କେଉଁ ଜିନିଷଟି ଅନ୍ଧାର ହେବା ମାତ୍ରେ ହିଁ ମନୁଷ୍ୟର ବଡ ହୋଇଯାଏ ? ଏହା ସହିତ ଆହୁରି 20 ଟି GK Question ଓ Answer

ସାଙ୍ଗମାନେ ଆପଣ ମାନେ ଜାଣିଛନ୍ତି କି ପଢିବା ଦ୍ଵାରା ଆମର ଜ୍ଞାନ ବହୁତ ବଢିଥାଏ । ପଢିବା ଦ୍ଵାରା ଆମେ ବହୁତ କିଛି ଶିଖି ଥାଉ । ଏହା ସହିତ ମନେ କରନ୍ତୁ ବାହାରକୁ ଯାଇଛନ୍ତି ଯଦି କେହି ଛୋଟ ପିଲା ଆପଣକୁ ପ୍ରଶ୍ନ ପଚାରେ ଏବଂ ଆପଣ ତାହାର ଉତ୍ତର ଆପଣ ଦେଇ ପାରିଲେ ନାହିଁ ତେବେ ସେଠି ଆପଣଙ୍କୁ ବହୁତ ଖରାପ ଲାଗିବ । କିନ୍ତୁ ଯଦି ଆପଣ ସେହି ଜିନିଷ ବିଷୟରେ ପଢିଥିବେ ତେବେ ଆପଣ ସେ ପିଲାର ପ୍ରଶ୍ନର ଉତ୍ତର ଦେଇ ଦେବେ ଓ ଆପଣଙ୍କୁ ସେ ଗୁରୁ ବୋଲି ମାନିବ ।

୧ ॥ ଏମିତି କେଉଁ ଦେଶ ଅଛି ଯେଉଁଠି କେବଳ ୨୭ ଜଣ ଲୋକ ହିଁ ରହୁଛନ୍ତି ?

ଉତ୍ତର : Sealand

୨ ॥ ମନୁଷ୍ୟ ପରେ ସବୁଠୁ ବୁଦ୍ଧିମାନ ଜୀବ କାହାକୁ କୁହାଯାଏ ?

ଉତ୍ତର : ଡଲଫିନ

୩ ॥ ଭାରତର କେଉଁ ପ୍ରଧାନମନ୍ତ୍ରୀ ଯିଏ କି କେବେ ବି ବିଦେଶ ଯାଇ ନାହାନ୍ତି ?

ଉତ୍ତର : ଶ୍ରୀ ଚୌଧରି ଚରଣ ସିଂହ

୪ ॥ କେଉଁ ପ୍ରାଣୀର ୩ଟି ହୃଦୟ ଥାଏ ?

ଉତ୍ତର : ଅକ୍ଟୋପସ

୫ ॥ କେଉଁ ଜିନିଷଟି ଅନ୍ଧାର ହେବା ମାତ୍ରେ ହିଁ ମନୁଷ୍ୟର ବଡ ହୋଇଯାଏ ?

ଉତ୍ତର : ଆଖି

୬ ॥ କେଉଁ ଦେଶରେ ସବୁଠୁ ଅଧିକା ସୁନା ଉତ୍ପାଦନ କରାଯାଏ ?

ଉତ୍ତର : ଚୀନ

୭ ॥ କେଉଁ ମୁସଲମାନ ବ୍ୟକ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ?

ଉତ୍ତର : ଜାକିର ହୁସେନ

୮ ॥ ପନିପରିବା ମଧ୍ୟରେ ରାଣୀ ବୋଲି ଆମେ କାହାକୁ କହିଥାଊ ?

ଉତ୍ତର : ଲଙ୍କା

୯ ॥ କେଉଁ ଦେଶରେ ପଶା ଖେଳର ଆବିଷ୍କାର ହୋଇଥିଲା ?

ଉତ୍ତର : ଭାରତରେ

୧୦ ॥ ଦୁନିଆରେ ଏମିତି କେଉଁ ଜୀବ ଅଛି ଯିଏ କି ସବୁଠୁ ଶକ୍ତିଶାଳୀ ଅଟେ ?

ଉତ୍ତର : ବେଲ୍ଜିୟାନ ବ୍ଲୁ

 

୧୧ ॥ ଆମ ଭାରତରେ କେଉଁ ବ୍ୟକ୍ତି ଯିଏକି ସବୁଠୁ ଅଧିକ ସୁରକ୍ଷିତ ଅଟନ୍ତି ?

ଉତ୍ତର : ପ୍ରଧାନମନ୍ତ୍ରୀ

୧୨ ॥ ଏମିତି କେଉଁ ଜୀବ ଅଛି ଯିଏ ନିଜର ସବୁ କାମ ହାତ ଦ୍ଵାରା ନ କରି ନାକ ଦ୍ଵାରା କରିଥାଏ ?

ଉତ୍ତର : ହାତୀ

୧୩ ॥ କେଉଁ ରାଜ୍ୟ ଭାରତର ସର୍ବେ ପ୍ରଥମ ରାଜ୍ୟ ଅଟେ ?

ଉତ୍ତର : ବିହାର

୧୪ ॥ ଏମିତି କେଉଁ ଦେଶ ଅଛି ଯେଉଁଠାରେ ଆଳୁ ଚାଷ କରାଯାଏ ନାହିଁ ?

ଉତ୍ତର : ରୁସ

୧୫ ॥ କେଉଁ ଦେଶର ରାତିର ସୂର୍ଯ୍ୟ ବୋଲି କୁହାଯାଏ ?

ଉତ୍ତର : ନରୱେ

୧୬ ॥ କେଉଁ ଗାର୍ଡେନକୁ ଭାରତର ସବୁଠୁ ବଡ ଗାର୍ଡେନ କୁହାଯାଏ ?

ଉତ୍ତର : ଜ଼ୂଲଜିକଲ ଗାର୍ଡନ ଆଲିପୁର (କଲିକତା)

୧୭ ॥ କେଉଁ ଦେଶରେ ସବୁଠୁ ଅଧିକା ଚାଷ କରାଯାଏ ?

ଉତ୍ତର : ଭାରତରେ

୧୮ ॥ ସ୍ଵତନ୍ତ୍ରତା ଦିବସ କେଉଁ ଦେଶ ପାଳନ କରେ ନାହିଁ ?

ଉତ୍ତର : ନେପାଲ

୧୯ ॥ ସବୁଠୁ ବଡ ସିନେମା ଘର କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର : ନିଉୟର୍କ

୨୦ ॥ ଏମିତି କେଉଁ ଜିନିଷ ଅଛି ଯାହାକୁ ଗରିବ ଲୋକେ ଫୋପାଡି ଦିଅନ୍ତି କିନ୍ତୁ ଧନୀ ଲୋକ ନିଜ ପକେଟରେ ରଖିଥାନ୍ତି ?

ଉତ୍ତର : ଶିଙ୍ଘାଣି

ଆଶକରୁଛୁ ଆମର ଏହି ମେଜେଦାର ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।