କ୍ରାଇମ ସିନ୍ ରିକ୍ରିଏସନ୍ କଲା ବଲାଙ୍ଗୀର ପୋଲିସ, ଗୋଟି ଗୋଟି କରି ପୋଲିସ ଆଗରେ ନିଜ କାରନାମା ବଖାଣିଲା ଜହ୍ଲାଦ Govind Sahu, ଜାଣିଲେ ଆପଣଙ୍କ ଛାତି ଥରିଯିବ ! ଦେଖନ୍ତୁ Video

ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟତ୍ରୀ ମମିତାଙ୍କ ନି-ର୍ମ-ମ ହ-ତ୍ୟା ମା-ମ-ଲା-ର ମୁ-ଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ ଦେଖାଇଲା ଡେମୋ । ସ୍ଥାନୀୟ ଅଞ୍ଚଳରେ ବି-ଶୃ-ଙ୍ଖ-ଳି-ତ ପରିସ୍ଥିତି ସୃଷ୍ଟି ହୋଇଥିବା କାରଣରୁ ବଲାଙ୍ଗୀର ପୋ-ଲି-ସ ଭୋର ସାଢେ ଚାରିଟା ରୁ ପାଞ୍ଚଟା ମଧ୍ୟରେ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁକୁ ନେଇ ସିନ୍ ରିକ୍ରିଏସନ କରିଛି । ସେଇଠି ହିଁ ଜ-ହ୍ଲା-ଦ ଦେଖାଇଥିଲା ତା’ର ଅ-ପ-ରା-ଧ-ର କା-ର-ନା-ମା । ମମିତାଙ୍କୁ କିପରି ପୋ-ଡି-ଲା ଓ ପୋ-ତି-ଲା, ସେସବୁକୁ ପୋ-ଲି-ସ-କୁ ଦେଖାଇଛି ଗୋବିନ୍ଦ ।

ପୁରା ଅ-ପ-ରା-ଧ-ର ସିନ୍ ରିକ୍ରିଏଟ କରାଯାଇ ଥିବା ନେଇ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରାୟ ୧୦-୧୫ ମିନିଟ ଧରି ଡେମୋ ଦେଖାଇଥିଲା ଗୋବିନ୍ଦ । ସିନ୍ ରିକ୍ରିଏସନ ବେଳେ ଉତ୍ତରାଞ୍ଚଳ ଡ଼ିଆଇଜି ଦୀପକ କୁମାର ଓ ବଲାଙ୍ଗୀର ଏସପି ନିତିନ କୁଶଲକର ଉପସ୍ଥିତ ଥିବା ଜଣାପଡିଛି । ତେବେ ଗୋବିନ୍ଦକୁ ନେଇ ସୁରକ୍ଷା ବ୍ୟବସ୍ଥା କ-ଡା କରିଛି ପୋ-ଲି-ସ । ଗୋବିନ୍ଦର ସୁରକ୍ଷାକୁ ଦୃଷ୍ଟିରେ ରଖି ତାଙ୍କୁ ଅନ୍ୟ କୌଣସି ଥା-ନା-ରେ ରଖା ଯାଇଥିବା କଥା କୁହାଯାଉଛି । ଏହାପରେ ମଧ୍ୟ ଆଉ କିଛି ସିନ୍ ରିକ୍ରିଏଟ କରିଛି ପୋ-ଲି-ସ ।

ଦୁଇ ଦିନ ଧରି ଗୋବିନ୍ଦକୁ ଜେ-ରା କରିବା ପରେ ପୋ-ଲି-ସ ହାତରେ ଅନେକ ତ-ଥ୍ୟ ଲାଗି ସାରିଛି । କିନ୍ତୁ ଏହାକୁ ନେଇ ମଧ୍ୟ କେତେକ ପ୍ରଶ୍ନ ଉଠୁଛି । ଗୋବିନ୍ଦକୁ ପ୍ରଥମ ଚାରି ଦିନ ଧରି ବଲାଙ୍ଗୀର ପୋ-ଲି-ସ କଣ ଏମିତି ଜେ-ରା କରିଥିଲା ଯେ ତା’ ଠାରୁ କିଛି ମଧ୍ୟ ତ-ଥ୍ୟ ବାହାର କରି ପାରି ନଥିଲା । ପୋଲିସକୁ ଭୁ-ତେ-ଇ ଚ-ମ୍ପ-ଟ ମା-ରି-ଥିଲା ଗୋବିନ୍ଦ । କିନ୍ତୁ ତା’ପରେ ବଲାଙ୍ଗିର ପୋ-ଲି-ସ ଏମିତି କଣ ତ-ଦ-ନ୍ତ କଲା ଯେ ସେ ଅଧ ଘଣ୍ଟା ମଧ୍ୟରେ ସବୁକିଛି ଓ-ଗା-ଳି-ଦେଲା ? ଏହି କଥା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସ୍କୁଲର ସଭାପତି ଗୋବିନ୍ଦ ସେହି ସ୍କୁଲର ଶିକ୍ଷୟତ୍ରୀଙ୍କୁ ହ-ତ୍ୟା କରିବା ପରେ ପୋ-ଲି-ସ ମାତ୍ର ପାଞ୍ଚ ମିନିଟ ପାଇଁ ସ୍କୁଲ ପରିଦର୍ଶନରେ ଯାଇଥିଲା ।ତେବେ ଏହି ମା-ମ-ଲା-ରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।