ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଭୁଲରେ ବି ଘରର ଏହି 5 ଟି ଜିନିଷ ଅନ୍ୟ କାହାକୁ ଦିଅନ୍ତୁ ନାହିଁ, ମାଡି ଆସେ ଭୟଙ୍କର ଦରିଦ୍ରତା- Vastu Shastra

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ଆମ ଜୀବନରେ ମା ଲାକ୍ଷ୍ମୀଙ୍କ ସ୍ଥାନ ବହୁତ ଗୁରୁତ୍ୱପୂର୍ଣ୍ଣ । ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଦ୍ଵାରା ଘରେ ସବୁବେଳେ ଖୁସିର ଲହରୀ ଦେଖିବାକୁ ମିଳିଥାଏ । ମା ଲକ୍ଷ୍ମୀ ଙ୍କର କୃପା କିଏ ବା ପାଇବାକୁ ଚାହେଁ ନାହିଁ । ବିଷ୍ଣୁ ପୁରାଣ ରେ ଲେଖାହୋଇଛି ଯେ ଏମିତି କିଛି ଜିନିଷ ଅଛି ଯାହାକୁ ବାହାର ଲୋକ ଙ୍କୁ ଦେଲେ ମା ଲକ୍ଷ୍ମୀ ଘରୁ ବହାରିଯାଆନ୍ତି । ଏବଂ ଘରେ ତାଙ୍କର ବାସ ହୁଏ ନାହିଁ । ତେବେ ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ଙ୍କର ବାଣୀ ଅନୁସାରେ ଘରର ଏପରି କିଛି ଜିନିଷ ଥାଏ ଯାହାକୁ ଅନ୍ୟକୁ ଦେବା ଦ୍ୱାରା ଘର ଉପରକୁ ଦାରିଦ୍ର୍ୟତା ମାଡି ଆସିଥାଏ ।

ତେବେ ବନ୍ଧୁଗଣ ତାହା କେଉଁ ଜିନିଷ ଅଟେ ଆସନ୍ତୁ ସେ ବିଷୟରେ ଅଧିକ କିଛି କଥା ଜାଣିବା । ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ ଆମ ଜୀବନରେ ମା ଲକ୍ଷ୍ମୀ ଙ୍କର କୃପା କେତେ ଆବଶ୍ୟକ ।

ମା ଙ୍କର କୃପା ରୁ ହିଁ ଘରେ ସୁଖ ଶାନ୍ତି , ସମୃଦ୍ଧି , ଏବଂ ଧନ ର ଆଗମନ ହୋଇଥାଏ । ଯଦି ମା ଲକ୍ଷ୍ମୀ କେବେ ରାଗିଯାନ୍ତି ତେବେ ଘରେ ଅନର୍ଥ ହୋଇଯାଏ ଘରୁ ସବୁ କିଛି ଚାଲିଯାଇଥାଏ । ଯଦି ଆପଣ ଚାହୁଁଛନ୍ତି କି ମା ଲକ୍ଷ୍ମୀ ଆପଣଙ୍କ ଘରୁ କେବେ ବି ନ ଯାଆନ୍ତୁ । ଏବଂ ଆପଣଙ୍କ ଘରକୁ ମା ଲକ୍ଷ୍ମୀ ଙ୍କର କୃପା ରୁ ଧନ , ସମୃଦ୍ଧି ଆସିବାକୁ ଲାଗିଥାଉ ତେବେ ଆପଣ ଏହିପାଞ୍ଚଟି ଜିନିଷ କେବେବି ବାହାର ଲୋକଙ୍କୁ ଦିଅନ୍ତୁ ନାହିଁ । ଆମକୁ ଛୋଟ ବେଳରୁ ହିଁ ଶିଖାଯାଇଥାଏ କି ସମସ୍ତଙ୍କର ସାହାଯ୍ୟ କରିବ ।

ଦୁଖୀଜନ ଙ୍କୁ ଦାନ ସେବା ଆଦି କରିବା ଆମକୁ ଯଦି କେହି କିଛି ମାଗିଛି ତେବେ ତାକୁ ମନା କରିବା ଉଚିତ ନୁହେଁ । କିନ୍ତୁ ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଯେ କିଛି ଜିନିଷ ଏପରି ଅଛି ଯାହାକୁ ଦେବା କଥା ଉଚିତ ନୁହେଁ । ଯାହା ଦେବା ଦ୍ବାରା ଆମେ ଆମ ନିଜେ ନିଜ ଘରକୁ ଦୁଃଖ ଦରିଦ୍ର , ଧନ ର ଅଭାବ ରେ ପକେଇଦେଇଥାଉ । ଯାହା ଦ୍ବାରା ମା ଲକ୍ଷ୍ମୀ ମଧ୍ୟ ଆମ ଘର ଛାଡ଼ି ଚାଲିଯାଇଥାନ୍ତି । ତେବେ ଆମେ ଜାଣିବା ଏମିତି କେଉଁ ଜିନିଷ ଯାହାକୁ ଭୁଲ ରେ ବି କାହାକୁ ଦେବା ଉଚିତ ନୁହେଁ ।

