Vastu Tips- ଘରେ ଚୁପଚାପ ଏହି ଜାଗାରେ ଜଳେଇ ଦିଅନ୍ତୁ 1 ଲବଙ୍ଗ, 24 ଘଣ୍ଟାରେ ଦେଖନ୍ତୁ ଚମତ୍କାର !

ଆଜି ଆମେ କାହିବା କି ଆପଣ ଯଦି ପରିଶ୍ରମ କରୁଛନ୍ତି କିମ୍ବା ଆପଣ ମାନେ ଯଦି ଅଧିକ ପରିଶ୍ରମ କରିବା ପରେ ମଧ୍ୟ ନିଜ କାମର ପରିଣାମ ପାଉ ନାହାଁନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହି ଉପାୟ କରିବା ଦ୍ଵାରା । ଆଜି ଆମେ କହିବା କି ଆପଣ କେବଳ ଏକ ଲବଙ୍ଗ ଦ୍ଵାରା ଆପଣ ନିଜ ଭାଗ୍ୟ ବଦଳାଇ ପାରିବେ । ଆମ ଭାରତୀୟ ଇତିହାଶ ଅନୁସାରେ ଭାରତରେ ଲବଙ୍ଗ କୁ ଏକ ମସଲା ଭାବେ ଜଣା ଯାଏ ।

ଏହି ଠାରେ ଆମେ କହିବୁ କି ଏହାକୁ ଖାଦ୍ଯରେ ଗୋଟା ମସଲା ଭାବେ ବ୍ୟବହାର କରୁ ଏହାର ଗୁଣ୍ଡ ମସଲା ମଧ୍ୟ ଆମେ ଖାଇ ଥାଉ । ଆଜି ଆମେ ଖିବା କି ଆମେ ଯଦି ଏହାକୁ ଖାଇବା ରେ ବ୍ୟବହାର କରିବା ତ ଏହା ଆମ ଖାଦ୍ଯରେ ଥିବା ସ୍ଵାଦ କୁ ବହୁତ ଭଲ ଭାବେ ବଢାଇ ଦେଇ ଥାଏ । ଆପଣ ମାନେ ଏହା ମଧ୍ୟ ଜାଣି ଥିବେ  କି ଏହାକୁ  ଆମେ ଔଷଧ ଭାବେମଧ୍ୟ ବ୍ବ୍ଯାବହାର କରିଥାଉ । ଆପଣ ମାନେ ଦାନ୍ତ ବିନ୍ଧା ବିନ୍ଧି ହେଲେ ଏହାକୁ  ବ୍ୟବହାର କରିଥାଉ ।

ଏହା ଆମ ଦାନ୍ତ ଦରଜ କୁ କମ କରି ଦେଇ ଥାଏ । କିନ୍ତୁ ଏହା ଆପଣଙ୍କ ପରିଶ୍ରମ କରିବା ପରେ ଯଦି କିଛି ଭଲ ପରିଣାମ ପାଉ ନାହାଁନ୍ତି ତେବେ ଆପଣ ନିଜ ପୂଜା ସ୍ଥାନରେ ଏକ ଲବଙ୍ଗ ଆଣିକି ଏହାକୁ ରଖୀ ପୂଜା କରିବା ଅବେଳେ ଏକ ଥିବା ସମୟରେ ସେହି ଲବଙ୍ଗ ଓ କପୁର କୁ ଆଣିକି  ଆପଣ ଏହାକୁ ଜଳାଇ ଦେଇ ଥାନ୍ତି । ଏହା ପରେ ଆପଣ ଏହାକୁ ଏକ ଜାଗାରେ ପକାଇ ଦେଇ ଥାନ୍ତି ।

ଆପଣ ଯଦି ଧାର କରଜ ରେ ବୁଡିକି ଅଛନ୍ତି ଯେତେ ଚେଷ୍ଟା କରିବା ପରେ ମଧ୍ୟ ଆପଣ ଏହା ମଧ୍ୟରୁ ବାହାରି ପାରୁ ନାହାଁନ୍ତି କିନ୍ତୁ  ଆପଣ ଯେତେ ଚେଷ୍ଟା କରିବା ପରେ ଭି ଏହା ମଧ୍ୟରୁ ବାହାରି ପାରୁ ନାହାଁନ୍ତି ତେବେ ଆପଣ ପାଞ୍ଚଟି ଲବଙ୍ଗ ଆଣିକି ଏହାକୁ ପୂଜା କରି ନିଅନ୍ତୁ । ଏହା ପରେ ଆପଣ ଏହାକୁ ନେଇ ଏକ ସୁନ ସାନ ଜାଗାରେ ଯାଇକି ଏହାକୁ ଏକ ଲବଙ୍ଗ କୁ ଆଗକୁ ଫୋପାଡି ଦିଅନ୍ତୁ ଆଉ ଏକ ଲବଙ୍ଗ କୁ ପଛକୁ ଫୋପାଡି ଦିଅନ୍ତୁ ।

ଏହା ପରେ ଆର ଦୁଇ ଲବଙ୍ଗ କୁ ଆପଣ ଦୁଇ ପାଖରେ ପକାଇ ଦିଅନ୍ତୁ ଏହା ସହ ଆପଣ ଆଉ ଏକ ଲବଙ୍ଗ କୁ ଆପଣ ନିଜ ମୁଣ୍ଡ ଉପରେ ପକାଇ ଦିଅନ୍ତୁ ଏହା ପରେ ଆପଣ ପଛକୁ ଆଉ ବୁଲିକି ନଦେଖିକି ସିଦ୍ଧହା ବାହାରିକି ଚାଲିଯିବେ । ଆପଣ ଯଦି ଏହା ନ କରିବେ ତେବେ ଆପଣଙ୍କ ପାଇଁ ଏହା ଖରାପ ହୋଇ ପାରେ । ଏହି ଉପାୟ କରିବାର କିଛି ଦିନ୍ନ ପରେ ଆପଣ ନିଜ ପରିସ୍ଥିତି ରେ ସୁଧାର ଦେଖିବା ପାଇଁ ପାଇବେ । କିନ୍ତୁ ଏହାକୁ କରିବା ପରେ ଆପଣ ଏହା କାହାକୁ କହିବେ ନି ।