ଆଜି କାଲି ର ଯୁବ ପିଢ଼ୀଙ୍କ ଗୋଟେ ହିଁ ସ୍ଵପ୍ନ କି କିପରି ଭଲ ପାଠ ପଢିବେ ଏବଂ IAS ଅଫିସର ହେବେ । କିନ୍ତୁ ଆଇଏସ ଅଫିସର ହେବା ଏତେ ସହଜ ନୁହେଁ ଏଥି ପାଇଁ ବହୁତ ପରିଶ୍ରମ ଏବଂ ପରୀକ୍ଷା ଦେବାକୁ ପଡିଥାଏ । IAS ହେବା ପାଇଁ UPSC ପରୀକ୍ଷା ଦେବାକୁ ପଡେ । UPSC ଦେଶ ର ସବୁଠୁ କଠିନ ପରୀକ୍ଷା ଅଟେ । IAS ପରୀକ୍ଷା ରେ ପଚରା ଯାଉଥିବା ପ୍ରଶ୍ନ ଶୁଣିଲେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଆଜି ଆମେ ଆପଣଙ୍କ ପାଇଁ ଏହା ର କିଛି ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ବହୁତ ସାହାଯ୍ୟ କରିବ ।
୧ – ଦୁନିଆର ସବୁଠୁ ଛୋଟ ଫୁଲର ନାମ କଣ ?
ଉତ୍ତର – ବୋଲଫିୟା
୨ – କେଶର ସବୁଠୁ ଅଧିକ ଉତ୍ପାଦନ କେଉଁଠାରେ ହୁଏ ?
ଉତ୍ତର – ଜମ୍ମୁ କାଶ୍ମୀର
୩ – କାଂଚନାଜଙ୍ଗା ରାଷ୍ଟ୍ରୀୟ ପାର୍କ କେଉଁଠାରେ ଅବସ୍ଥିତ ?
ଉତ୍ତର – ଶିକ୍କିମ
୪ – ବାୟୁଜାନ ଟାୟାରରେ କେଉଁ ଗ୍ୟାସ ଭରା ଯାଏ ?
ଉତ୍ତର – ହିଲିୟମ ଗ୍ୟାସ
୫ – ଭୋର ସମୟରେ ଦେଖାଯାଉଥିବା ଗ୍ରହ ର ନାମ କଣ ?
ଉତ୍ତର – ଶୁକ୍ର ଗ୍ରହ
୬ – କେଉଁ ସାଗର ରେ ଗୋଟିଏ ବି ମାଛ ଦେଖାଯାନ୍ତି ନାହିଁ ?
ଉତ୍ତର – ମୃତ ସାଗର
୭ – ଭାରତର ସବୁଠୁ ପବିତ୍ର ଗଛ କାହାକୁ କୁହା ଯାଏ ?
ଉତ୍ତର – ଓସ୍ତ ଗଛ କୁ
୮ – ଖାଇବାର କେଉଁ ଜିନିଷ ଖରାପ ହୁଏ ନାହିଁ ?
ଉତ୍ତର – ମହୁ
୯ – ବର୍ଷ ର ସବୁଠୁ ବଡ଼ ଦିନ କେବେ ଆସେ ?
ଉତ୍ତର – ୨୧ ଜୁନ
୧୦ – ପଲାସୀ ଯୁଦ୍ଧ କେବେ ହୋଇଥିଲା ?
ଉତ୍ତର – ୧୭୫୭ ରେ
୧୧ – କେଉଁ ଦେଶର ଲୋକ ମାନେ ହଳଦିଆ ଦେଖା ଯାଆନ୍ତି ?
ଉତ୍ତର – ଚୀନ
୧୨ – ବିହାରର ପୁରୁଣା ନାମ କଣ ଥିଲା ?
ଉତ୍ତର -ମଗଧ
୧୩ – ସାପର ଦେଶ କାହାକୁ କୁହା ଯାଏ ?
ଉତ୍ତର – ବ୍ରାଜିଲ
୧୪ – ମନୁଷ୍ୟର ଲୁହ ରେ କଣ ଥାଏ ?
ଉତ୍ତର – ସୋଡିୟମ କ୍ଲୋରାଇଡ଼
୧୫ – ଲେଣ୍ଡ ଅଫ କଙ୍ଗାରୁ କାହାକୁ କୁହାଯାଏ ?
ଉତ୍ତର – ଅଷ୍ଟ୍ରେଲିୟା
୧୬ – ବିଶ୍ୱର ଅର୍ଣ୍ଣ ଭଣ୍ଡାର କାହାକୁ କୁହାଯାଏ ?
ଉତ୍ତର – ୟୁକ୍ରେନକୁ
୧୭ – ଭୋଜପୁରୀ କେଉଁ ଦେଶର ଭାଷା ଅଟେ ?
ଉତ୍ତର – ମୋରୀଶସ
୧୮ – ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ ?
ଉତ୍ତର – ଜବାହରଲାଲ ନେହେରୁ
୧୯ – ସୁନେଲି କ୍ରାନ୍ତି କାହା ସହ ସମ୍ବନ୍ଧ ଅଟେ ?
ଉତ୍ତର – ଫଳ ଉତ୍ପାଦନ
୨୦ – ପୃଥିବୀ ଦିବସ କେବେ ପାଳନ କରାଯାଏ ?
ଉତ୍ତର – ୨୨ ଏପ୍ରିଲ
୨୧ – ଭାରତୀୟ ନୌସେନାର ସ୍ଥାପନା କେଉଁଠାରେ ହୋଇଥିଲା ?
ଉତ୍ତର – କୋଚିନ
୨୨ – ବିଶ୍ୱର ସବୁଠୁ ବଡ଼ ଦେଶ କାହାକୁ କୁହାଯାଏ ?
ଉତ୍ତର – ରୁଷ
୨୩ – ଇଣ୍ଟରନେଟକୁ ହିନ୍ଦୀ ରେ କଣ କହନ୍ତି ?
ଉତ୍ତର – ଅନ୍ତରଜାଲ
୨୪ – କେଉଁ ଦେଶରେ ସବୁଠୁ କମ ବିଦ୍ୟାଳୟ ଅଛି ?
ଉତ୍ତର – ବେଟିକାନ ସିଟି
୨୫ – ଭାରତର ସବୁଠୁ ଉଚା ମିନାର କାହାକୁ କୁହାଯାଏ ?
ଉତ୍ତର – କୁତ୍ତବ ମିନାର
୨୬ – ଆମେରିକାର ଆଧାର କାର୍ଡ କୁ କଣ କୁହାଯାଏ ?
ଉତ୍ତର – ଗ୍ରୀନ କାର୍ଡ
୨୭ – କେଉଁ ଦେଶରେ ଗୋଟିଏ ବି ମଶା ନାହିଁ ?
ଉତ୍ତର – ଆଇସ ଲାଣ୍ଡ
୨୮ – ଗୋଟିଏ ଶବ୍ଦ ରେ ଆସିବ
ଗୋଟିଏ ଶାମ୍ପୁ ର ନାମ
ଗୋଟିଏ ପର୍ବତ ର ନାମ
ଗୋଟିଏ ଗ୍ରାମର ନାମ
ଗୋଟିଏ ହିରୋ ର ନାମ
ଉତ୍ତର – ହିମାଳୟ
୨୯ – ଲାଇଟ ଅଫ ଏସିଆ କାହାକୁ କୁହାଯାଏ ?
ଉତ୍ତର – ଗୌତମ ବୁଧ