ବାହାଘର ପରେ ମା’ ହେଇ ସାରିଥିବା ଓଡିଆ ଅଭିନେତ୍ରୀ, ଦେଖନ୍ତୁ ଆପଣଙ୍କ ଫେବ୍ରେଟ କିଏ ?

ବର୍ତ୍ତମାନ ସମୟରେ ଓଡିଆ ଇଣ୍ଡଷ୍ଟ୍ରିର ଫିଲ୍ମ ଓ ସିରିଏଲ କୌଣସି ନା କୌଣସି କାରଣରୁ ଚର୍ଚାରେ ରହିଥାଏ । ବିଶେଷ କରି ଏହି କଳାକାରମାନେ ନିଜର ବିବାହକୁ ନେଇ ଅଧିକ ଚର୍ଚାରେ ରହିଥାନ୍ତି । କାରଣ ଏହି କଳାକରମାନଙ୍କର ଫ୍ୟାନମାନେ ନିଜର ପ୍ରିୟ କଳାକରମାନଙ୍କର ଜୀବନସାଥିଙ୍କ ବିଷୟରେ ଜାଣିବା ଇଛୁକ ଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବୁ ଯେଉଁମାନେ ବିବାହ କରିସାରିଛନ୍ତି ଓ ଏହା ସହିତ ମା ମଧ୍ୟ ହୋଇସାରିଛନ୍ତି ।

କହିବାକୁ ଗଲେ ଏହି ଅଭିନେତ୍ରୀମାନେ ନିଜର ଅଭିନୟ କ୍ଷେତ୍ରରେ ସଫଳ ହେବା ମାତ୍ରେ ହିଁ ନିଜର ପର୍ଶନାଳ ଲାଇଫରେ ବି ସଫଳତା ହାସଲ କରିସାରିଛନ୍ତି । ଅର୍ଥାତ ବିବାହ କରି ଏକ ସୁଖମୟ ଜୀବନ ବ୍ୟତୀତ କରୁଛନ୍ତି ।

ରାନୁ

ଅଭିନେତ୍ରୀ ରାନୁଙ୍କୁ ଆପଣମାନେ ‘ସିନ୍ଦୁରବିନ୍ଦୁ’ ସିରିଏଲରେ ଦେଖିଥିବେ । ଏହି ସିରିଏଲରେ ରାନୁଙ୍କର ଜବରଦସ୍ତ ଅଭିନୟ ବି ଦେଖିବାକୁ ମିଳିଥାଏ । କହିଦେଉଛୁ କି ବିବାହ ପରେ ରାନୁଙ୍କର ଏକ ପୁତ୍ର ସନ୍ତାନ ହୋଇଛି ।

ପ୍ରିୟା

ଅଭିନେତ୍ରୀ ପ୍ରିୟା ଓଲିଉଡର ବହୁତ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ରୂପରେ ଅଭିନୟ କରି ଲକ୍ଷ ଲକ୍ଷ ଦର୍ଶକମାନଙ୍କର ମନ କିଣି ନେଇଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ସେ ଅଭିନୟ ଦୁନିଆ ଠାରୁ ଦୂରେଇ ଯାଇ ନିଜର ବୈବାହିକ ଜୀବନରେ ଖୁସିରେ ଅଛନ୍ତି । ଅଭିନେତ୍ରୀ ପ୍ରିୟାଙ୍କର ଗୋଟିଏ ପୁଅ ଅଛି ।

ଅର୍ପିତା କର

ଦୂର୍ଗା ସିରିଏଲରେ ମୁଖ୍ୟ କିରଦାର ଦୂର୍ଗାରେ ନଜର ଆସୁଥିବା ଅଭିନେତ୍ରୀ ଅର୍ପିତା କର ବି ବିବାହ କରିସାରିଛନ୍ତି । ଅଭିନେତ୍ରୀ ଦୂର୍ଗାଙ୍କର ବି ଗୋଟିଏ ପୁତ୍ର ସନ୍ତାନ ଅଛି ।

ମାହି

ଓଡିଆ ଧାରାବାହିକ ‘ମୁଁ ବି ଅର୍ଦ୍ଧାଙ୍ଗିନୀ’ ସିରିଏଲରେ ଅଭିନେତ୍ରୀ ମାହି ନଜର ଆସନ୍ତି । ସେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ଅଭିନୟ ବି ତାହା ଠାରୁ ଆହୁରି ଅଧିକ ସୁନ୍ଦର । କହିଦେଉଛୁ କି ମାହି ବିବାହ କରିସାରିଛନ୍ତି ଓ ତାଙ୍କର ଗୋଟିଏ ଝିଅ ଅଛି ।

ଉପାସନା

ମାନିନୀ ସିରିଏଲରେ ମୁଖ୍ୟ ଭୂମିକା ମାନିନୀର କିରଦାରରେ ଉପାସନା ଅଭିନୟ କରୁଥିଲେ । ଏହି ସିରିଏଲ ଅନ୍ୟ ସମସ୍ତ ସିରିଏଲ ଠାରୁ ବହୁତ ଅଧିକ ଲୋକପ୍ରିୟ ଥିଲା । ମାନିନୀଙ୍କର ଗୋଟିଏ ପୁଅ ଅଛି ।

ସ୍ଵୀଟି ପଟ୍ଟନାୟକ

ଅଭିନେତ୍ରୀ ସ୍ଵୀଟି ପଟ୍ଟନାୟକ ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ଅଭିନେତ୍ରୀ ସ୍ଵୀଟିଙ୍କର ମଧ୍ୟ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।