ନିଜ ପ୍ରେମିକାକୁ କାହିଁକି ଆଉ ଜଣେ ଯୁବକ ଚାହିଁଲା ବୋଲି କହି ଜଣେ ଯୁବକ ଙ୍କୁ ଗୁଳି କରି ଫେରାର ହୋଇ ଯାଇଛନ୍ତି The Untalented Guy

Untalented guy ର କ୍ରିମିନାଲ ଆଚରଣ । ସେଲିବ୍ରେଟିରୁ ଗୁ-ଣ୍ଡା ପାଲଟିଲା Untalented guy । ଇଂଷ୍ଟାଗ୍ରାମରୁ ପ୍ରେମ ଆଉ ତା ପରେ ସିଧା ଫାୟାଋଂ । ମୋ ପ୍ରେମିକାକୁ କାହିଁକି ଚାହୁଁଛୁ କହି ଛାତିକୁ ମା-ରି-ଲା ଗୁ-ଳି । ସୋସିଆଲ ମିଡିଆରେ ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଯୁବକଙ୍କ ମୁହଁ ରୁ ଅ-ଶ୍ଳୀ-ଳ ଭା-ଷା ଶୁଣିବା ପାଇଁ ଏବେ ଯୁବ ପିଢୀ ପାଗଳ ହୋଇଯାଇଛନ୍ତି । ଯୁବ ପିଢୀ ଏହି guy ଙ୍କୁ ନିଜର ମସିହା ବୋଲି ଭାବି ନେଇଛନ୍ତି । ଆଉ ଯାହାକୁ ନିଜର ଶକ୍ତି ଭାବି ନେଇଛି ଏହି Untalented guy ।

ଏହି ଯୁବକ ଜଣକ ଏବେ ୟୁଟ୍ଯୂବରରୁ ପାଲଟି ଯାଇଛି ପୁରା ଗୁ-ଣ୍ଡା । ପ୍ରେମିକା ପାଇଁ ଏବେ ବ-ନ୍ଧୁ-କ ଉଠାଇଛି Untalented guy । ଅଣ୍ଟାରେ ବ-ନ୍ଧୁ-କ ମା-ରି ଯୁବ ପିଢିଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରୁଛି ଯାହାର ଏବେ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ପ୍ରେମିକା ପାଇଁ ଜଣେ ଯୁବକଙ୍କ ଛାତିରେ ଗୁ-ଳି ମା-ରି ଫେରାର ହୋଇ ଯାଇଛି Untalented guy ।

ଏହି ଯୁବକ ଜଣକ ହେଉଛନ୍ତି ଉଦିତ ନାରାୟଣ ନାୟକ । ଘର ହେଉଛି ବାଲେଶ୍ବର ରେମୁଣା ରେ । ଉଦିତ ହେଉଛି ଜଣେ ୟୁଟ୍ଯୂବର ଏବଂ ଇଂଷ୍ଟାଗ୍ରାମରେ ଖାଲି ଅ-ଶ୍ଳୀ-ଳ -ଭାଷା କହି ଭିଡିଓ କରେ । ମନକୁ ଯାହା ଆସେ ତାହା କହିଯାଏ ଉଦିତ । ଯୁବତୀ ମାନଙ୍କୁ ଇଙ୍ଗିତ କରି ୟୁଟ୍ଯୂବାର ଉଦିତ ଅ-ଶ୍ଳୀ-ଳ ଭା-ଷାରେ ଗା-ଳି କରନ୍ତି ।

ଯୁବକ ମାନଙ୍କୁ ମଧ୍ୟ ଗାଳି କରନ୍ତି । ଆଉ ଏବେ ସେ ପାଲଟି ଯାଇଛି ଜଣେ କ୍ରିମିନାଲ । ଉକ୍ତ ଅଞ୍ଚଳରେ ଜଣେ ଯୁବକଙ୍କୁ ଗୁ-ଳି ମା-ଡ କରିଥିବା ଥାନାରେ ଅଭିଯୋଗ ହୋଇଛି । ଯେଉଁଥିରେ ଗୁରୁତର ଭାବେ ଆହତ ହୋଇଛନ୍ତି ଯୁବକ ଜଣକ । ଖବର ଅନୁଯାୟୀ ପ୍ରେମକୁ ନେଇ ଏମିତି ହୋଇଥିବା ସନ୍ଦେହ କରାଯାଉଛି ।

ଆହତ ଯୁବକ ଜଣକ ITI ଆଡମିସନ କରିବାକୁ ଯାଉଥିବା ବେଳେ ତାଙ୍କୁ ଉଦିତ ଓ ଅନ୍ୟ 6 ଜଣ ମିଶି ଗାଡିରେ ଉଠାଇ ନେଇ ପଳାଇଥିଲେ । ଯାହା ପରେ ରେମୁଣା ବ୍ରିଜ ତଳକୁ ନେଇ ସେଠାରେ ତାଙ୍କୁ ଗୁ-ଳି ମାରିଥିଲେ । ହେଲେ ଗୁଳି ଟି ଛାତିରେ ନ ବାଜି କାନ୍ଧରେ ବାଜିଥିଲା ଯେଉଁଥିରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଏବେ ଉଦିତ ନାରାୟଣ ଙ୍କୁ ଖୋଜୁଛି ପୋଲିସ । ଯୁବକଙ୍କ ବାପା ମାଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରିଥିଲା । ପଚରାଉଚରା କରିବା ପରେ ଉଦିତ ର ବାପା ମା ଙ୍କୁ ଛାଡି ଦିଆ ଯାଇଛି ବୋଲି ସୂଚନା ରହିଛି । ପୋଲିସ ର କହିବା ମୁତାବକ ବହୁତ ଜଲ୍ଦି ଉଦିତ କୁ ଗି-ର-ଫ କରାଯିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।