ସର୍ବପ୍ରଥମେ ପତ୍ନୀ ର ଆଭୂଷଣ । ଆଭୂଷଣ କୁ ମା ଲକ୍ଷ୍ମୀ ଙ୍କର ସଂକେତ ରୂପରେ ମନା ଯାଏ । ଯାହାକୁ ଦେବା ଦ୍ଵାରା ଘରେ ଅଶାନ୍ତୁ, ଅଶୁଭ ସଂକେତ ଦେଖାଦେଇଥାଏ । ଧନ ର ଅଭାବ ହୁଏ ମା ଲକ୍ଷ୍ମୀ ଘର ଛାଡ଼ି ଚାଲିଯାଇଥାନ୍ତି । ତେଣୁ ଆପଣଙ୍କର ସ୍ତ୍ରୀ ଙ୍କର ଗହଣା କାହାକୁ ବି ବାକି ରେ କିମ୍ବା ଦାନ ରେ ଦିଅନ୍ତୁ ନାହିଁ । ସ୍ତ୍ରୀ ମାନେ ଖାସ କରି ନିଜର ମଙ୍ଗଳସୁତ୍ର , ପାଉଁଜି , ଅଣ୍ଟା ବିଛା ଆଦି ଜିନିଷ କାହାକୁ ଦେବା ଉଚିତ ନୁହେଁ । ଯାହାକୁ ଦେବା ଦ୍ବାରା ଘରେ ସ୍ୱାମୀ ସ୍ତ୍ରୀ ମଧ୍ୟ ରେ ସବୁବେଳେ ଆଶାନ୍ତି ହୁଏ ଏବଂ ଘରେ ସବୁବେଳେ କଳି ଝଗଡା ହୋଇଥାଏ ।

ଯାହାଦ୍ୱାରା ମା ଲକ୍ଷ୍ମୀ ଘର ଛାଡ଼ି ଚାଲିଯାଇଥାନ୍ତି । ଦ୍ୱିତୀୟ ହେଉଛି ଝାଡୁ । ଝାଡୁ କୁ ଘର ର ଶୁଭ ସଂକେତ କୁହାଯାଇଥାଏ । ଝାଡୁ କୁ ବାହାର ଲୋକଙ୍କୁ ଦେବା ଦ୍ବାରା ଘରୁ ସୁଖ ସମୃଦ୍ଧି , ଧନ ଆଦି ଚାଲିଯାଇଥାଏ । ଝାଡୁ ଘରେ ସକାରାତ୍ମକ ଶକ୍ତି ର ଆଭାସ ଦିଏ । ଘରୁ ଝାଡୁ ଦେବା ଫଳରେ ଘରୁ ସୁଖ ଶାନ୍ତି ମଧ୍ୟ ଚାଲିଯାଇଥାଏ । କାରଣ ଝାଡୁ ହିଁ ଆପଣଙ୍କ ଘରକୁ ସଫାସୁତୁରା ରଖିଥାଏ । ଯାହାଫଳରେ ମା ଲଷ୍ମୀ ଙ୍କର ଘରକୁ ଆଗମନ ହୋଇଥାଏ ।

ତୃତୀୟ ଟି ହେଲା ରାତ୍ରି ବା ସନ୍ଧ୍ୟା ସମୟରେ ଆପଣଙ୍କ ଘରୁ ସଫା ଜିନିଷ ଯେପରି କ୍ଷୀର , ଦହି ,ଅଟା , ଆଦି ସବୁ ସଫା ଜିନିଷ ଦେବା ଉଚିତ ନୁହେଁ । କାରଣ ରାତ୍ରି ସମୟରେ ଖୁବ ଖରାପ ସମୟ ଥାଏ ବୋଲି ଶାସ୍ତ୍ର ରେ ଲେଖାଅଛି । ତେଣୁ ଏହି ଜିନିଷ ଦବା ଉଚିତ ନୁହେଁ । ଯଦି ଅତ୍ୟନ୍ତ ଜରୁରୀ ପଡୁଛି ତେବେ ବଜାରରୁ ଆଣିକି ଦେଇପାରିବେ ହେଲେ ନିଜ ଘରୁ ନୁହେଁ । ଏହି ସବୁ କୁ ମାନି ଚଳିଲେ ଆପଣଙ୍କ ଘର ଉପରକୁ କେବେ ମଧ୍ୟ ଦାରିଦ୍ର୍ୟତା ଆସି ନ ଥାଏ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବା ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।