Odia GK: ଗୋଟିଏ ଆମ୍ବ ଗଛ ମୂଳେ ଅନ୍ଧ, ଛୋଟା, ମୂକ ଏବଂ ବଧିର ବସିଛନ୍ତି, ତ ଆମ୍ବ ପଡିଲେ ସର୍ବପ୍ରଥମେ କିଏ ଗୋଟେଇବ ?

ଆଜିକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷା ଗୁଡିକରେ ଆବେଦକଙ୍କ ସାଧାରଣ ଜ୍ଞାନ ପରୀକ୍ଷା କରିବା ପାଇଁ ଅନେକ ପ୍ରକାର ପ୍ରଶ୍ନ ପଚରା ଯାଉଛି । ବେଳେବେଳେ ଅତି ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନପାରି ପିଲା ଫେଲ ହୋଇ ଯାଉଛନ୍ତି । ଆପଣ ଯଦି କୌଣସି  ସରକାରୀ କିମ୍ବା ବେସରକାରୀ ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସୁଛି କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର । ଚାଲନ୍ତୁ ଆରମ୍ଭ କରିବା ।

୧. ନିମ୍ନଲିଖିତ ମଧ୍ୟରୁ କେଉଁ ଗ୍ରହର ଚତୁଃପାର୍ଶ୍ଵରେ ବଳୟ ରହିଛି ?

(କ) ବୃହସ୍ପତି (ଖ) ଶୁକ୍ର

(ଗ) ଶନି (ଘ) ବରୁଣ

୨- କେଉଁ ଯନ୍ତ୍ର ସାହାଯ୍ୟରେ ବାୟୁର ଗତି ମାପ କରାଯାଏ ?

(କ) ବାରୋମିଟର (ଖ) ହାଇଡ୍ରୋମିଟର

(ଗ) ଏନିମୋମିଟର (ଘ) ୱିଣ୍ଡ ଭେନ

୩- ‘ଭାରତରତ୍ନ’ ର ଡିଜାଇନ କେଉଁ ବୃକ୍ଷର ପତ୍ର ସଦୃଶ ହୋଇଥାଏ ?

(କ) ବରଗଛ (ଖ) ଅଶ୍ଵତଥ ଗଛ

(ଖ) ଆମ୍ବ ଗଛ (ଘ) ନଡିଆ ଗଛ

୪- ଗାନ୍ଧିଜୀ କେଉଁଠାରେ ଆଇନ ଅଧ୍ୟୟନ କରିଥିଲେ ?

(କ) ଇଂଲଣ୍ଡ (ଖ) ଭାରତ

(ଗ) ଆମେରିକା (ଘ) ଦକ୍ଷିଣ ଆଫ୍ରିକା

୫- ନିମ୍ନଲିଖିତ ମଧ୍ୟରୁ କାହାକୁ ଜୀବ ବିଜ୍ଞାନର ଜନକ (Father of Biology) କୁହାଯାଏ ?

(କ) ହିପୋକ୍ରେଟିସ (ଖ) ଡାରୱିନ

(ଗ) ଲାମାର୍କ (ଘ) ଆରିଷ୍ଟୋଟଲ

୬- ଭାରତର କେଉଁ ସହରକୁ ସାତ ଦ୍ଵୀପର ସହର (City of Seven Islands) କୁହାଯାଏ ?

(କ) ଚେନ୍ନାଇ (ଖ) ମୁମ୍ବାଇ

(ଗ) ଦିଲ୍ଲୀ (ଘ) କୋଚି

୭- ଭାରତର କେଉଁ ସହରକୁ “Silicon Valley of India” କୁହାଯାଏ ?

(କ) ହାଇଦ୍ରାବାଦ (ଖ) କଲିକତା

(ଗ) ଦିଲ୍ଲୀ (ଘ) ବାଙ୍ଗାଲୁର

୮- ବିଶ୍ଵ ଶିକ୍ଷକ ଦିବସ (World Teachers Day) କେବେ ପାଳନ କରାଯାଏ ?

