ଆଜିର ରାଶିଫଳ, 14 ଡିସେମ୍ବର 2022, ବୁଧବାର, ଗଣେଶଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୪ ଡିସେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : କାର୍ଯ୍ୟ କ୍ଷେତ୍ରରେ ଅନୁଭବି ଜନ ସହଯୋଗ ଦେବେ । ନିଜ ଭାଇ ଭଉଣୀ ଙ୍କ ପୁରା ସାଥ ମିଳିବ । ପ୍ରତେକ କାହାକୁ ନିଜର ସମସ୍ଯା ବିଷୟରେ ସେୟାର କରନ୍ତୁ ନାହି । ଏହି ରାଶିର ମହିଳା ମାନଙ୍କୁ ସନ୍ଧ୍ଯା ସମୟରେ ବାହାର ବୁଲିବାକୁ ଯିବେ । ଚାକିରି ଓ ବ୍ୟବସାୟ କ୍ଷେତ୍ର ରେ ଆୟ ରେ ବୃଦ୍ଧି ହେବ । ଆପଣ କାହା କଥାରେ ପଡନ୍ତୁ ନାହି । ପରିବାର ଓ ବନ୍ଧୁ ମାନଙ୍କ ସହ ସମୟ ବ୍ଯତୀତ କରିବେ । କୌଣସି କ୍ଷେତ୍ର ରୁ ଖୁସି ଖବର ମିଳିପାରେ ।

ବୃଷ ରାଶି : ଆଜି ଆସୁଥିବା ଫାଇଦା ର ଅବସର ନିଶ୍ଚୟ ଉଠାନ୍ତୁ । ଘରେ କୌଣସି ସଦସ୍ୟ ଙ୍କ ଚିନ୍ତା ବଢିପାରେ । ଅଯଥା ଖର୍ଚ୍ଚ କମ କରନ୍ତୁ । ନଚେତ ଆପଣଙ୍କୁ ସମସ୍ୟାରେ ପଡ଼ିବାକୁ ପଡିପାରେ । ଅଫିସରେ କାହା କଥାରେ ପଡନ୍ତୁ ନାହି । ଆପଣ ନିଜକୁ ସୁରକ୍ଷିତ ଅନୁଭବ କରିବେ । ଯଦି ଆପଣ ଉଚ୍ଚ ଧ୍ୟାନ ପାଇଁ ବିଦେଶ ଯିବାକୁ ଚାହୁଁ ଛନ୍ତି ତେବେ ନିଶ୍ଚୟ ଯିବେ । ଆପଣ ନିରାଶ ହୁଅନ୍ତୁ ନାହି ।  ଆଜି ଆପଣଙ୍କ ଜୀବନରେ ଆସୁଥିବା ସମସ୍ଯା ଦୂର ହେବ । ଛାତ୍ର ଙ୍କୁ ମନ ମୁତାବକ ପରିଣାମ ପ୍ରାପ୍ତି ହେବ ।

ମିଥୁନ ରାଶି : କାର୍ଯ୍ୟ କ୍ଷେତ୍ର ରେ ଅଧିକାରୀ ଙ୍କ ସମର୍ଥନ ମିଳିବ । ନୂଆ ଯୋଜନା ପରେ କାମ କରିବାକୁ ସମୟ ବାହାର କରିବେ । ସ୍ତ୍ରୀ ଙ୍କ ସହ ବିବାଦ କରନ୍ତୁ ନାହି । ବ୍ୟବସାୟିକ ଯୋଜନା ରେ ସଫଳ ହେବେ । ବନ୍ଧୁ ଙ୍କ ସହ ମନୋରଞ୍ଜନ ର ଅବସର ପ୍ରାପ୍ତ ହେବ । ବିରୋଧୀ ପରାସ୍ତ ହେବେ । ଯୋଜନା କରିବା ଓ ନିସ୍ପତି ନେବାର ଆବଶ୍ୟକତା ଅଛି । ଆଜି କୌଣସି ସମସ୍ଯା କାରଣରୁ ଆପଣ ମସନିକ ଚିନ୍ତା ରେ ରହିବେ । ଆର୍ଥିକ ସ୍ଥିତି ଉତ୍ତମ ରହିବ । ଘର ପରିବାରରେ ସ୍ଥିତି ଭଲ ରହିବ  । ଆପଣ ଚ୍ୟାଲେଞ୍ଜ ର ସାମ୍ନା କରିବେ । ଜମିବାଡି କ୍ରୟ କରିବା ପାଇଁ ସମୟ ଉତ୍ତମ ଅଟେ ।

କର୍କଟ ରାଶି : ମହିଳାଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ମହିଳାଙ୍କ ସହ ବିଶେଷ କଥାକୁ ନେଇ ଆଲୋଚନା କରିବେ । ଆଜି ଦିନରେ ଆପଣଙ୍କ ସ୍ୱାସ୍ଥ୍ୟ ରେ କିଛି ପ୍ରଭାବ ପଡିପାରେ । ପ୍ରେମ ର ପୁରା ସହଯୋଗ ମିଳିବ । ସନ୍ତାନ ଙ୍କ ସ୍ଥିତି ଠିକ ରହିବ । ଆଜି ଦିନରେ ବାହନ ଚଳାଇବା ସମୟରେ ଅବହେଳା କରନ୍ତୁ ନାହି । ଜୀବନ ସାଥିଙ୍କ ସହଯୋଗ ମିଳିବ । ପଜେଟିଭ ଚିନ୍ତାଧାରା ସହ ଆଗକୁ ବଢନ୍ତୁ ।

