ଘରେ ଏହି ଦୁଇଟି ଜିନିଷକୁ ଜଳାଇ ଏକ ଘଣ୍ଟାରେ ହେଇପାରିବେ କୋଟିପତି, ଦେଖନ୍ତୁ କେମିତି କରିବେ

ଆଜି ଆମେ ଏମିତି ଗୋଟେ ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ଵାରା ଆପଣ ମଧ୍ୟ କୋଟିପତି ହୋଇଯିବେ । ଘରେ ଯଦି ଏହି ଦୁଇଟି ଜିନିଷକୁ ଜଳାନ୍ତି । ତେବେ ଆପଣଙ୍କୁ କୋଟିପତି ହବାରୁ କେହି ରୋକିପାରିବେ ନାହିଁ । ଜୀବନରେ ପ୍ରତେକ ମଣିଷକୁ ଟଙ୍କା ପଇସା ଦରକାର ହୋଇଥାଏ । ଏବଂ ଧନୀ ହବାକୁ କିଏ ନ ଚାହିଁ ନ ଥାଏ । ସମସ୍ତେ ଖୁସିରେ ଜୀବନ କାଟିବାକୁ ଚାହିଁଥାନ୍ତି । ଭୋଗ ବିଳାସ କରିବାକୁ ଚାହିଁଥାନ୍ତି । ଏଥିପାଇଁ ପଇସାର ଦରକାର ପଡିଥାଏ । କିନ୍ତୁ ଆଜିର ସମୟରେ ଧନ କମାଇବା ସହଜ ନୁହେଁ ।

ଆଜିର ଦୁନିଆରେ ବଞ୍ଚିବା ପାଇଁ  ଅକ୍ଳାନ୍ତ ପରିଶ୍ରମ ଦ୍ଵାରା କିଛି ଧନ ଉପାର୍ଜନ କରିଥାଏ । କିନ୍ତୁ ମନୁଷ୍ୟ ଭୋଗ ବିଳାସରେ ଜୀବନ କାଟିପାରି ନ ଥାଏ । କିନ୍ତୁ ଆଜି ଆମେ ଏପରି ଏକ ଜିନିଷ ବିଷୟରେ କହିବୁ ଯାହକି ତାକୁ ଜଳେଇ ଦେଲେ ଆପଣ କୋଟିପତି ହୋଇପାରିବେ ।

ପ୍ରଥମେ ଆପଣ କର୍ପୁର ଓ ଲବଙ୍ଗ ଆଣନ୍ତୁ ତାକୁ ଜଳାଇ ଦିଅନ୍ତୁ । ଯଦି ଧନ ସବନ୍ଧିତ ସମାଶ୍ୟା ଅଛି  ତା ହେଲେ ସବୁ କିଛି ଦୂର ହୋଇଯିବ । ଆପଣଙ୍କର ଅଟକିଥିବା କାର୍ଯ୍ୟ ସମାଧାନ ହୋଇଯିବ । ଏବଂ ଆପଣଙ୍କର ସବୁ ମନୋସ୍କାମୋନା ଇଚ୍ଛା ମଧ୍ୟ ପୁରୁଣ ହୋଇଯିବ । ଚଲାନ୍ତୁ ଜାଣିବା ସେହି ଉପାୟ ବିଷୟରେ ରାତ୍ରି ସମୟରେ ଗୋଟି ମାଟି ଦୀପ ଆଣନ୍ତୁ ଏବଂ ସେଥିରେ କର୍ପୁର ଏବଂ ପାଞ୍ଚୋଟି ଲବଙ୍ଗ ପକାନ୍ତୁ । ତାପରେ ଆପଣ କର୍ପୁର ଖଣ୍ଡରେ ନିଆଁ ଲଗାଇଦିଅନ୍ତୁ ।

ଯେତେବେଳେ ଆପଣ ଦେଖିବେ ସେହି କର୍ପୁର ନିଆଁ ଲଗାଇବେ ସେହି କର୍ପୁର ନେଇକି ମୁଖ୍ୟ ଫାଟକର ବାମ ପାଟରେ ରଖି ଦେବେ । ଯାହା ଫଳରେ ଆପଣ ଘରେ ଥିବା  ନକରାତ୍ମକ ଊର୍ଜା ସବୁ ଦୂର ହୋଇଯିବ ।  ଘରକୁ ଧନ ଆସିବାର ସବୁ ରାସ୍ତା ଖୋଲିଦେବ । ଯାହା ଦ୍ଵାରା ଆପଣଙ୍କର ଘରକୁ ଧନ ସବନ୍ଧିତ ସବୁ ସମସ୍ୟା ଦୂର ହୋଇଯିବ ।

ଆପଣଙ୍କ ଘରେ ସବୁ ଅଭାବ ମଧ୍ୟ ପୁରୁଣ ହୋଇଯିବ । ଘରକୁ ଟଙ୍କା ପଇସାର ଆଗମନ ମଧ୍ୟ ହେବ । ତା ସହିତ ଘରେ ଧନ ପଇସା ସ୍ଥାୟୀ ରୂପରେ ବାସ କରେ । ତା ସହିତ ମାତା ଲାଖମୀଙ୍କର ବାସ ହୋଇଥାଏ । ଯେଉଁଠି ମା ଲକ୍ଷ୍ମୀ ଥାନ୍ତି ସେଇଠାରେ ପଇସା ଅଭାବ ଦେଖା ଯାଇ ନ ଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।