ଘନ କୁହୁଡିରେ ମାଲଗାଡି ସହ ଧକା ହେଲା ଟ୍ରେନ, ଲାଇନଚ୍ୟୁତ ହେଲା ୫ଟି ଡବା

ମୁମ୍ବାଇରୁ ଭୁବନେଶ୍ବର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ କଟକ ଜିଲ୍ଲା ପାଖରେ କଲି ସକାଳ ସମୟରେ ଘନ ଖୁହୁଡି ମଧ୍ୟରେ ଏକ ମାଲଗାଡିକୁ ଯାଇ ଧକା ମାରିଛି । ଯାହା ଦ୍ଵାରା ଟ୍ରେନର ୫ଟି ଡିବା ରେଳ ଲାଇନରୁ ଓଲହାଇ ଯାଇଛି ଓ ଅନ୍ୟ ୩ଟି ଡିବା ଅସନ୍ତୁଳିତ ହୋଇ ଯାଇଛି । ଯାହା ଦ୍ଵାରା କମ ରୁ କମ ୧୫ ଜଣ ଯାତ୍ରୀ ଆଘାତ ହୋଇଛନ୍ତି । ରେଲୱେ ଅଫିସରମାନେ କହିଲେ କି ଦୁର୍ଘଟଣାରେ ୨୫ ଜଣ ଯାତ୍ରୀମାନେ ଆଘାତ ହୋଇଛନ୍ତି । କିନ୍ତୁ ପରେ ଘଟଣା ସ୍ଥଳରେ ପହଞ୍ଚି ଅଫିସରମାନେ କହିଲେ କି ଚାରି ଜଣ ଲୋକମାନେ ଗମ୍ଭୀର ରୂପରେ ଆହାତ ହୋଇଛନ୍ତି ଓ ୧୧ ଜଣ ଲୋକଙ୍କୁ ସାଧାରଣ ରୂପରେ ଆଘାତ ଲାଗିଛି ।

ଗମ୍ଭୀର ରୂପରେ ଆଘାତମାନଙ୍କୁ କଟକ ମେଡିକାଲ କଲେଜରେ ଏଡମିଟ କରାଯାଇଛି । କିନ୍ତୁ ସବୁ ଯାତ୍ରୀ ବର୍ତ୍ତମାନ ଭଲରେ ଅଛନ୍ତି ବି କୁହାଯାଉଛି । ଅଫସିରମାନେ କହିଲେ କି ଦୁର୍ଘଟଣା ସାଲାଗାଂୱ ଓ ନୀରଗୁଂଡୀ ଷ୍ଟେସନ ମଧ୍ୟରେ ପାଖାପାଖି ୭ ଟା ସମୟରେ ହୋଇଥିଲା । ଯେଉଁଥିରେ ଏକ ଯାତ୍ରୀ ବାହୀ ଟ୍ରେନ ମାଲଗାଡିକୁ ଧକା ମାରିଛି । ଲୋକମାନଙ୍କ କହିବା ଅଟେ କି ଦୁର୍ଘଟଣାସ୍ଥଳ ଉପରେ ବହୁତ ଘନ କୁହୁଡି ଥିଲା କିନ୍ତୁ ଏହା ସ୍ପଷ୍ଟ ହୋଇ ନାହିଁ କି ଦୁର୍ଘଟଣା କେଉଁ କାରଣରୁ ହୋଇଛି ।

ପୂର୍ବ ତଟ ରେଲୱେର ପ୍ରବକ୍ତା କହିଲେ କି ଯାଞ୍ଚ ପାଇଁ ଦୁଇ ରେଳ ଗାଡିର ସ୍ପୀଡୋମୀଟରକୁ ନିଜ ଅଧୀନରେ କରି ନିଆ ଯାଇଛି । ଯାତ୍ରୀମାନଙ୍କୁ ତାଙ୍କର ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ବସର ବି ପ୍ରବନ୍ଧ କରାଯାଇଛି । ଦୁର୍ଘଟଣା କଟକରୁ ପାଖାପାଖି ୧୦ ରୁ ୧୨ କିଲୋମିଟର ଓ ଭୁବନେଶ୍ବର ଠାରୁ ୩୫ କିଲୋମିଟର ଦୂରେ ଘଟିଛି । ଏହି ଦୁର୍ଘଟଣା କାରଣରୁ ରେଳ ସେବା ଗୁଡିକରେ ବାଧା ମଧ୍ୟ ଆସିଛି ।