ସିଂହ ରାଶି : ଆପଣ ନୂଆ ଚାକିରି ବା ବ୍ୟବସାୟର ରେ ସ୍ଥିରତା ଚାହୁଁ ଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ପରିଶ୍ରମ କରିବାର ଜରୁରତ ଅଛି । ଆପଣଙ୍କୁ ଆପଣଙ୍କର ସଚ୍ଚା ଅପ୍ରେମ ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ସନ୍ତୋଷଜନକ ରହିବ । ପରିବାରର ସହଯୋଗ ମିଳିବ । ଯଦି ଆପଣ କାହା ସହ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁ ଛନ୍ତି ତେବେ ସମୟ ବହୁତ ଶୁଭ ରହିବ । ସମାଜ ରେ କୌଣସି ପ୍ରତିଷ୍ଠିତ ପଦ ର ପ୍ରାପ୍ତି ହେବ । ପରିବାରରେ ନୂଆ ଦାୟିତ୍ଵ ମିଳିପାରେ ।

କନ୍ୟା ରାଶି : ମାତା ପିତା ଙ୍କ ସମ୍ପର୍କ ମଧୁର ରହିବ । ଜୀବନ ସାଥି ବ୍ୟସ୍ତ ରହିବାରୁ ଆପଣଙ୍କୁ ସମୟ ଦେବେ ନାହି । ଆଜି ଆପଣଙ୍କର କିଛି ଖାସ ଇଚ୍ଛା ପୁରଣ ହେବ ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ହେବ । ଆଜି ଅଚାନକ ଧନ ଲାଭ ହେବାରୁ ଆପଣ ଚିନ୍ତା ମୁକ୍ତ ହେବେ । ରାଜନୀତି ସହ ଜଡିତ ଲୋକେ ଆଜି କିଛି ସାମାଜିକ ଆୟୋଜନ ରେ ନିଜର କଥା ରଖିବାର ଅବସର ପାଇବେ । କାର୍ଯ୍ୟ କ୍ଷେତ୍ର ରେ ସଫଳତା ମିଳିବ । ଘରକୁ ଅତିଥି ଆସି ପାରନ୍ତି । ସେଭିଙ୍ଗ ପଇସା ଖର୍ଚ୍ଚ କରି ପାରନ୍ତି ।

ତୁଳା ରାଶି : ବ୍ୟାପାର ଓ ବ୍ୟବସାୟ ରେ ବୃଦ୍ଧି ହେବ । ଭାଇ ମାନଙ୍କ ସହଯୋଗ ମିଳିବ । ସମ୍ପତି ର ବିବାଦର ସମାଧାନ ହେବ । ପଇସା ସମ୍ବଧିତ ସ୍ଥିରତା ପ୍ରାପ୍ତ କରିବା ପାଇଁ ଯେଉଁ ସ୍ରୋତ ନେଇଛନ୍ତି ତାହାକୁ ବଜାୟ ରଖିବା ପାଇଁ ଆପଣ ଅଧିକ ପ୍ରଯତ୍ନ ରହିବେ  ପଇସାର ବଡ ମାତ୍ର ରେ ନିବେଶ କରିବା ଏବେ ସମ୍ଭବ ନୁହେଁ । ଭଲ ଭାବେ ଭାବିଥିବା ନିସ୍ପତି ଭବିଷ୍ୟ ରେ ମାର୍ଗ ପ୍ରଶସ୍ତ କରିବାରେ ସାହାଜ୍ଯ କରିବେ । ସନ୍ଧ୍ୟା ସମୟରେ ମନ ଉଦାସ ରହିପାରେ ।

ବିଛା ରାଶି : ଅନ୍ୟ ଉପରେ ଅଧିକ ଭରସା କରନ୍ତୁ ନାହି । ନିଜ ଖର୍ଚ୍ଚ କୁ ନେଇ ସତର୍କ ରୁହନ୍ତୁ । ଲମ୍ବା ସମୟରୁ ଅଟକି ରହିଥିବା କାର୍ଯ୍ୟ ପୁରା ହେବାରୁ ଆତ୍ମବିଶ୍ଵାସ ବଢିବ । ଯାହା କାରଣରୁ ଆପଣ ସନ୍ତୁଷ୍ଟ ଅନୁଭବ କରିବେ । ରାଜନୀତି ର ଦିଶା ରେ ଯେଉଁ ଲୋକ କାର୍ଯ୍ୟ ରତ ଅଛନ୍ତି ଆଜି ସେମାନଙ୍କର ଇଚ୍ଛା ପୂର୍ତ୍ତି ହେବ । ଯାହାର ଆପଣ ଭରପୁର ଲାଭ ଉଠାନ୍ତୁ । ମତା ଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ବଡ ଅଧିକାରୀ ଙ୍କ ସହ ତାଳମେଳ ଠିକ ରହିବ ।

