ଜଣେ ____ ମହିଳା ____ ଶାଢୀ ପିନ୍ଧି ____ ଙ୍କ ପୂଜା କରିବାକୁ ଯାଇଛନ୍ତି ? ଗୋଟିଏ ଶବ୍ଦରେ ଉତ୍ତର, 99% Fail (Brilliant GK Questions)

ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାଟନ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।

1- ତାହା କଣ ଯାହା ଆମ ପାଖେ ଅଛି ଆମେ ତାକୁ ଦେଖିପାରିବା କିନ୍ତୁ ଧରିପାରିବା ନାହିଁ ?

ଉ: ଛାଇ ।

2- ତାହା ଯାହା ଆପଣ ଥରେ ଖାଇଲେ ଦ୍ଵିତୀୟ ଥର ଖାଇବାକୁ ଇଚ୍ଛା କରିବେ ନାହିଁ ?

ଉ: ଧୋକା ।

3- ତାହା କେଉଁ ଦାନ ଯାହା ଉଭୟ ଧନୀ ଏବଂ ଗରିବ କରିଥାନ୍ତି ?

ଉ: ମତଦାନ ଏବଂ କନ୍ୟାଦାନ ।

4- କେଉଁ ଜିନିଷ ଅନ୍ୟକୁ ଖାଦ୍ଯ ଖୁଆଏ କିନ୍ତୁ ନିଜେ ଖାଏ ନାହିଁ ?

ଉ: ଚାମୁଚ ।

5- ସୂର୍ଯ୍ୟ ସର୍ବ ପ୍ରଥମେ କେଉଁ ଦେଶରେ ଉଦୟ ହୁଅନ୍ତି ?

ଉ: ନ୍ୟୁଜିଲାଣ୍ଡ ।

6- କେଉଁ ପଶୁକୁ “ମରୁଭୁମି ର ଜାହାଜ” କୁହାଯାଏ ?

ଉ: ଓଟ ।

7- କ୍ଷୀର ରେ କେଉଁ ଭିଟାମିନ ସବୁଠୁ ଅଧିକ ମିଳିଥାଏ ?

ଉ: କ୍ୟାଲସିୟମ ।

8- କିଏ ମାଧ୍ୟାକର୍ଷଣ ଶକ୍ତି ର ଆବିଷ୍କାର କରିଥିଲେ ?

ଉ: ସାର ଆଇଜାକ ନ୍ୟୁଟନ ।

9- ଦିଲ୍ଲୀରେ ଜୁମା ମସଜିଦ ର ନିର୍ମାଣ କିଏ କରିଥିଲେ ?

ଉ: ଶାରଜାହାନ ।

10- ମାନବ ଶରୀରର ସବୁଠୁ ବଡ ଗ୍ରନ୍ଥି କେଉଁଟି ?

ଉ: ଯକୃତ ବା ଲିଭର ।

11- କେଉଁ ଦେଶରେ କଳା ରଙ୍ଗର ହଂସ ଦେଖିବାକୁ ମିଳନ୍ତି ?

ଉ: ଅଷ୍ଟ୍ରେଲିଆ ରେ ।

12- କେଉଁ ଦେଶ ପାଖରେ ନିଜର କୌଣସି ସେନା ନାହିଁ ?

ଉ: ଆଇସଲ୍ୟାଣ୍ଡ ।

13- କେଉଁ ଦେଶ ପ୍ରଥମେ କରୋନା ଭ୍ୟାକ୍ସିନ ର ଉଦ୍ଭାବନ କରିଥିଲା ?

ଉ: ଋଷ ଦେଶ ।

14- ଗାନ୍ଧାର ଜନପଦ ର ରାଜଧାନୀ କେଉଁଟି ?

ଉ: ତକ୍ଷଶୀଳା ।

15- ଷ୍ଟାଚ୍ୟୁ ଅଫ ୟୁନିଟି କେଉଁ ରାଜ୍ୟରେ ଅବସ୍ଥିତ ?

ଉ: ଗୁଜୁରାଟ ।

16- ସିକନ୍ଦର କେବେ ଭାରତ ଉପରେ ଆକ୍ରମଣ କରିଥିଲେ ?

ଉ: ଖ୍ରୀଷ୍ଟପୂର୍ବ 326 ରେ ।

17- ସବୁଠୁ ଶୁଦ୍ଧ ସୁନା କେତେ କ୍ୟାରେଟ ର ହୋଇଥାଏ ?

ଉ: 24 କ୍ୟାରେଟ ର ।

18- ଗୋଟିଏ କିଡନୀ ର ଓଜନ କେତେ ଗ୍ରାମ ହୋଇଥାଏ ?

ଉ: 150 ଗ୍ରାମ ।

19- କେଉଁ ଦେଶ ର ପାସୱାର୍ଡ ଦୁନିଆରେ ସବୁଠୁ ଶକ୍ତିଶାଳୀ ?

ଉ: ଜାପାନ ।

20- ଜଣେ ____ ମହିଳା ____ ଶାଢୀ ପିନ୍ଧି ____ ଙ୍କ ପୂଜା କରିବାକୁ ଯାଇଛନ୍ତି ? ଗୋଟିଏ ଶବ୍ଦରେ ଉତ୍ତର ହେବ ?

ଉ: କାଳି ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।