କର୍ପୁର କରିବ ଧନୀ, କରନ୍ତୁ ଏହି 8 ଟି ମହାଉପାୟ ! ତା ପରେ ଦେଖନ୍ତୁ ଚମତ୍କାର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କର୍ପୁରକୁ ଏକ ପବିତ୍ର ବସ୍ତୁ ରୂପେ ବିବେଚନା କରାଯାଇଥାଏ । କାରଣ କର୍ପୁରକୁ ସାଧାରଣ ପୂଜା ଘରେ ରଖାଯାଇଥାଏ । ଏହା ସହ ଠାକୁରଙ୍କ ଆଳତୀ ସମୟରେ ଏହାକୁ ବ୍ୟବହାର କରାଯାଇଥାଏ । ଏହା ସହ କର୍ପୁରର ଅନ୍ୟ ବହୁ ଗୁଡିଏ ଧାର୍ମିକ ବ୍ୟବହାର ମଧ୍ୟ ରହିଛି । ଚାଲନ୍ତୁ ସେହି ସମ୍ପର୍କରେ ଆଲୋଚନା କରିବା । ଯେଉଁ ଲୋକଙ୍କ ଘରେ କାଳସର୍ପ ଯୋଗ ରହିଥାଏ ବା ପିତୃ ଦୋଷ ଲାଗି ରାହୁଥାଏ ।

ତେବେ ନିଜ ଗାଧୁଆ ଘରେ ଅଳ୍ପ ଦେଶୀ କର୍ପୁର ରଖି ଦିଅନ୍ତୁ । ଏପରି କରିବା ଦ୍ଵାରା ଏହି କାଳସର୍ପ ଦୋଷ ଓ ପିତୃ ଦୋଷ ଘରୁ କଟିଯାଇଥାଏ । କର୍ପୁରକୁ ଘିଅରେ ଜଳାଇ ଘରେ ସକାଳେ ଓ ସନ୍ଧ୍ୟା ସମୟରେ ଘରେ ଅଳତୀ କରିବା ଦ୍ଵାରା ଘରେ ଶାନ୍ତିର ବାତାବରଣ ଦେଖାଯାଇଥାଏ । ଏହି ବାସ୍ନା ଘରେ ଯେତେ ଖେଳିବ ଘରେ ନକରାତ୍ମକ ଊର୍ଜା ସମସ୍ତ ବାହାରକୁ ଚାଲି ଆସିବା ଦ୍ଵାରା ଘରେ ଘରେ ସକାରାତ୍ମକ ଊର୍ଜାର ସଂଚାର ଘଟି ଥାଏ । ଏହା ସହ ଖରାପ ସ୍ଵପ୍ନ ମଧ୍ୟ ଆସିନଥାଏ ।

ଯେଉଁ ଲୋକ ମାନଙ୍କର ବିବାହରେ ବାଧା ଉପୁଜୁଥାଏ । ବିବାହ ହେବାରେ ବିଳମ୍ବ ଦେଖାଯାଉଥାଏ । ୩୬ ଟି ଲବଙ୍ଗ ଓ ୬ ଟି କର୍ପୁରରେ ଏହି ଉପାୟକୁ କରି ଦେଖନ୍ତୁ । ଆପଣଙ୍କର ବିବାହ ଜନିତ ସମସ୍ଯା ଏହା ଦୂରୀଭୂତ କରିଥାଏ । ୩୬ ଟି ଲବଙ୍ଗ, ୬ ଟି କର୍ପୁର, କିଛି ଅରୁଆ ଚାଉଳ ଓ ହଳଦୀକୁ ମିଶାଇ ଏହାକୁ ମା’ ଦୂର୍ଗାଙ୍କୁ ଆଳତୀ ଦିଅନ୍ତୁ । ଏପରି କରିବା ଦ୍ଵାରା ବିବାହରେ ଆସୁଥିବା ବାଧାବିଘ୍ନ ଖଣ୍ଡନ ହୋଇଥାଏ ।

କର୍ପୁରର ୨ ଠୋପା ତେଲ ଯଦି ଗାଧୁଆ ପାଣିରେ ପକାଇ ସ୍ନାନ କରିଥାନ୍ତି । ତେବେ ସେହି ବ୍ୟକ୍ତିର ଭାଗ୍ୟ ବହୁତ ଟାଣ ହୋଇଥାଏ । ଏହା ସହ ଭାଗ୍ୟ ଚମକି ଉଠିଥାଏ । ପ୍ରତିଦିନ ଘରେ ହନୁମାନ ଚାଳିଶା ପାଠ କରନ୍ତୁ । ଏହା ସହ ୨ ଟି କର୍ପୁର ଆଣି ଠାକୁରଙ୍କ ନିକଟରେ ଜଳାଇଦେବେ । ତେବେ ଘରର କୌଣସି ବ୍ୟକ୍ତିଙ୍କ ଉପରେ କିଛି ମଧ୍ୟ ଅକସ୍ମାତ ଦୁର୍ଘଟଣା ଆସିନଥାଏ । ମନରୁ ସମସ୍ତ କ୍ରୋଧ ମଧ୍ୟ ଶାନ୍ତ ହୋଇଯାଇଥାଏ ।

ଘରର କୌଣସି ଜାଗାରେ ଯଦି ବାସ୍ତୁ ସମସ୍ଯା ସୃଷ୍ଟି ହେଉଥାଏ । ତେବେ ସେହି ସ୍ଥାନରେ ନେଇ ୨ ଟି କର୍ପୁର ରଖି ଦିଅନ୍ତୁ । ସେହି କର୍ପୁର ତରଳିଗଲା ପରେ ଅନ୍ୟ ୨ ଟି କର୍ପୁର ନେଇ ସେହି ସ୍ଥାନରେ ରଖି ଦିଅନ୍ତୁ । ଏପରି କିଛି ଦିନ କରିବା ପରେ ସେହି ସ୍ଥାନରେ ଥିବା ବାସ୍ତୁଦୋଷ କଟିଯାଇଥାଏ । ଯଦି ଘରେ ସବୁ ସମୟରେ ଆର୍ଥିକ ସ୍ଥିତି ଭଲ ରହୁନଥାଏ ।

ତେବେ ଘରର ରୋଷେଇ ଘରେ ରାତିର ସବୁ ଅଇଁଠା ବାସନ ମାଜିସରିଲା ପରେ ଏକ ଚାନ୍ଦିର ଗିନାରେ ୨ ଟି କର୍ପୁର ଓ ୨ ଟି ଲବଙ୍ଗ ମିଶାଇ ନୀତି ଦିନ ଜଳାଇ ଦିଅନ୍ତୁ । ଘରର ଆର୍ଥିକ ସ୍ଥିତିରେ ଆଗ ଅପେକ୍ଷା ବହୁତ ସୁଧାର ଆସିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