ଧନୁ ରାଶି : ଆଜି ପରିବାର ରେ ପ୍ରେମ ବଢିବ । ଆପଣ ଜୀବନ ସାଥିଙ୍କ ସହ ଭଲ ସମୟ ବ୍ଯତୀତ କରିବେ । ଅଫିସରେ ସ୍ଥିତି ବେସୀ ଭଲ ହେବ ନାହି । କାମକୁ ନେଇ ଆପଣଙ୍କୁ ଚ୍ୟାଲେଞ୍ଜର ସାମନା କରିବାକୁ ପଡିପାରେ । ଯାହା ଆପଣ ପୁରା ନିଷ୍ଠା ସହକାରେ କରିବେ । ଆପଣଙ୍କୁ ଆର୍ଥିକ ଲାଭ ର ଭରପୁର ଫାଇଦା ଉଠାନ୍ତୁ । ବିତ୍ତୀୟ ରୂପରେ ଦିନ ଭଲ ରହିବ । ନିଜ ଖର୍ଚ୍ଚ ଉପରେ ସଂଯମ ରଖନ୍ତୁ । ଯାଇ କାହା ସହ ମନାନ୍ତର ହୋଇପାରେ । ବ୍ୟାପାର କରୁଥିଲେ ଛୋଟ ଯାତ୍ରା କରି ପାରନ୍ତି ।

ମକର ରାଶି : ଆଜି କୌଣସି ଭଲ ଖବର ର ଅପେକ୍ଷାରେ ରହିବେ । ଅଫିସ ଓ ଫିଲ୍ଡ ରେ ବୁଦ୍ଧିମାନ ସହକାରେ କାମ କରନ୍ତୁ । ଭାଇ ଭଉଣୀ ଙ୍କ ସହ ସମ୍ପର୍କ ରେ ସୁଧାର ଆସିବ । ସନ୍ତାନ ଙ୍କ ଭବିଷ୍ୟ ସମ୍ବଧିତ ଶୁଭ ସମାଚାର ମିଳିବାର ସମ୍ଭାବନା ଅଛି । ଆର୍ଥିକ ଦିଶାରେ ପ୍ରୟାସ ସଫଳ ହେବ । କାର୍ଯ୍ୟ ସ୍ଥଳରେ ନିଜ କାମରେ ମତଲବ ରଖନ୍ତୁ । କାହା ସହ ବିବାଦ କରନ୍ତୁ ନାହି । ବିଦ୍ୟାର୍ଥୀ ଙ୍କ ଅଧ୍ୟୟନ ରେ ସଫଳତା ମିଳିବ । ପଢା ରେ ମନ ଲାଗିବ । ଛୋଟ ପିଲାଙ୍କୁ କିଛି ଉପହାର ଦିଅନ୍ତୁ ସବୁ କାମ ପୂର୍ଣ୍ଣ ହେବ ।

କୁମ୍ଭ ରାଶି : ଆଜି ଆପଣ ଭାଗ୍ଯର ଭରପୁର ସହଯୋଗ ପାଇବେ । ନୂଆ ସମ୍ପର୍କ ରୁ ଫାଇଦା ମିଳିପାରେ । ପଇସା ମାମଲାରେ ଦିନ ଖର୍ଚ୍ଚାନ୍ତ ରହିପାରେ । ଆଜି କୌଣସି ବଡ ସମସ୍ଯା ହେବ ନାହି । ନ ବୁଝି ବିଚାରୀ ଉଧାର ଲେନଦେନ କରନ୍ତୁ ନାହି । ଆପଣ ମେହନତ ଦ୍ଵାରା ନିଜ ମାଲିକ ଙ୍କୁ ଖୁସି କରିବେ । ଆପଣଙ୍କ କାମ କାର୍ଯ୍ୟ ର ପ୍ରଶଂସା ହେବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ମନରେ ପଜେଟିଭ ଚିନ୍ତାଧାରା ରହିବ ।

ମୀନ ରାଶି : କାହା କଥାରେ ପଡନ୍ତୁ ନାହି । ନିଜ କାମ ମନ ଲଗାଇ କରନ୍ତୁ । ବନ୍ଧୁ ଙ୍କ ସହଯୋଗ ମିଳିବ । ଆପଣଙ୍କ ଆମଦାନୀରେ ବୃଦ୍ଧି ହେବ । ବ୍ୟାପାର ସହ ଜଡିତ ଜାତକ ଙ୍କୁ ବଡ ଆର୍ଥିକ ଲେନଦେନ କରିବାର ଅବସର ପ୍ରାପ୍ତ ହେବ । ବ୍ୟକ୍ତିଗତ ଜୀବନ ବିଷୟଅରେ କହିବାକୁ ଗଲେ ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ । ନିଜର ଆତ୍ମବିଶ୍ଵାସ କୁ ନିୟନ୍ତ୍ରଣ ରେ ରଖନ୍ତୁ । କ୍ଯାରିୟର କୁ ନେଇ ସତର୍କ ରୁହନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।