ଘରେ କେଉଁ କାରଣରୁ ଦେଖାଦିଏ ଦରିଦ୍ରତା ? ଏହା ସହିତ ପଢନ୍ତୁ ଆଜିର 20 ଟି Anuchinta

ଦରିଦ୍ରତା କାରଣରୁ ଜୀବନରେ ବିଭିନ୍ନ ସମସ୍ଯା ଦେଖା ଦେଇଥାଏ । ଦରିଦ୍ରତାର ମୁଖ୍ୟ କାରଣ ବିଷୟରେ ଆସନ୍ତୁ ଜାଣିବା । ରୋଷେଇ ଘର ପାଖରେ କେବେବି ପରିସ୍ରା କରିବା ଉଚିତ ନୁହେଁ । ଏହାଦ୍ବାରା ଦରିଦ୍ରତା ଆସିବା ସହ ଅଶୁଭ ହୋଇଥାଏ । ଭା-ଙ୍ଗି ଯାଇଥିବା ପାନିଆରେ କେବେ ମଧ୍ୟ ମୁଣ୍ଡ କୁଣ୍ଡାଇବା ଉଚିତ ନୁହେଁ । ଏହାଦ୍ଵାରା ଅଶୁଭ ହେବା ସହ ପଇସା ଅଭାବ ମଧ୍ୟ ଦେଖା ଦେଇଥାଏ । ଭା-ଙ୍ଗି ଯାଇଥିବା କୌଣସି ଜିନିଷ କେବେ ମଧ୍ୟ ବ୍ୟବହାର କରନ୍ତୁ ନାହିଁ । ଏହା ମଧ୍ୟ ଅଶୁଭ ହେବା ସହ ଅର୍ଥ ଅଭାବ ଦେଖା ଦେଇଥାଏ ।

ଘରେ ଅଳିଆ ଆବର୍ଜନା ଗଦା କଲେ ନକରାତ୍ମକ ଶକ୍ତି ବୃଦ୍ଧି ହେବା ସହ ଏହା ଦରିଦ୍ରତାର କାରଣ ହୋଇଥାଏ । ନିଜ ସମ୍ପର୍କୀୟ ଲୋକଙ୍କ ସହ ମଧ୍ୟ ଖରାପ ଆଚରଣ କରିବା ଉଚିତ ନୁହେଁ । ଏହା ମଧ୍ୟ ଅମଙ୍ଗଳକାରୀ ଓ ଦରିଦ୍ରତାର କାରଣ ହୋଇଥାଏ । ସନ୍ଧ୍ୟା ସମୟରେ ଶୋଇବା ଉଚିତ ନୁହେଁ, ଏହା ଅଶୁଭ ହେବା ସହ ଘରେ ପଇସାର ଅଭାବ ଦେଖା ଦେଇଥାଏ । ଘରକୁ ଅତିଥି ଆସିଥିଲେ ତାଙ୍କ ମନ ଖରାପ କରିବା ମଧ୍ୟ ଉଚିତ ନୁହେଁ । ଏହା ମଧ୍ୟ ଅମଙ୍ଗଳକାରୀ ହେବା ସହ ଦରିଦ୍ରତାର କାରଣ ହୋଇଥାଏ ।

ନିଜ ରୋଜଗାର ଠାରୁ ଅଧିକ ପଇସା ଖର୍ଚ୍ଚ ଅକରିବା ମଧ୍ୟ ଅମଙ୍ଗଳକାରୀ ଓ ଅର୍ଥ ଅଭାବର କାରଣ ହୋଇଥାଏ । ଖାଇବା ସମୟରେ କେବେବି ରୋଟି ଦାନ୍ତରେ ଛିଣ୍ଡାଇ ଖାଇବା ଉଚିତ ନୁହେଁ । ଏହା ଯୋଗୁଁ ମଧ୍ୟ ଧନର ଅଭାବ ହୋଇଥାଏ । ଚାଳିଶି ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ବଳ ରଖିବା ମଧ୍ୟ ଅମଙ୍ଗଳକାରୀ ଓ ଦରିଦ୍ରତାର କାରଣ ହୋଇଥାଏ । ଦାନ୍ତରେ କେବେବି ନଖ ଛିଣ୍ଡାଇବା ଉଚିତ ନୁହେଁ । ଏହାଦ୍ବାରା ସ୍ୱାସ୍ଥ୍ୟ ସମସ୍ଯା ଦେଖା ଦେବା ସହ ଅର୍ଥ ଅଭାବ ମଧ୍ୟ ଦେଖା ଦେଇଥାଏ ।

ପୋଷାକ ପିନ୍ଧିବା ସମୟରେ ଠିଆ ହୋଇ ପ୍ଯାଣ୍ଟ ପିନ୍ଧିବା ଦ୍ଵାରା ମଧ୍ୟ ଅର୍ଥର ଅଭାବ ଦେଖା ଦେଇଥାଏ । ମହିଳାମାନେ କେବେବି ଠିଆ ହୋଇ କେଶ ବାନ୍ଧିବା ଉଚିତ ନୁହେଁ । ଏହା ମଧ୍ୟ ଅଶୁଭ ହେବ ସହ ପଇସାର ଅଭାବ ଦେଖା ଦେଇଥାଏ । ଚିରି ଯାଇଥିବା ବସ୍ତ୍ର ପିନ୍ଧିବା ଦ୍ଵାରା ଅଶୁଭ ହେବା ସହ ଦରିଦ୍ରତା ଦେଖା ଦିଏ । ସକାଳେ ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ ଶୋଇ ରହିବା ଉଚିତ ନୁହେଁ । । ଏହା ମଧ୍ୟ ଅଶୁଭ ଏବଂ ଦରିଦ୍ରତାର କାରଣ ହୋଇଥାଏ । କୌଣସି ଗଛ ମୂଳରେ ପରିସ୍ରା କରିବା ମଧ୍ୟ ଅମଙ୍ଗଳକାରୀ ଓ ଅର୍ଥ ଅଭାବର କାରଣ ହୋଇଥାଏ ।

ଶୋଇବା ସମୟରେ ଓଲଟା ହୋଇ ଶୋଇବା ଦ୍ଵାରା ମଧ୍ୟ ଅଶୁଭ ଓ ଅର୍ଥ ଅଭାବ ଦେଖା ଦେଇଥାଏ । କୌଣସି ଲୋକଙ୍କ କ୍ରିୟାକର୍ମ ସମୟରେ ମଶାଣି ଭୁଇଁରେ କେବେବି ହସିବା ଉଚିତ ନୁହେଁ । ଏହା ମଧ୍ୟ ଅମଙ୍ଗଳକାରୀ ଏବଂ ଅର୍ଥ ଅଭାବର କାରଣ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।