ଭାରତ ହାରିବାକୁ ନେଇ ମଜାକ ଉଡେଇଲେ ପାକିସ୍ଥାନୀ Cricketer ତ Harbhajan Singh ଦେଲେ ଏମିତି ଜବାବ କି ଏକାଥରେ ମୁହଁ କରିଦେଲେ ବଙ୍କା, ଦେଖନ୍ତୁ Video

ପାକିସ୍ତାନ କ୍ରିକେଟରଙ୍କୁ ମୁ-ହଁ-ତୋ-ଡ ଜ-ବା-ବ ଦେଇ ଏବେ ଚର୍ଚ୍ଚାରେ ଅଛନ୍ତି ହରଭଜନ ସିଂ । “ଫିକ୍ସର କୋ ସିକ୍ସର, ଆଉଟ ଅଫ ଦି ପାର୍କ, ମହମ୍ମଦ ଆମିର ଚଲ୍ ଦଫା ହୋ ଜା…” ଏହି ଗୋଟିଏ ଟ୍ବିଟ ପୂର୍ବ ପାକିସ୍ତାନୀ କ୍ରିକେଟର ଆମିରଙ୍କ ମୁହଁକୁ ଚୁପ କରିବା ପାଇଁ ଯଥେଷ୍ଟ ଥିଲା । ଏଭଳି ଏକ ଟ୍ବି-ଟ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ । ଗତ ରବିବାର ଦିନ ଟି-ଟ୍ୱେଣ୍ଟି ବିଶ୍ଵକପ୍ ରେ ଭାରତ-ପାକିସ୍ତାନ ମ୍ଯାଚ ଶେଷ ହେବା ପରେ ଏବେ ଆରମ୍ଭ ହୋଇଯାଇଛି ଟ୍ବି-ଟ ୱା-ର ।

ଆଉ ଏହି ଟ୍ବି-ଟ ୱା-ର-ରେ ପୂର୍ବ ପାକିସ୍ତାନ କ୍ରିକେଟରଙ୍କ ଧଜିଆ ଉଡେଇ ଦେଇଛନ୍ତି ହରଭଜନ ସିଂ । ଭାରତ-ପାକିସ୍ତାନ ମ୍ଯାଚ ଶେଷ ହେବାର ୪ ଦିନ ବିତି ଯାଇଥିଲେ ମଧ୍ୟ ଏବେ ବି ସୋ-ସି-ଆ-ଲ ମି-ଡି-ଆ-ରେ ଦୁଇ ଦେଶ ସମର୍ଥକଙ୍କ ମଧ୍ୟରେ ଲ-ଢେ-ଇ ଲାଗୁଛି । କେତେବେଳେ ଉଭୟ ଦେଶର ପ୍ରଶଂସକ ମୁହାଁମୁହିଁ ହେଉଛନ୍ତି ତ ଆଉ କେତେବେଳେ ଉଭୟ ଦେଶର ପୂର୍ବତନ ଖେଳାଳି ଏହି ଲ-ଢେ-ଇ-ରେ ଆମନା ସାମନା ହେଉଥିବାର ଦେଖିବାକୁ ମିଳୁଛି ।

ଏହି କ୍ରମରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଆମିର ହରଭଜନଙ୍କୁ ଟ୍ୟାଗ କରି ଟ୍ବି-ଟ କରିବା ଆରମ୍ଭ କରିଥିଲେ । ଆମିର ଲେଖିଥିଲେ କି, “ମୁଁ ପହକରିବାକୁ ଚାହୁଁଛି କି ହରଭଜନ ପାଜୀ ନିଜ ଭାଙ୍ଗିଛନ୍ତି କି ନାହିଁ ? ଛାଡ ସେ କିଛି ନୁହେଁ, ପରିଶେଷରେ ଏହା କେବଳ ଏକ ଖେଳ ।”

ଏହି ଟ୍ବି-ଟ ପଢି କିନ୍ତୁ ଚୁପ୍ ରହି ନଥିଲେ ହରଭଜନ ସିଂ । ଆମିରଙ୍କୁ ଠିକ ତାଙ୍କରି ଢଙ୍ଗରେ ଜବାବ ଦେଇ ତାଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ହରଭଜନ । ହରଭଜନ ମଧ୍ୟ ଟ୍ବି-ଟ କରି ଏକ ଭି-ଡି-ଓ ଶେୟାର କରିବା ସହ ଲେଖିଥିଲେ, “ଏବେ ତୁମେ ବି କହିଲଣି ଆମିର । ଏହି ୬ ର ଲ୍ୟାଣ୍ଡି॰ ତୁମ ଘର ଟିଭି ଉପରେ ହୋଇ ନାହିଁ ତ ? ଛାଡ କିଛି ନାହିଁ, ତୁମେ କହିବା ଭଳି ଏକା କେବଳ ଏକ ଖେଳ ।” ହରଭଜନ ଯେଉଁ ଭି-ଡି-ଓ ଶେୟାର କରିଥିଲେ ସେଥିରେ ସେ ଶେଷ ଓଭରରେ ଆମିରଙ୍କୁ ଛକା ମା-ରି ଭାରତକୁ ବଡ ବିଜୟ ଭେଟି ଦେଇଥିଲେ ।

ଆଉ ଆମିରଙ୍କ ଟ୍ବି-ଟ-ର ଜବାବ ଦେବା ପାଇଁ ତାଙ୍କୁ ଏହି ଭି-ଡି-ଓ-ଟି ଶେୟାର କରି ପୁରୁଣା କଥା ମନେ ପକାଇ ଦେଇଥିଲେ ହରଭଜନ । ଆପଣଙ୍କୁ ହରଭଜନ ସିଂଙ୍କ ଏହିଭଳି ଅନ୍ଦାଜରେ ଜବାବ ଦେବା କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ କ୍ରିକେଟ ଦୁନିଆ ସହ ଜଡିତ ଖବର ପାଇବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।