ବଲିଉଡର ଚୁଲବୁଲି ନାୟିକା ଶ୍ରଦ୍ଧା କପୁର ତାଙ୍କ ଅଭିନୟ ସହ ନିଜ କ୍ୟୁଟ ଅନ୍ଦାଜ ପାଇଁ ମଧ୍ୟ ଖୁବ ପ୍ରସିଦ୍ଧ ଅଟନ୍ତି । କିନ୍ତୁ ଏବେ ସେ ସୋ-ସି-ଆ-ଲ ମି-ଡ଼ି-ଆ ୟୁଜର ବା ନିଜ ପ୍ରଶଂସକଙ୍କୁ ଏବେ ନାରାଜ କରି ଦେଇଛନ୍ତି । ଏବେ ଶ୍ରଦ୍ଧାଙ୍କ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳୁଛିକି, ଶ୍ରଦ୍ଧା ନିଜ ସାଙ୍ଗ ମାନଙ୍କ ସହ ଏକ ରେସ୍ତୋରାଁ ବାହାରେ ଠିଆ ହୋଇଥିଲେ । ସେହି ସମୟରେ ତାଙ୍କୁ ଜଣେ ଗରିବ ବୃଦ୍ଧ ବ୍ୟକ୍ତି ଆସି ସାହାଯ୍ୟ ମାଗୁଛନ୍ତି ।
ପ୍ରଥମେ ତ ଅଭିନେତ୍ରୀ ତାଙ୍କ ପ୍ରତି ଧ୍ୟାନ ଦେଉ ନାହାନ୍ତି । କିନ୍ତୁ ବୃଦ୍ଧ ଜଣଙ୍କ ବାରମ୍ବାର କହିବା ପରେ ଶ୍ରଦ୍ଧା ସିଧାସଳଖ ତାଙ୍କୁ ହାତ ଯୋଡି ଦେଉଛନ୍ତି । ସୋ-ସି-ଆ-ଲ ମି-ଡି-ଆ ୟୁଜର୍ସଙ୍କୁ ଶ୍ରଦ୍ଧାଙ୍କର ଏହି ଅନ୍ଦାଜ ବିଲକୁଲ ମଧ୍ୟ ପସନ୍ଦ ଆସୁ ନାହିଁ । ଅନେକ ଲୋକ ଏହି ବିଷୟକୁ ନେଇ ଲଗାତାର ସମାଲୋଚନା କରୁଛନ୍ତି ଓ କିଛି ଲୋକ ତାଙ୍କ ସପକ୍ଷରେ ମଧ୍ୟ କହୁଛନ୍ତି । ଘଟଣାଟି ସେହି ସମୟର ଯେତେବେଳେ ଶ୍ରଦ୍ଧା କପୁର ଲଞ୍ଚ କରିବା ପାଇଁ ନିଜ ଫ୍ରେଣ୍ଡ୍ସଙ୍କ ସହ ମୁମ୍ବାଇର ଜୁହୁ ଯାଇଥିଲେ ।
ସେହି ସମୟରେ ମ୍ୟୁଜିକ କମ୍ପୋସର ମିଟ୍ ବ୍ରଦର୍ସ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏହା ମଧ୍ୟରେ ଜଣେ ଗାରିବା ବୃଦ୍ଧ ବ୍ୟକ୍ତି ସେଲିବ୍ରିଟିଙ୍କ ପଛେ ପଛେ ହାତ ଯୋଡି ବୁଲୁଥିଲେ । ସେ ତାଙ୍କୁ କିଛି ମାଗୁଥିଲେ । ଫ୍ରେଣ୍ଡ୍ସଙ୍କୁ ଗୁଡ୍ ବାୟ କରିବା ସମୟରେ ଏହି ବୃଦ୍ଧ ତାଙ୍କ ପାଖକୁ ଆଉ ଥରେ ଆସି କିଛି ସାହାଯ୍ୟ ମାଗିବାକୁ ଲାଗିଲା । ଆରମ୍ଭରୁ ଫ୍ରେଣ୍ଡ୍ସଙ୍କ ସହ ଗପି ଗପି ଶ୍ରଦ୍ଧା ତାଙ୍କ ପ୍ରତି ଧ୍ୟାନ ଦେଲେ ନାହିଁ । କିନ୍ତୁ ଯେତେବେଳେ ତାଙ୍କ ଉପରେ ନଜର ପଡିଲା ଶ୍ରଦ୍ଧା ତାଙ୍କୁ ହାତ ଯୋଡି ତାଙ୍କୁ କ୍ଷମା ମାଗି ଏବେ ତାଙ୍କ ପାଖେ ଦେବାକୁ କିଛି ନାହିଁ ବୋଲି କହିଥିଲେ ।
ଏହାର ଠିକ ପରେ ସେହି ବୃଦ୍ଧ ବ୍ୟକ୍ତି ସେ ସ୍ଥାନରୁ ଚାଲିଗଲେ । କିନ୍ତୁ ଶ୍ରଦ୍ଧାଙ୍କର ଏହି ଭିଡିଓ ଭା-ଇ-ରା-ଲ ଏବେ ପରେ ତାଙ୍କୁ ସୋ-ସି-ଆ-ଲ ମି-ଡି-ଆ-ରେ ଜମେଇକି ଟ୍ରୋ-ଲ କରାଯାଉଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କଣ ସତରେ ତାଙ୍କ ପାଖେ ସେହି ବୃଦ୍ଧ ବ୍ୟକ୍ତିଙ୍କୁ ଦେବାକୁ କିଛି ବି ନଥିଲା ? ଏହି ଭିଡିଓକୁ ନେଇ ପ୍ରତ୍ଯେକ ବ୍ୟକ୍ତି ଭିନ୍ନ ଭିନ୍ନ ମତ ରଖୁଛନ୍ତି । ତେବେ ସେହି ସମୟରେ ଶ୍ରଦ୍ଧା କପୁରଙ୍କ ପାଖେ ଏକ ବଡ ଭ୍ୟାନିଟି ବ୍ୟାଗ ଥିଲା । ଯାହାକୁ ନେଇ ଲୋକେ ଖୁବ କମେଣ୍ଟ କରୁଛନ୍ତି ।
ୟୁଜର୍ସଙ୍କ କହିବା ଅନୁଯାୟୀ ବୃଦ୍ଧ ବ୍ୟକ୍ତିଙ୍କୁ ସାହାଯ୍ୟ ନ କରିଥିବାରୁ ଶ୍ରଦ୍ଧାଙ୍କୁ ଲଜ୍ୟା ଲାଗିବା କଥା । ଯଦି ୧୦ ଟଙ୍କା ଦେଇପାରିବ ନାହିଁ ତେବେ ଏତେ ବଡ ବ୍ୟାଗ ଧରି ଲାଭ କଣ ବୋଲି ଜଣେ ୟୁଜର କହିଛନ୍ତି । ସେହିପରି ଆଉ ଜଣେ କହିଥିଲେ, ଚାଚାଙ୍କୁ ଯଦି ପଇସା ଦେଇ ନ ପାରିଲ ତେବେ କିଛି ଖାଇବାକୁ ତ ଦେଇ ପାରିଥାନ୍ତ ! ସେହିପରି ତାଙ୍କ ସପକ୍ଷରେ ମଧ୍ୟ ୟୁଜର କହିଛନ୍ତି କି, ସେଲିବ୍ରିଟିଙ୍କ ପାଖରେ ସବୁବେଳେ କ୍ୟାଶ ନଥାଏ । ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।