ଶିକ୍ଷୟତ୍ରୀ Mamita Meher ଙ୍କ ହତ୍ୟାର ଡେମୋ କରି ଦେଖାଇଲା Govind, ସେ କଣ କହୁଛି ଶୁଣିଲେ ଆପଣ ମଧ୍ୟ ଭୟରେ କମ୍ପିବାକୁ ଲାଗିବେ, ଦେଖନ୍ତୁ Video

ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟତ୍ରୀ ମାମିତା ମେହେରଙ୍କ ହ-ତ୍ୟା ମା-ମ-ଲା-ର ମୁଖ୍ୟ ଅ-ଭି-ଯୁ-କ୍ତ ତଥା ସେହି ସ୍କୁଲର ସଭାପତି ଗୋବିନ୍ଦ ସାହୁକୁ ଗି-ର-ଫ କରିବା ପରେ ତା’ ଠାରୁ ଅନେକ ତ-ଥ୍ୟ ହାସଲ କରିଛି ବଲାଙ୍ଗିର ପୋ-ଲି-ସ । ଜେ-ରା ବେଳେ ଅ-ଭି-ଯୁ-କ୍ତ ଗୋବିନ୍ଦ ମମିତାଙ୍କୁ ହ-ତ୍ୟା କରିଥିବା କଥା ମାନିବା ପରେ ତାକୁ ପାଞ୍ଚ ଦିନ ପାଇଁ ରି-ମା-ଣ୍ଡ-ରେ ନେଇଛି ବଲାଙ୍ଗୀର ପୋ-ଲି-ସ । ତେବେ ଏହି ଘ-ଟ-ଣା ସାମନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ମା-ମ-ଲା ବି-ଶୃ-ଙ୍ଖ-ଳି-ତ ରହିଛି ।

ସେଥିପାଇଁ ଭୋର ପ୍ରାୟ 4ଟା ପରେ ବଲାଙ୍ଗୀର ପୋ-ଲି-ସ ଗୋବିନ୍ଦକୁ ନେଇ ଘ-ଟ-ଣା-ସ୍ଥ-ଳ-ରେ ହ-ତ୍ୟା ସିନ୍ ରିକ୍ରିଏସନ କରିଛି । ଏହି ସମୟରେ ଗୋବିନ୍ଦ ସାହୁ ହ-ତ୍ୟା-ର ଡେମୋ ପୋ-ଲି-ସକୁ ଦେଖାଇଛି ଓ ଗୋଟି ଗୋଟି କରି ପୋ-ଲି-ସ ଆଗରେ ବଖାଣିଛି ସେହି ରାତିର କା-ର-ନା-ମା । ମମିତାଙ୍କୁ କିପରି ପୋ-ଡି-ଲା ଓ କେମିତି ପୋ-ତି-ଲା ସେସବୁକୁ ଆଉ ଥରେ ରିକ୍ରିଏଟ କରି ଦେଖାଇଛି ଗୋବିନ୍ଦ । ଗୋବିନ୍ଦର ଏହି ଜ-ଘ-ନ୍ୟ ସ୍ଵୀକାରୋକ୍ତି ଶୁଣିଲେ ଆପଣଙ୍କ ଛାତି ଥ-ରି-ଯି-ବ ।

ମମିତାଙ୍କ ପାଖରେ ତାଙ୍କ ବି-ରୋ-ଧ-ରେ କିଛି ପ୍ର-ମା-ଣ ତ-ଥ୍ୟ ଥିବା ଜାଣିବା ପରେ ତାଙ୍କ ହ-ତ୍ୟା ଯୋଜନା ପ୍ରସ୍ତୁତ କରି ମିଟିଂ ବାହାନାରେ ଡ଼ାକିଥିଲା ଗୋବିନ୍ଦ । ଯୋଜନା ମୁତାବକ ମମତାଙ୍କୁ ନେଇ କାର ଭିତରେ ଗ-ଳା ଚି-ପି ହ-ତ୍ୟା କରିଥିଲା ଗୋବିନ୍ଦ । ଆଉ ଏହା ପରେ ରାତି ପ୍ରାୟ ୮ଟା ରୁ ୯ଟା ସମୟ ମଧ୍ୟରେ ଏକ ନିଛାଟିଆ ସ୍ଥାନକୁ ନେଇ ମମତାଙ୍କ ସହ ତାଙ୍କ ବସ୍ତ୍ର, ମୋବାଇଲ, ବ୍ୟାଗ ଓ ସମସ୍ତ କିଛି ପୋ-ଡି ଦେଇଥିଲା । ନି-ଆଁ ଲ-ଗା-ଇ-ବା ପରେ ପ୍ରାୟ ୧୫ ମିନିଟ ଧରି ସବୁ କିଛି ପୋ-ଡି-ହେ-ବା ପର୍ଯ୍ୟନ୍ତ ସେଠାରେ ସେ ଅପେକ୍ଷା ମଧ୍ୟ କରିଥିଲା ।

ଆଉ ତା’ପରେ ସେଠାରୁ ପଳାଇ ଥିଲା । ତେବେ ତା’ପରେ ଧ-ରା ପଡିଯିବା ଭୟରେ ଗୋବିନ୍ଦ ପୁଣି ଥରେ ମମିତାଙ୍କ ପୋ-ଡା ଅବଶେଷକୁ ଆଣି ଚତୁରତାର ସହ ପୋ-ତି ଦେଇଥିଲା । ଜେ-ରା ବେଳେ ମମିତାଙ୍କୁ ହ-ତ୍ୟା କରିଥିବା ମାନିବା ପରେ ଏବେ ପୋ-ଲି-ସ ଆଗରେ କ୍ରା-ଇ-ମ ସିନ୍ ରିକ୍ରିଏସନ ବେଳେ ଗୋଟି ଗୋଟି କରି ସମସ୍ତ କା-ର-ନା-ମା ବଖାଣିଛି ଗୋବିନ୍ଦ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।