାର ସମ୍ଭାବନା ଅଛି । ଆପଣଙ୍କର ଅଟକିଥିବା କାମ ପୂରଣ ହେବ । କୌଣସି କାମରେ ବ୍ୟସ୍ତ ରହିବା ଆପଣଙ୍କ ପାଇଁ ଲାଭଦାୟକ ରହିବ ।

ସିଂହ ରାଶି : ଆପଣଙ୍କର ନିସ୍ପତି ନେବାର କ୍ଷମତା ରେ ଲାଭ ମିଳିବ । ଆପଣଙ୍କ ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜବୁତ ହେବ । ଆପଣ ନିଜର କଳାତ୍ମକତା ଓ ସୃଜନାତ୍ମକତା ର ଉପୋଯୋଗ କରିବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ହେବ । ଛୋଟ ବ୍ୟାପାରୀ ଙ୍କୁ କାର୍ଯ୍ୟ କ୍ଷେତ୍ରରେ ମନ ମୁତାବକ ଲାଭ ମିଳିବ । ଆଜି ଆପଣ ପରିବାର ର ସଦସ୍ୟ ଙ୍କ ସାହା ଆମୋଦ ପ୍ରମୋଦ ରେ ବ୍ଯତୀତ କରିବେ ।

କନ୍ୟା ରାଶି : ଆପଣଙ୍କ ମନରେ ଚାଲିଥିବା କଥାକୁ ଜୀବନ ସାଥିଙ୍କ ସହ ସେୟାର କରନ୍ତୁ । ତେବେ ଆପଣ ତାହାର ସମାଧାନ ବାହାର କରି ପାରିବେ । ବିଗିଡି ଯାଇଥିବା କାମ ବନିପାରେ । ସମାଜ ସେବା କରିବାର ମନ ବଳାଇବେ । ଘର ବାହାରେ ଆପଣଙ୍କ ତରାଇଫ ହେବ । ଆଜି ଭାଇ ଭଉଣୀ ତରଫରୁ ସରପ୍ରାଇଜ ମିଳିପାରେ । ବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ । ଆର୍ଥିକ ରୂପରେ ପୂର୍ବରୁ କରିଥିବା କଠିନ ପରିଶ୍ରମ ପରିଣାମ ମିଳିବ ।

ତୁଳା ରାଶି : ଯଦି ଆପଣ ଗୃହ ନିର୍ମାଣ ସହ ଜଡିତ କିଛି ଯୋଜନା କରୁଛନ୍ତି ତେବେ କିଛି ସମୟ ପାଇଁ ରହି ଯାଆନ୍ତୁ । ଶରୀରରେ ଫୁର୍ତ୍ତି ଅନୁଭବ ହେବ । ଚାକିରି ବା ବ୍ୟବସାୟରେ ଆଜି ଭଲ ସଫଳତା ମିଳିବ । ବ୍ୟାପାରୀ ଙ୍କ ପାଇଁ କିଛି ପ୍ରତିସ୍ଥିତି ଡିଲ ହୋଇପାରେ । ମାତା ଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ । ଚାକିରି ରେ କିଛି ଅବ୍ୟବସ୍ଥିତ ସ୍ଥିତି ରହିବ କିନ୍ତୁ କିଛି ଗମ୍ଭୀର ହେବ ନାହିଁ । ଆଜି ଆନଙ୍କର ଅଟକିଥିବା ଧନ ମିଳିବ ।

ବିଛା ରାଶି : ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ବ୍ଯବସାୟିକ ରୂପରେ ଆଜି ସୁଧାର ଆସିବ । ଆପଣଙ୍କର ଭଲ ପ୍ରଗତି ହେବ । ଆଜି କାରୋବାର ରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଆଜି ଆପଣଙ୍କ ମନ ଚଞ୍ଚଳ ରହିବ । ଯାହା କାରଣରୁ ଆପଣ ନିସ୍ପତି ନେବାରେ ସମସ୍ଯା ହେବ । ସନ୍ଧ୍ୟା ରେ ଅତିଥି ଙ୍କ ସହ ଅଧିକ ସମୟ ବ୍ଯତୀତ କରିବେ । କୌଣସି ଜରୁରୀ ଲୋକଙ୍କ ସହ ଭେଟ ହୋଇପାରେ । ସ୍ୱାସ୍ଥ୍ୟ ମାମଲାରେ ଆଜି ଦିନ ଟି ଠିକ ରହିବ ।

