ବାଛନ୍ତୁ ଯେକୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ ଆପଣଙ୍କ ଭାଗ୍ୟରେ କଣ ଲେଖାଅଛି ଯାହା ଆପଣଙ୍କୁ ନିଶ୍ଚୟ ମିଳିବ (Tarot Card Reading)

ବନ୍ଧୁଗଣ ଭଗବାନ ଙ୍କ କୃପାରୁ ଆପଣ ବହୁତ ଭଲରେ ଥିବେ ଆମେ ଆଶା କରୁଛୁ । ଆଜି ଆମେ ଆପଣଙ୍କ ପାଇଁ ବହୁତ ଭଲ ଟପିକ ନେଇ ଆସିଛୁ । ବିଷୟ ବସ୍ତୁ ଟି ହେଉଛି ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି ଯାହା ୧୦୦୧% ହୋଇ କରି ରହିବ । ସେଥିପାଇଁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ୩ଟି ନମ୍ବର । ସେହି ନମ୍ବର ଗୁଡିକ ହେଉଛି ୨୨, ୭୭ ଓ ୪୪ । ଏମାନଙ୍କ ମଧ୍ୟରୁ ଯେଉଁ ନମ୍ବର ଆପଣଙ୍କୁ ଆକର୍ଷିତ କରୁଛି ତାହାକୁ ଚୟନ କରନ୍ତୁ । ତେବେ ବାଛନ୍ତୁ ଗୋଟେ ନମ୍ବର ଆଉ ଜାଣନ୍ତୁ ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି ଯାହା ଆପଣଙ୍କୁ ମିଳିକି ହିଁ ରହିବ ।

୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣ ମାନସିକ ସ୍ତରରେ ବୁଦ୍ଧିମାନ ବ୍ୟକ୍ତି ହେବ ସହ ଷ୍ଟ୍ରାଙ୍ଗ ଅଟନ୍ତି । ଆପଣ ଜଲ୍ଦି କାହା କଥାରେ ଆସନ୍ତି ନାହି କି ବିଶ୍ଵାସ କରନ୍ତି ନାହି । ଆପଣଙ୍କ ଭିତରେ ସନ୍ଦେହ ଅଧିକ ରହିଛି ଯାହା ପାଇଁ ସମ୍ପର୍କରେ ଫାଟ ଆସିବା ସହ ବିବ ଆଡ ହୋଇଥାଏ । ଆପଣଙ୍କ ବ୍ୟବହାର ଗୋଟେ କ୍ଷେତ୍ରରେ ଭଲ ଥିଲେ ବି ପଜେଟିଭ ଚିନ୍ତା କରୁଛନ୍ତି କିନ୍ତୁ ହେଉ ନାହି । ଆପଣ ଅନେକ ଥର ଭାବିଛନ୍ତି ଏ ସବୁ ନ କରିବା ପାଇଁ । ଆପଣ ବହୁତ ଭଲ ମଣିଷ ହେବ ସହ ଦୟାଳୁ ଅଟନ୍ତି । ନିଜ ବାଣୀରେ ମିଠାଶ ଆଣନ୍ତୁ ।

୨- ଦ୍ଵିତୀୟ ନମ୍ବର : ଯେଉଁ ମାନେ ଦ୍ଵିତୀୟ ନମ୍ବର ଚୟନ କରିଛନ୍ତି ଆପଣ ସବୁବେଳେ ନିଜ ଅଭିଭାବକଙ୍କୁ ମହତ୍ଵ ଦେଇଥାନ୍ତି ଯାହା ସଂପୂର୍ଣ୍ଣ ଭଲ କଥା । ଆପଣଙ୍କ ମନ ମୁତାବକ କାମ ନ ହେଲେ ନେଗେଟିଭ ହୋଇଥାନ୍ତି କି ଆପଣଙ୍କର କାବୁ କରିବା ଅସମ୍ଭବ ଅଟେ । ସେଥିପାଇଁ ଆପଣଙ୍କ ଆଗରେ ଯିଏ କେହି ଥିଲେ ବି ଆପଣ ଦେଖନ୍ତି ନାହି । ତେଣୁ ରାଗକୁ ନିୟନ୍ତ୍ରଣ ରଖନ୍ତୁ ନଚେତ ହବିଷ୍ୟତ ପାଇଁ ହାନିକାରକ ଅଟେ । ତେଣୁ ମଙ୍ଗଳବାର ଦିନ ବ୍ରତ କରି ନାଲି ବସ୍ତୁ ଦାନ କରନ୍ତୁ । ଏହା ସହ ଆପଣ ଅଧିକ ଅଶାନ୍ତ ରହିଥାନ୍ତି । ନିଜର ଯୋଗ୍ୟତାକୁ ଚିହ୍ନଟ କରନ୍ତୁ ।

୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୟନ କରିଛନ୍ତି ବହୁତ ଜଲ୍ଦି ଲୋକଙ୍କ କଥାରେ ଆସିବା, ପରିବାର ବିଷୟରେ କେହି କହିଲେ ରାଗିଯିବା ଏଭଳି ସ୍ଵଭାବ ଅଟେ ଆପଣଙ୍କର । ତେଣୁ ଏହାକୁ ପରିବର୍ତ୍ତନ କରନ୍ତୁ ଆଉ କଥା ବୁଝିବାକୁ ଚେଷ୍ଟା କରନ୍ତୁ । କାହାକୁ କିଛି କହିବା ଆଗରୁ ଭାବନ୍ତୁ । ଏଥିପାଇଁ ଆପଣ ଭୁଲ ସାବ୍ଯସ୍ତ ହୋଇଥାନ୍ତି କିନ୍ତୁ ଆପଣଙ୍କ ହୃଦୟ ସଫା ଅଟେ ।

କିଛି କଥା ଗୁପ୍ତ ରଖନ୍ତୁ ନିଜର ବ୍ୟକ୍ତିଗତ, ପରିବାର ଓ କ୍ଯାରିୟାରକୁ ନେଇ । ଆପଣ ଫ୍ରୀ ବସିବାକୁ ପସନ୍ଦ କରିବେ କିନ୍ତୁ ଯେଉଁ ଅକାମରେ ଆପଣଙ୍କର ଆଗ୍ରହ ନାହି ତାହା କରିବେ ନାହି । ତେଣୁ କିଛି ଜାଗାରେ ଆଡଯଷ୍ଟ କରନ୍ତୁ । ବହୁତ ଭଲ କ୍ଯାରିୟର ଅଛି । ବନ୍ଧୁଗଣ ଆପଣ କେଉଁ ନମ୍ବର ବାଛିଲେ ଆପଣଙ୍କୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ଯବାଦ ।