Odia Gk Questions: ଗୋଟିଏ ଝିଅ ନେପାଳରେ ରହୁଛି, ତାର ବୟସ 25 ବର୍ଷ ଓ ତା’ର ମା’ ର ବୟସ 22 ବର୍ଷ ଅଟେ, କୁହନ୍ତୁ ଏହା କେମିତି ସମ୍ଭବ ?

ଆଇପିଏସ ଓ ଆଇଏଏସ ଇଣ୍ଟରଭିୟୁରେ ଭିନ୍ନ ଭିନ୍ନ ପ୍ରକାରର ପ୍ରଶ୍ନ କରାଯାଏ । ଯାହାକୁ ଶୁଣିବା ପରେ ଜଣେ ସାଧାରଣ ଲୋକର ମୁଣ୍ଡ ଖରାପ ହୋଇଯିବ । ଆପଣ ବି ଚିନ୍ତାରେ ପଡି ଯିବେ । ଏହି ଇଣ୍ଟରଭିୟୁରେ ପ୍ରତିଯୋଗୀର ଉପସ୍ଥିତ ବୁଦ୍ଧି ପରୀକ୍ଷା କରି ଦେଖାଯାଏ । ଆଜି ଆମେ ଆପଣଙ୍କ ପାଇଁ ଏମିତି ହିଁ କିଛି ପ୍ରଶ୍ନ ନେଇ ଆସିଛୁ । ଆପଣମାନେ ବି ଚିନ୍ତାରେ ପଡିଯିବେ କି ଏହି ସବୁ ପ୍ରଶ୍ନ ପଛରେ କଣ ରହସ୍ୟ ଲୁଚି ଅଛି ।

ପ୍ରଶ୍ନ – ମିସ ୱାର୍ଲ୍ଡ ହୋଇଥିବା ପ୍ରଥମ ଭାରତୀୟ ମହିଳା କିଏ ?

ଉତ୍ତର – କୁମାରୀ ରୀତା ଫାରିୟା

ପ୍ରଶ୍ନ – ଭାରତ ରତ୍ନ ପୁରଷ୍କାର ପ୍ରାପ୍ତ କରିଥିବା ପ୍ରଥମ ଭାରତୀୟ କିଏ ଥିଲେ ?

ଉତ୍ତର – ଡା. ସର୍ବପଲ୍ଲୀ ରାଧାକୃଷ୍ଣ

ପ୍ରଶ୍ନ – ଭାରତର ପ୍ରଥମ ସମାଚାର ପତ୍ରର ନାଁ କଣ ଥିଲା ?

ଉତ୍ତର – ବଙ୍ଗାଳ ଗଜଟ

ପ୍ରଶ୍ନ – ପଶୁମାନଙ୍କର ସବୁଠୁ ବଡ ମେଳା କେଉଁ ସ୍ଥାନରେ ହୋଇଥାଏ ?

ଉତ୍ତର – ସୋନପୁର (ବିହାର)

ପ୍ରଶ୍ନ – ମଣିଷ ଶରୀରରେ ସବୁଠୁ ଛୋଟ ହାଡ କେଉଁ ସ୍ଥାନରେ ଥାଏ ?

ଉତ୍ତର – କାନ ରେ

ପ୍ରଶ୍ନ – ଭାରତର କେଉଁ ସ୍ଥାନରେ ପୋସ୍ଟ ଅଫିସ ପାଣିରେ ଭାସମାନ ଅବସ୍ଥାରେ ଅଛି ?

ଉତ୍ତର – ଶ୍ରୀନଗର

ପ୍ରଶ୍ନ – କେଉଁ ଦେଶ ଉପରେ ସବୁଠୁ ଅଧିକ କରଜ ଅଛି ?

ଉତ୍ତର – ଚୀନ

ପ୍ରଶ୍ନ – କ୍ୟାଲଣ୍ଡରର ଆବିଷ୍କାର କିଏ କରିଥିଲେ ?

ଉତ୍ତର – ବିକ୍ରମାଦିତ୍ୟ

ପ୍ରଶ୍ନ – ଦଶାବତାର ମନ୍ଦିର କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – ଦେବଗଢ

ପ୍ରଶ୍ନ – କବଡି କେଉଁ ଦେଶର ରାଷ୍ଟ୍ରୀୟ ଖେଳ ?

ଉତ୍ତର – ବାଂଲାଦେଶ

ପ୍ରଶ୍ନ – ଶାନ୍ତି ଭବନ କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – ଦିଲ୍ଲୀ

ପ୍ରଶ୍ନ – ଭାରତର କେଉଁ ରାଜ୍ୟରେ ସବୁଠୁ କମ ନଗର ଅଛି ?

ଉତ୍ତର – ମେଘାଳୟ

ପ୍ରଶ୍ନ – ମାନା ଦର୍ରା କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – ଉତ୍ତରାଖଣ୍ଡ

ପ୍ରଶ୍ନ – ବିଶ୍ଵର ସବୁଠୁ ଥଣ୍ଡା ପ୍ରଦେଶର ନାଁ କଣ ?

ଉତ୍ତର – ଆଣ୍ଟାରଟିକା

ପ୍ରଶ୍ନ – ଦୁନିଆର ସବୁଠୁ ପୁରୁଣା ଗଛ କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – କ୍ୟାଲିଫୋର୍ନିୟା

ପ୍ରଶ୍ନ – ସବୁଠୁ ବଡ ଗ୍ରହ କଣ ?

ଉତ୍ତର – ବୃହସ୍ପତି ଗ୍ରହ

ପ୍ରଶ୍ନ – ଆୟୋଡିନ ଅଭାବରେ କେଉଁ ରୋଗ ହୋଇଥାଏ ?

ଉତ୍ତର – ଘେଙ୍ଘା ରୋଗ

ପ୍ରଶ୍ନ – କେଉଁ ଦେଶ ପ୍ରଥମେ ଚନ୍ଦ୍ରରେ ମନୁଷ୍ୟକୁ ପଠାଇବା ପାଇଁ ପରୀକ୍ଷଣ କରିଥିଲା ?

ଉତ୍ତର – ସଂଯୁକ୍ତ ରାଜ୍ୟ ଆମେରିକା

ପ୍ରଶ୍ନ – ଇଟାଲୀର ଗଙ୍ଗା ନଦୀ କାହାକୁ କୁହନ୍ତି ?

ଉତ୍ତର – ପୋ ନଦୀ

ପ୍ରଶ୍ନ – ଭାରତର ରାଷ୍ଟ୍ରୀୟ ଚିହ୍ନ କଣ ?

ଉତ୍ତର – ଅଶୋକ ସ୍ତମ୍ଭ

ପ୍ରଶ୍ନ – ଭାରତର କେଉଁ ରାଜ୍ୟକୁ ମସଲାର ବଗିଚା କାହାକୁ କୁହନ୍ତି ?

ଉତ୍ତର – କେରଲ

ପ୍ରଶ୍ନ – ଗୋଟିଏ ଝିଅ ନେପାଲରେ ରହୁଛି, ତାର ବୟସ ୨୫ ବର୍ଷ ଓ ତାର ମା ର ବୟସ ୨୨ ବର୍ଷ ଅଟେ, କୁହନ୍ତୁ ଏହା କେମିତି ସମ୍ଭବ ?

ଉତ୍ତର – ସମ୍ଭବ ଅଟେ କାରଣ ସେ ସେହି ଝିଅର ସାବତ ମା ଅଟେ ।