କୁକୁରକୁ ନିର୍ଯ୍ୟାତନା ଦେଇ ମଜା ନେଉଥିଲା ଲୋକଟି, ଆଉ ସେ ଯନ୍ତ୍ରଣାରେ ଚିତ୍କାର କରୁଥିଲା, କିନ୍ତୁ ଗୋମାତା ଆସି ଯାହା କଲେ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ, ଦେଖନ୍ତୁ viral video

ଏହି ଭି-ଡି-ଓ ଦେଖିବା ପରେ କର୍ମ ଫଳ ଉପରେ ଆପଣଙ୍କ ବିଶ୍ବାସ ଦୃଢୀଭୂତ ହୋଇଯିବ । ଆପଣ ଜାଣିପାରିବେ କି ଆମ କର୍ମର ଫଳ ଆମକୁ ତୁରନ୍ତ ଓ ଏହିଠାରେ ହିଁ ମିଳିଥାଏ । ଅର୍ଥାତ ଆପଣ ଯେମିତି କର୍ମ କରିବେ ଆପଣଙ୍କୁ ସେମିତି ପରିଣାମ ନିଶ୍ଚିତ ମିଳିବ । ଏହି ଭି-ଡି-ଓ-ଟି ହେଉଛି ଏହାର ଏକ ଜ୍ଵଳନ୍ତ ଉଦାହରଣ । ଏଥିରେ ଆପଣ ଦେଖି ପାରୁଥିବେ ଜଣେ ବ୍ୟକ୍ତି କିପରି ଏକ କୁକୁରକୁ ଅ-ତ୍ୟା-ଚା-ର କରିଚାଲିଛି ।

କୁକୁରର କାନ ମୋ-ଡି ତାକୁ ଟେକି ତା ବେକକୁ ଚି-ପି ଦେଉଛି । ଯାହା ଫଳରେ କୁକୁରଟି ଯ-ନ୍ତ୍ର-ଣା-ରେ ଚି-ତ୍କା-ର କରୁଛି । ହେଲେ ମଣିଷଟି ମନରେ ଯେମିତି ଦୟା ବଦଳରେ ଓଲଟା ଖୁସି ଖେଳିଯାଉଛି । କୁକୁରକୁ ଏଭଳି ଅ-ତ୍ୟା-ଚା-ର କରୁଥିବା ଦେଖି ଲାଗୁଛି ମଣିଷ ବି ଏଠି ପଶୁ ପାଲଟି ଯାଉଛି । ଅ-ମା-ନୁ-ଷି-କ ଭାବେ କୁକୁରଟିକୁ କ-ଷ୍ଟ ଦେଇ ଚାଲିଛି ଲୋକଟି । ତା ତ-ଣ୍ଟି ଚି-ପି ତାକୁ ଓହଳାଇ ଧରୁଛି ଓ ଏତେ ଜୋରରେ ତା କାନକୁ ଜା-ବୁ-ଡି ଧରିଛି ଯେ ନିରୀହ କୁକୁରଟି ଯ-ନ୍ତ୍ର-ଣା-ରେ ଛ-ଟ-ପ-ଟ ହେଉଛି ।

କୁକୁରଟି ପ୍ରା-ଣ ବି-କ-ଳ-ରେ ଯେମିତି ଚି-ତ୍କା-ର କରୁଛି ଶୁଣିଲେ ଆପଣଙ୍କ ଛାତି ଫା-ଟି-ଯି-ବ । ମଣିଷ ସିନା ତା ଚି-ତ୍କା-ର ବୁଝି ପାରୁ ନଥିଲା, ହେଲେ ସତେ ଯେମିତି ସେ ନେହୁରା ହୋଇ ମୋତେ ଛାଡି ଦିଅ ବୋଲି କହୁଥିଲା । କଥା କହି ପାରୁ ନଥିବା ପଶୁଟିର ଅ-ସ-ହ୍ୟ ଯ-ନ୍ତ୍ର-ଣା-କୁ ତାକୁ ନି-ର୍ଯ୍ୟା-ତ-ନା ଦେଉଥିବା ଲୋକଟି ସିନା ଶୁଣି ପାରିଲାନି ଓ ଆଖପାଖରେ ଥିବା ଲୋକମାନେ ମଧ୍ୟ ଏହାକୁ ବୁଝି ପାରିଲେନି, ଏହାରି ଭିତରେ କୁକୁରର କ-ରୁ-ଣ ଚି-ତ୍କା-ର ଶୁଭିଗଲା ଗୋଟେ ମା’କୁ ।

ତେବେ ସେ ମଣିଷ ନଥିଲେ, ସେ ହେଉଛନ୍ତି ଗୋମାତା । ସେ ତୁରନ୍ତ ଦଉଡି ଆସି କୁକୁରକୁ ଅ-ତ୍ୟା-ଚା-ର କରୁଥିବା ଲୋକଟିକୁ ମା-ରି-ଦେ-ଲେ ଜୋ-ରଦା-ର ମୁ-ଣ୍ଡି-ଆ, ଆଉ ଏହି ମଣିଷ ରୂପୀ ରା-କ୍ଷ-ସ କବଳରୁ ରକ୍ଷା କରିଦେଲା ନିରୀହ କୁକୁରଟିକୁ । ଗାଈଟି ଜୋରରେ ଦଉଡି ଆସି ଏତେ ଜୋରରେ ଆ-କ୍ର-ମ-ଣ କରିଥିଲା ଯେ କୁକୁରକୁ ନି-ର୍ଯ୍ୟା-ତ-ନା ଦେଉଥିବା ଲୋକଟି ତଳେ କ-ଚା-ଡି ହୋଇ ପଡିଲା ।

ଏଥିରୁ ଆପଣ ଅନୁଭବ କରି ପାରୁଥିବେ କି ପଶୁ ମାନଙ୍କୁ ଯ-ନ୍ତ୍ର-ଣା ହୁଏ ଓ ସେମାନଙ୍କର ମଧ୍ୟ ହୃଦୟ ଅଛି ଏବଂ ବୁଝିବା ଶକ୍ତି ମଧ୍ୟ ଅଛି । ଆଇଏଫଏସ ସୁଶାନ୍ତ ନନ୍ଦ ଏହି ଭି-ଡି-ଓ-ଟି-କୁ ନିଜ ଟ୍ବି-ଟ-ର ଆ-କା-ଉ-ଣ୍ଟ-ରେ ଶେ-ୟା-ର କରିଥିଲେ । ଯାହା ଏବେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।