ଚୁପଚାପ ଘରେ ଏହି ଜାଗାରେ ଲୁଚାଇ ଦିଅନ୍ତୁ ଏକ ଲବଙ୍ଗ, ପୁଣି ଦେଖନ୍ତୁ ଚମତ୍କାର, ବର୍ଷିବ ମା’ ଲକ୍ଷ୍ମୀଙ୍କ କୃପା

ଦୁନିଆରେ ତ ସମସ୍ତେ ଟଙ୍କା କମାଇବାକୁ ଚାହାଁନ୍ତି କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯିଏ ଚାହାଁନ୍ତି କି ବିନା ପରିଶ୍ରମ କରି ତାଙ୍କୁ ବହୁତ ସାରା ଟଙ୍କା ମିଳିଯାଉ । କିନ୍ତୁ ଏହା ତ ସମ୍ଭବ ହୋଇ ନଥାଏ । କାରଣ ଆପଣ କର୍ମ କରିଲେ ହିଁ ଆପଣଙ୍କୁ ଫଳ ମିଳିବ । କିନ୍ତୁ ଏମିତି ଦେଖାଯାଏ କି କିଛି ଲୋକ ବହୁତ କାମ କରନ୍ତି କିନ୍ତୁ ତାଙ୍କୁ କର୍ମ ହିସାବରେ ଫଳ ମିଳି ନଥାଏ । ତେବେ ଆମର ଏହି ଉପାୟ ସେହି ମାନଙ୍କ ପାଇଁ ଅଟେ ଯେଉଁମାନେ ବହୁତ କାମ ତ କରିଥାନ୍ତି କିନ୍ତୁ ତାଙ୍କୁ ତାହାର ଫଳ ମିଳିନଥାଏ ।

ଆମର ଏହି ଉପାୟ ଲବଙ୍ଗର ଏକ ଉପାୟ ଅଟେ । ତେବେ ଆସନ୍ତୁ ଜାଣିବା କି ଲବଙ୍ଗକୁ ଘରର କେଉଁ ଜାଗାରେ ରଖିବା ଦ୍ଵାରା ଘରେ ଟଙ୍କାର ଆଗମନ ବଢିଯାଏ । ଏଥିପାଇଁ ଆପଣଙ୍କୁ ଦରକାର କେବଳ ଗୋଟିଏ ଲବଙ୍ଗ । କିନ୍ତୁ ଏହା ମନେ ରଖିବେ କି ଏହି ଉପାୟ କରିବା ସମୟରେ ମନରେ ବିଶ୍ଵାସ ଥିବା ନିହାତି ଆବଶ୍ୟକ ।

ଏହା ଦ୍ଵାରା ଏହି ଉପାୟ ଆପଣଙ୍କ ପାଇଁ ବହୁତ ଫଳଦାୟକ ହେବ । ଆପଣ ଶୁଣିଥିବେ କି ଯେଉଁଠି ବିଶ୍ବାସଥାଏ ସେଠାରେ ପଥରରୁ ବି ପାଣି ବାହାରିଥାଏ । ତେବେ ଏହି ଉପାୟକୁ ପୁରା ବିଶ୍ଵାସ ସହିତ କରନ୍ତୁ । ଆଉ ଏକ କଥାର ଧ୍ୟାନ ରଖିବେ କି ଏହା ବିଷୟରେ କାହାକୁ ବି କିଛି କହିବେ ନାହିଁ । ଯଦି ସ୍ତ୍ରୀ ଏହି ଉପାୟକୁ କରୁଛି ତେବେ ସ୍ଵାମିକୁ ମଧ୍ୟ ଏହା ବିଷୟରେ କହିବା କଥା ନୁହେଁ ।

ସବୁଠୁ ପ୍ରଥମେ ଏକ ଗୋଟା ଲବଙ୍ଗ ନିଅନ୍ତୁ ଓ ଏକ ଲାଲ କପଡା ନିଅନ୍ତୁ । ଏହି ଲାଲ କପଡାରେ ଏହି ଲବଙ୍ଗକୁ ବାନ୍ଧି ଦିଅନ୍ତୁ । ଧ୍ୟାନ ରଖିବେ କି ଏହି ସମୟରେ ଆପଣ ମା’ ଲକ୍ଷ୍ମୀଙ୍କୁ ଧ୍ୟାନ କରି ତାଙ୍କ ନାମ ଉଚ୍ଚାରଣ କରିବାର ଅଛି । ଏହି ଲାଲ କପଡାରେ ଲବଙ୍ଗକୁ ବାନ୍ଧି ତାଙ୍କୁ ମା’ ଲକ୍ଷ୍ମୀଙ୍କ ରୂପ ମାନି ନିଜ ତୋଜୋରିରେ ରଖି ଦିଅନ୍ତୁ । ଆଜ୍ଞା ହାଁ, ଆପଣ ଘିଅର ଏକ ଦୀପ ବି ଜାଳାଇ ପାରିବେ ଓ ଅଗରବତୀ ବି ଜଳାଇ ପାରିବେ ।

ଏହି ଉପାୟ କୁ କରିବାର କିଛି ଦିନ ପରେ ଆପଣ ଦେଖିବେ କି ଯଦି ଆପଣଙ୍କ କୌଣସି ଆୟ ସମ୍ବନ୍ଧିତ ସମସ୍ଯା ଅଛି ବା ଟଙ୍କା ସମ୍ବନ୍ଧୀୟ କୌଣସି ସମସ୍ଯା ଅଛି ତାହା ଶେଷ ହୋଇଯିବ ଓ ଆପଣଙ୍କ ପାଖକୁ ଟଙ୍କା ଆସିବାକୁ ଲାଗିବ । ତେବେ ଏହି ଉପାୟକୁ ଶ୍ରଦ୍ଧାର ସହିତ ମନରେ ବିଶ୍ଵାସ ରଖି କରନ୍ତୁ ଓ ଦେଖନ୍ତୁ କି କେଉଁ ପ୍ରକାରରେ ଆପଣଙ୍କ ପାଖକୁ ଟଙ୍କାର ଆଗମନ ହେବାକୁ ଲାଗୁଛି । ଯଦି ଆପଣ ବି ଟଙ୍କା ସମସ୍ୟାରେ ଚିନ୍ତିତ ଅଛନ୍ତି ତେବେ ଏହି ଉପାୟକୁ ନିଶ୍ଚୟ ଥରେ କରି ଦେଖନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।