(କ) ସେପ୍ଟେମ୍ବର ୫ (ଗ) ଅକ୍ଟୋବର ୫

(ଗ) ନଭେମ୍ବର ୫ (ଘ) ଡିସେମ୍ବର ୫

୯- “International Students Day” କେବେ ପାଳନ କରାଯାଏ ?

(କ) ସେପ୍ଟେମ୍ବର ୫ (ଖ) ଏପ୍ରିଲ ୨

(ଗ) ନଭେମ୍ବର ୧୭ (ଘ) ଡିସେମ୍ବର ୨୭

୧୦- ଏଗୁଡିକ ମଧ୍ୟରୁ କେଉଁ ସହର ବ୍ରହ୍ମପୁତ୍ର ନଦୀକୂଳରେ ଅବସ୍ଥିତ ?

(କ) ପାଟନା (ଖ) ଗ୍ଵାହାଟି

(ଗ) ଦିଲ୍ଲୀ (ଘ) ଆଗ୍ରା

୧୧- ବିଶ୍ଵର ସର୍ବବୃହତ ନଦୀ ଦ୍ଵୀପ ‘ମାଜୁଲି’, ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?

(କ) ମଣିପୁର (ଖ) ଆସାମ

(ଗ) ନାଗାଲାଣ୍ଡ (ଘ) ତ୍ରିପୁରା

୧୨- କୁରୁକ୍ଷେତ୍ର ଯୁଦ୍ଧ ଚାଲିଥିବା ସମୟରେ କିଏ ଧୃତରାଷ୍ଟ୍ରଙ୍କୁ ଯୁଦ୍ଧର ସମସ୍ତ ବିବରଣୀ ଶୁଣାଉଥିଲେ ?

(କ) ବିଦୁର (ଖ) ସଞ୍ଜୟ

(ଗ) ନାରଦ (ଘ) ଶକୁନି

୧୩- ସୀତା ସ୍ଵୟଂବରରେ ପ୍ରଭୁ ରାମଚନ୍ଦ୍ର ଭାଙ୍ଗିଥିବା ଶିବ ଧନୁଟିକୁ, କିଏ ରାଜା ଜନକଙ୍କୁ ଉପହାର ଦେଇଥିଲେ ?

(କ) ଶିବ (ଖ) ବିଷ୍ଣୁ

(ଗ) ପର୍ଶୁରାମ (ଘ) ନାରଦ

୧୪- ୧୯୪୯ ମସିହାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ନେତୃତ୍ଵରେ ‘ଆଜାଡ ହିନ୍ଦ ରେଡିଓ’ ନାମକ ରେଡିଓ ସେବା କେଉଁ ଦେଶରେ ଆରମ୍ଭ କରା ଯାଇଥିଲା ?

(କ) ଜାପାନ (ଖ) ବର୍ମା

(ଗ) ସିଙ୍ଗାପୁର (ଘ) ଜର୍ମାନୀ

୧୫- ଗୋଟିଏ ଆମ୍ବ ଗଛ ମୂଳେ ଅନ୍ଧ, ଛୋଟା, ମୂକ ଏବଂ ବଧିର ବସିଛନ୍ତି । ଆମ୍ବ ପଡିଲେ ସର୍ବପ୍ରଥମେ କିଏ ଗୋଟାଇବ ?

(କ) ଅନ୍ଧ (ଖ) ଛୋଟା

(ଗ) ମୂକ (ଘ) ବଧିର

ଉତ୍ତର ବିଭାଗ:-

୧- (ଗ), ୨- (ଗ), ୩- (ଖ), ୪- (କ), ୫- (ଘ)

୬- (ଖ), ୭- (ଘ), ୮- (ଖ), ୯- (ଗ), ୧୦- (ଖ)

୧୧- (ଖ), ୧୨- (ଖ), ୧୩- (ଗ), ୧୪- (ଘ), ୧୫- (ଗ)

ଆମ ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।