କାଉ ଖାଇଲା ପଣସ, ବଗ ମୁଣ୍ଡରେ ଅଠା ! ଏମିତି କରି Govind ଫସେଇଥିଲା ନିରୀହ ଜେସିବି ଡ୍ରାଇଭରକୁ, ଜାଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ, ଦେଖନ୍ତୁ Video

ମମିତା ମେହେରଙ୍କ ହ-ତ୍ୟା ଘ-ଟ-ଣା-ରେ ଗୋବିନ୍ଦ ସାହୁ ଗି-ର-ଫ ପରେ ଅନେକଙ୍କ ନାମ ସାମନାକୁ ଆସିଛି । ସେଥିମଧ୍ୟରୁ ଆ-ଇ-ନ-କା-ନୁ-ନ-ର ଅନ୍ଧ ଗଳିରେ ଫ-ସି ଯାଇଥିଲେ ଜଣେ ଗରିବ ଖଟିଖିଆ ଲୋକ । ସେ ହେଉଛନ୍ତି ଜେସିବି ଡ୍ରାଇଭର ପୁଷ୍କର ଭୋଇ । ପୋ-ଲି-ସ ଖୋ-ଳ-ତା-ଡ କରୁ କରୁ ତାଙ୍କୁ ଉଠାଇ ନେଇଥିଲା । କିନ୍ତୁ ପ-ଚ-ରା-ଉ-ଚ-ରା କରିବା ପରେ ସେ ନି-ର୍ଦ୍ଦୋ-ଷ ଥିବା ଜାଣି ପାରି ତାଙ୍କୁ ପୁଣି ଛାଡି ଦେଇଥିଲା । କିନ୍ତୁ ଏସବୁ ଭିତରେ ପରିବାର ଲୋକ ଥା-ନା ଚାରିପଟେ ଚ-କ୍କ-ର କା-ଟି କା-ଟି ନ-ୟା-ନ୍ତ ହୋଇ ପଡିଥିଲେ ।

ମନରେ ଥିଲା ଭ-ୟ ଓ ଅନେକ ପ୍ରଶ୍ନ । ପୁଷ୍କର ନିଜେ ମଧ୍ୟ ବୁଝି ପାରି ନଥିବେ ସେ କଣ କରିବେ ବୋଲି । ଯେଉଁ ଲୋକ ଖଟିଲେ ତା’ ଘରେ ଚୁଲି ଜ-ଳେ, ହ-ତ୍ୟା-କା-ରୀ ଗୋବିନ୍ଦ ପାଇଁ ତା’ ପରିବାର ହ-ନ୍ତ-ସ-ନ୍ତ ହେଲେ । ତୁଚ୍ଛାରେ ବ-ଦ-ନା-ମ ମୁ-ଣ୍ଡା-ଇ-ଲେ ଜେସିବି ଡ୍ରାଇଭର ପୁଷ୍କର ଭୋଇ । ସେ ଗି-ର-ଫ ହେବା ପରେ ପରିବାର ଲୋକେ କିଭଳି ବିଚଳିତ ହୋଇ ପଡିଥିଲେ ସେ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ ।

ପୁଷ୍କର ଙ୍କୁ କାମ ବାହାନାରେ ଡକା ଯାଇଥିଲା । ମାଟି ଖୋ-ଳି-ବା ପାଇଁ ଓ ତହିଁ ଆରଦିନ ଖୋ-ଳି-ଥି-ବା ସ୍ଥାନ ପୋ-ତି-ବା ପାଇଁ ପୁଷ୍କର ଙ୍କୁ ଡକା ଯାଇଥିଲା । ଏହା ବ୍ଯତୀତ ଅନ୍ୟ କିଛି କଥା ଜାଣି ନଥିଲେ ପୁଷ୍କର । ପ୍ରାୟ ସାତରୁ ଆଠ ବର୍ଷ ହେବ ପୁଷ୍କର ଜେସିବି ଚଳାଇବା କାର୍ଯ୍ୟ କରି ଆସୁଛନ୍ତି । ମାଟି ଖୋ-ଳି-ବା ଓ ପୋ-ତି-ବା କାମରେ ଯାଉଛନ୍ତି ବୋଲି ସେ ଘରେ ମଧ୍ୟ କହିଥିଲେ ।

କିନ୍ତୁ ସେ ଗି-ର-ଫ ହେବା ପରେ ତାଙ୍କ ପରିବାର ଲୋକେ ଖୁବ ଭୟଭୀତ ହୋଇ ଯାଇଥିଲେ । ଦୋ-ଷ କରିଥିଲା କିଏ ଆଉ ଦୁ-ର୍ନା-ମ ମୁ-ଣ୍ଡା-ଇ-ଲା କିଏ ! ହ-ତ୍ୟା-କା-ରୀ ଗୋବିନ୍ଦ ପାଇଁ ଆଜି ଜଣେ ସରଳ ମଣିଷକୁ ଥା-ନା ଦୁଆର ମାଟି ମା-ଡି-ବା-କୁ ପଡିଥିଲା । ପୁଷ୍କର ସେତିକି ସଚ୍ଚୋଟ ଓ ବିଶ୍ଵସ୍ତ ବୋଲି ପୋ-ଲି-ସ-କୁ ସବୁ ସତ କଥା କହି ଦେଇଥିଲା । ଜେସିବି ଡ୍ରାଇଭର ଭାବେ କାମ କରି ପରିବାର ଚଲାଉଥିବା ପୁଷ୍କର ଆଜି ଆଉ କାହା ପାଇଁ ବ-ଦ-ନା-ମ ମୁଣ୍ଡାଇଲା ।

କିନ୍ତୁ ଯାହା ହେଉ ସତ କଥା ଜଣାପଡିବା ପରେ ଓ ପୁଷ୍କର ନି-ର୍ଦ୍ଦୋ-ଷ ସାବ୍ୟସ୍ତ ହେବା ପରେ ଶାନ୍ତିରେ ନିଃଶ୍ଵାସ ମା-ରି-ଛ-ନ୍ତି ତାଙ୍କ ପରିବାର ଲୋକେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।