ଧନୁ ରାଶି : ଆଜି ଆପଣ କାମ କାର୍ଯ୍ୟ ରେ ମନ ଲାଗାଇ କାମ କରିବେ । ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ସାବଧାନ ରହିବାର ଜରୁରତ ଅଛି କାରଣ ଆପଣଙ୍କ ବିରୁଦ୍ଧରେ କେହି ଯାଇ ପାରନ୍ତି । ସନ୍ତାନ ଙ୍କ ଠାରୁ ସୁଖ ମିଳିବ । କିଛି ନୂଆ ଜିନିଷ ଶିଖିବାକୁ ମିଳିବ । ଆପଣଙ୍କ ରାୟ ନେଇ ନିକଟତର ବ୍ୟକ୍ତି କାମ କରିବାର ନଜର ସିବେ । ଏହି କାରଣରୁ ଆପଣଙ୍କୁ ପ୍ରସନ୍ନତା ଅନୁଭବ ହେବ । ସରକାରୀ କାର୍ଯ୍ୟ ରେ ଅନୁକୂଳତା ରହିବ ।

ମକର ରାଶି : ନୂଆ କାମ କରିବା ପାଇଁ ପ୍ରେରିତ ରହିବେ । ଛୋଟ ପ୍ରବାସ ହେବାର ସମ୍ଭାବନା ଅଛି । ପଇସା ମାମଲାରେ ଦିନ ଖର୍ଚ୍ଚାନ୍ତ ରହିବାର ଅଛି । ଆପଣଙ୍କୁ ଅଧିକ ତେଲ ମସାଲା ଜାତୀୟ ଖାଦ୍ଯ ଖାଇବା ଅନୁଚିତ । ବୌଧିକ ଓ ଲେଖନ କାର୍ଯ୍ୟ ପାଇଁ ଦିନ ଭଲ ଅଛି । ପଇସା ମାମଲାରେ ନିଜର ଜରୁରତ ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ । ପାର୍ଟନର ଙ୍କ ସ୍ବଭାବରେ କିଛି ଚେଞ୍ଜ ଆସିପାରେ ।

କୁମ୍ଭ ରାଶି : ଆଜି କୌଣସି ପୁରୁଣା ବନ୍ଧୁ ଙ୍କ ସହ ଦେଖା ହୋଇପାରେ । ଯାହାଙ୍କ ସହ ଆପଣ ଟାଇମ ସ୍ପେନ୍ଡ କରିବେ । ଆର୍ଥିକ ଦ୍ରୁଷ୍ଟି କୋଣରୁ ଆଜି ଦିନ ଟି ଶୁଭ ରହିବାର ଅଛି । ସମ୍ପତି ସହ ଜଡିତ କିଛି ଫାଇଦା ହେବାର ଅଛି । ମାତା ପିତା ଙ୍କ ସହ ଆପଣଙ୍କ ସମ୍ପର୍କ ମଜବୁତ ହେବ । ନିଜ ପାଇଁ ଅବଶ୍ୟ ସମୟ ବାହାର କରନ୍ତୁ । ନିଜର ଆଗାମୀ ଜୀବନ ପାଇଁ ଲକ୍ଷ୍ୟ ନିର୍ଧାରଣ କରନ୍ତୁ । ନୂଆ ବ୍ୟାପାର କରିଥିଲେ ଧର୍ଯ୍ୟ ରଖିବାର ଜରୁରତ ଅଛି ।

ମୀନ ରାଶି : ନୂଆ ବାହନ ବା ଘର ର ସୁଖ ମିଳିପାରେ । ଆଜି କୌଣସି ପୁରୁଣା ପାରିବାରିକ କରଜ ଶେଷ କରିବାରେ ସଫଳ ହେବେ । ଚାକିରି ରେ ଉନ୍ନତି ର ରସତା ଖୋଲିବ । ଅଫିସରେ ବାତାବରଣ ଅନୁକୂଳ ରହିବ । ସମସ୍ତଙ୍କ ସହ ମିଳିମିଶି କାମ କରିଲେ ଭଲ ଅନୁଭବ କରିବେ । ଆପଣଙ୍କୁ ବିଜନେସ ରେ ବଡ ଅଫାର ମିଳିପାରେ । ସମାଜ ର କାର୍ଯ୍ୟ ରେ ଆଜି ଉଶ୍ଚାହ ସହ ଭାଗ ନେବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।