ଘରେ ମା ଲକ୍ଷ୍ମୀ ପ୍ରବେଶ କରିବା ପୂର୍ବରୁ ଦେଇଥାନ୍ତି ଏହି ୫ ଟି ସଂକେତ, ଭୁଲେରେ ବି କରନ୍ତୁ ନାହିଁ ଅଣଦେଖା

ଭଲ ଏବଂ ଖରାପ ସମୟ ଦୁଇଟି ଜଣେ ଅନ୍ୟ ଜଣର ବିପରୀତ ଅଟେ । ଦୁନିଆରେ ପ୍ରାୟତଃ ସମସ୍ତେ ଖରାପ ସମୟରୁ ବଞ୍ଚିବାକୁ ଚାହାନ୍ତି । ଏମିତିରେ ଅସଲରେ ମନୁଷ୍ୟ ସେହି ଅଟେ, ଯିଏକି ଏହି ସମୟରେ ଭଗବାନଙ୍କୁ ମନେ ପକାଏ । ସେଥିପାଇଁ ମନୁଷ୍ୟକୁ ସବୁବେଳେ ଭଗବାନଙ୍କୁ ମନେ ପକାଇବା ଉଚିତ । କିଛି ଲୋକମାନେ ଖରାପ ସମୟରେ ଭଗବାନଙ୍କୁ ମନେ ପକାଇ ଥାନ୍ତି ଏବଂ ଭଗବାନ ଯେତେବେଳେ ତାଙ୍କ ଉପରେ ନିଜର କୃପା ଦ୍ରୁଷ୍ଟି ପକାନ୍ତି ତେବେ ସେମାନେ ନିଜ ଖୁସିରେ ଏତେ ମଜି ଯାଆନ୍ତି କି ଭଗବାନଙ୍କୁ ଭୁଲି ଯାଆନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଭଲ ଏବଂ ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଆମକୁ କିଛି ସଂକେତ ଦେଇଥାନ୍ତି । କିନ୍ତୁ ଆମେ ସେ ଗୁଡିକୁ ବୁଝି ପାରୁ ନାହୁଁ । ହିନ୍ଦୁ ଧର୍ମରେ ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଇଛି । ଏମିତିରେ ଯେଉଁ ବ୍ୟକ୍ତି ମାତା ଲକ୍ଷ୍ମୀଙ୍କର ପୂଜା ନିଜ ହୃଦୟର ସହିତ କରେ ତାଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ବିଷ୍ଣୁ ପୁରାଣ ଅନୁସାରେ ମାତାଲକ୍ଷ୍ମୀ ଘରେ ବାସ କରିବା ପୂର୍ବରୁ ସେଠି ରହୁଥିବା ଲୋକମାନଙ୍କୁ କିଛି ସଂକେତ ଅବଶ୍ୟ ଦେଇଥାନ୍ତି ।

ପେଚା

Image courtesy: Google

ପେଚା ମାତା ଲକ୍ଷ୍ମୀଙ୍କର ବାହାନ ଅଟେ । ଏମିତିରେ ଆପଣଙ୍କୁ କେଉଁଠି ପେଚା ଦେଖା ଯାଏ ତେବେ ଆପଣ ଜାଣି ନିଅନ୍ତୁ କି ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରଭାବିତ ଅଛନ୍ତି ଏବଂ ବହୁତ ଜଲ୍ଦି ଆପଣଙ୍କ ଘରେ ବାସ କରିବେ । ଏମିତିରେ ଆପଣଙ୍କୁ ମାତା ଲକ୍ଷ୍ମୀଙ୍କର ପୂଜା କରିବା ଉଚିତ ।

ସବୁଜ ପନିପରିବା

Image courtesy: Google

ଯଦି ଆପଣଙ୍କୁ ଅଚାନକ ସବୁଜ ପନିପରିବାର ଆଭାସ ହେବାକୁ ଲାଗେ ତେବେ ଭାବି ନିଅନ୍ତୁ କି ଆପଣଙ୍କ ଘରେ ମାତା ଲକ୍ଷ୍ମୀ ଆସିବାର ଅଛନ୍ତି ।

ଝାଡୁ

Image courtesy: Google

ଝାଡୁ ମାତା ଲକ୍ଷ୍ମୀଙ୍କୁ ବହୁତ ପସନ୍ଦ ଆସେ । କାରଣ ମାତା ଲକ୍ଷ୍ମୀଙ୍କୁ ସଫା ସୁତୁରା ପସନ୍ଦ ଆସେ । ଏମିତିରେ ଆପଣ ସକାଳେ କିମ୍ବା ସନ୍ଧ୍ୟାରେ ବାହାରକୁ ଯିବା ସମୟରେ ଯଦି କେହି ଝାଡୁ ମାରୁଥିବାର ନଜର ଆସିଯାଏ ତେବେ ଜାଣି ନିଅନ୍ତୁ କି ମାତା ଲକ୍ଷ୍ମୀଙ୍କର ଆଗମନ ହେବାର ଅଛି ।

ଶଙ୍ଖ

Image courtesy: Google

ଯଦି ସକାଳୁ ଉଠିବା ମାତ୍ରେ ହିଁ ଶଙ୍ଖର ଆବାଜ ଶୁଣିବାକୁ ମିଳେ ତେବେ ଏହାର ଅର୍ଥ ଆପଣଙ୍କର ଭାଗ୍ୟ ବଦଳିବାର ଅଛି ।

ଆଖୁ

Image courtesy: Google

ଆପଣ ସମସ୍ତେ ଜାଣନ୍ତି କି ଆଖୁର ରସକୁ ସିଦ୍ଧି ବିନାୟକଙ୍କୁ ଅର୍ପିତ କରିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ସେଥିପାଇଁ ସକାଳୁ ଉଠି ଯଦି ଆପଣ ଆଖୁ ଦେଖନ୍ତି ତେବେ ଆପଣଙ୍କ ଘରେ ବହୁତ ଜଲ୍ଦି ମାତା ଲକ୍ଷ୍ମୀ ବାସ କରିବେ । ଆଶା କରୁଛୁ ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିବ, ପସନ୍ଦ ଆସିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେନି।