ବାଛନ୍ତୁ ନିଜ ପସନ୍ଦର ଯେ କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ ଆପଣଙ୍କ ବିବାହ କେଉଁ ଜାଗାରେ ହେବ ? Love Quiz Game

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ନମ୍ବର କୁଇଜ ଗେମ । ବନ୍ଧୁଗଣ ଏହି ଗେମ ରେ ଆମେ ଆପଣଙ୍କୁ ନମ୍ବର ଅନୁସାରେ କିଛି ହାର୍ଟ ର ଚିତ୍ର ଦେଖାଇବୁ ଏବଂ ଆପଣଙ୍କୁ ଏହି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବର କୁ ବାଛିବା କୁ ପଡ଼ିବ ଏବଂ ଏଥିପାଇଁ ଆପଣଙ୍କୁ ୫ ସେକେଣ୍ଡ ର ସମୟ ଦିଆଯିବ । ସେହି ୫ସେକେଣ୍ଡ ମଧ୍ୟରେ ଆପଣଙ୍କୁ ଯେକୌଣସି ଗୋଟିଏ ନମ୍ୱର ହାର୍ଟ କୁ ବାଛିବାକୁ ପଡ଼ିବ । ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ନମ୍ବର ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଭବିଷ୍ୟତ ରେ ଆପଣଙ୍କ ବିବାହ (ଡ୍ରିମ ୱେଡିଙ୍ଗ ଡେସଟିନେସନ) କେଉଁଠାରେ ହେବ ।

ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଂକୁ କିଛି ହାର୍ଟ ର ଚିତ୍ର ଦେଖାଇବୁ ଏବଂ ଆପଣଂକୁ ୫ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ହାର୍ଟ କୁ ବାଛିବା କୁ ପଡ଼ିବ । ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ନମ୍ବର ବାଛି ନେଇଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ନମ୍ବର ଅନୁସାରେ ଆପଣଙ୍କ ବିବାହ କେଉଁ ସ୍ଥାନରେ ହେବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ନମ୍ବର ୧ ସମ୍ବନ୍ଧରେ । ଯଦି ଆପଣ ନମ୍ବର ୧ ବାଛିଛନ୍ତି ତେବେ ଆପଣଙ୍କ ବିବାହ ଏକ ସୁନ୍ଦର ହିଲ୍ ଷ୍ଟେସନ ଠାରେ ହେବ ।

୨. ବନ୍ଧୁଗଣ ଯଦି ଆପଣ ନମ୍ବର୨ ବାଛିଛନ୍ତି, ତେବେ ଆପଣଙ୍କ ବିବାହ ଏକ ସୁନ୍ଦର ଆଇ-ଲ୍ୟାଣ୍ଡ ରେ ହେବ ।

୩. ବନ୍ଧୁଗଣ ଯଦି ଆପଣ ନମ୍ବର ୩ ବାଛିଛନ୍ତି, ତେବେ ଆପଣଙ୍କ ବିବାହ ଏକ ସୁନ୍ଦର ଗାର୍ଡେନ ରେ ହେବ ।

୪. ବନ୍ଧୁଗଣ ଯଦି ଆପଣ ନମ୍ବର ୪ ବାଛିଛନ୍ତି, ତେବେ ଆପଣଙ୍କ ବିବାହ ଏକ ବଡ଼ ବାଂକେଟ ହଲ୍ ରେ ହେବ ।

୫. ବନ୍ଧୁଗଣ ଯଦି ଆପଣ ନମ୍ବର ୫ ବାଛିଛନ୍ତି, ତେବେ ଆପଣଙ୍କ ବିବାହ ଏକ ସେଭେନ୍ ଷ୍ଟାର ହୋଟେଲ ରେ ହେବ ।

୬. ବନ୍ଧୁଗଣ ଯଦି ଆପଣ ନମ୍ବର ୬ ବାଛିଛନ୍ତି, ତେବେ ଆପଣଙ୍କ ବିବାହ ଏକ ସୁନ୍ଦର ବିଚ୍ କୂଳ ରେ ହେବ।

୭. ବନ୍ଧୁଗଣ ଯଦି ଆପଣ ନମ୍ବର ୭ ବାଛିଛନ୍ତି, ତେବେ ଆପଣଙ୍କ ବିବାହ ଏକ ବହୁତ ବଡ଼ ରୟାଲ ପ୍ୟାଲେସ ରେ ହେବ ।

୮. ବନ୍ଧୁଗଣ ଯଦି ଆପଣ ନମ୍ବର ୮ ବାଛିଛନ୍ତି, ତେବେ ଆପଣଙ୍କ ବିବାହ ଏକ ବହୁତ ବଡ଼ କ୍ରୁସ୍ ସିପ୍ ରେ ହେବ ।

ତେବେ ବନ୍ଧୁଗଣ ଏହା ଥିଲା ଆପଣଙ୍କ ପାଇଁ ଏକ ମଜାଦାର ନମ୍ବର କୁଇଜ ଗେମ । ଆଶା କରୁଛୁ ଯେ, ଆପଣ ମାନଙ୍କୁ ଏହି ନମ୍ବର କୁଇଜ ଗେମଟି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଭଲ ଲାଗିଥିଲେ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।