ଲୋକ କୁହନ୍ତି ଆମ୍ବେଦକର ଙ୍କର ପାଦ ଛୁଅନ୍ତି ଗାନ୍ଧୀ, ଏହି କଥାର ସତ୍ୟତା ଜାଣି ନିଅନ୍ତୁ ବହୁତ କାମରେ ଆସିବ।

ମହାତ୍ମା ଗାନ୍ଧୀ ଏବଂ ଡା. ଆମ୍ବେଦକର ସମ୍ବିଧାନ ର ନିର୍ମାତା । କିନ୍ତୁ ଯେତେବେଳେ ଏହି ଦୁଇ ଜଣଙ୍କ କଥା କୁହା ଯାଏ, ତେବେ ଦେଖାଯାଏ କି ଏମାନଙ୍କର ସମ୍ବନ୍ଧ ବଡ କଟୁ ଥିଲା । ବିଗତ ଆଠ ଦଶକ ହେବ ପାଖା ପାଖି ଚାରି ପିଢୀ ଏହି କଥା କୁହା ଯାଉଛି ଏବଂ ପଢା ଯାଉଛି ଏମାନଙ୍କ ମଧ୍ୟରେ କୌଣସି ଆତ୍ମୀୟ ସମ୍ବନ୍ଧ ନଥିଲା, କିନ୍ତୁ ଟିକେ – ବହୁତ ଶିଷ୍ଟାଚାର ଭଳି ସମ୍ବନ୍ଧ ଥିଲା । କୁହାଯାଏ କି ସବୁ କଥାରେ ଦୁଇ ଜଣଙ୍କ କଥା ମିଶୁ ନଥିଲା ।

ଫୋଟରେ ଆମ୍ବେଦକର ଙ୍କର ପାଦ ଛୁଇଁବାର ନଜର ଆସୁଛନ୍ତି ଗାନ୍ଧୀ

ଭାଇରାଲ ହେଉଥିବା ଏହି ଫୋଟରେ ଗାନ୍ଧୀ ଆମ୍ବେଦକର ଙ୍କର ଗୋଡ ଛୁଇଁବାର ନଜର ଆସୁଛି । ଏହାକୁ ସମସ୍ତେ ସେୟାର କରୁଛନ୍ତି । ଏହି ଫୋଟରେ ଗାନ୍ଧୀଜି ଆମ୍ବେଦକରଙ୍କର ଗୋଡ ଧରିବାର ଦେଖା ଯାଉଛନ୍ତି ।

 

କିନ୍ତୁ ଆମେ ସୋସିୟାଲ ମିଡିୟା ର କଥାକୁ ବିଶ୍ଵାସ କରୁଛୁ ତେବେ ସତ କଣ ? ଏହା ଜାଣିବା ବହୁତ ଜରୁରୀ ଅଟେ । ଆମେ ଆପଣଙ୍କୁ କହୁଛୁ ଯେ ଏହି ଫୋଟ ଅସଲି ନୁହ ଏହା କାହାର ବେକାର ଏବଂ ଦୁଷ୍ଟାମି କାମ ହେଇଥାଏ ତେବେ ଆପଣ କଣ କରିବେ ? ଫଟୋ ରେ ପୁରା ଠିକ ସେ ଦେଖା ଯାଉଛି ଯେ ଗାନ୍ଧୀ ଗୋଡ ଧରୁଛନ୍ତି କିନ୍ତୁ ଏହା ସତ ନୁହେଁ ।

ଫୋଟୋଶପରେ ବନଯାଇଛି ଏହି ଫୋଟୋ

କହିବାକୁ ଗଲେ ଏହି ଫଟୋ ଟି ଦୁଇଟି ଅଲଗା ଅଲଗା ଫଟୋ କୁ ନେଇ ତିଆରି କରା ଯାଇଛି । ଦୁଇଟି କୁ କେହି ଫୋଟୋଶପର ଯୋଡି ଦେଇଛି । ତଳେ ଆପଣ ଯେଉଁ ଫୋଟ ଦେଖୁ ଛନ୍ତି ସେ ଡକ୍ଟର ଆମ୍ବେଦକରଙ୍କର ପୁରା ପରିବାରର ଫୋଟ ଅଟେ । ଯେଉଁଥିରେ ଡକ୍ଟର ଆମ୍ବେଦକର ନିଜ ସ୍ତ୍ରୀ ସବିତା ସହିତ ପୁଅ ବସି ଛନ୍ତି ଏବଂ ତାଙ୍କ ଦୁଇଜଣଙ୍କ ମଧ୍ୟରେ ତାଙ୍କର ପାଳିତ କୁକୁର ବସିଛି ।

ବର୍ତ୍ତମାନ ତଳେ ଯେଉଁ ଆପଣ ଫୋଟଟି ଦେଖୁଛନ୍ତି ଏହା ୧୯୩୦ ମସିହାର ଯେତେବେଳେ ବାପୁ ଦାଣ୍ଡି ମାର୍ଚ ପାଇଁ ଲୁଣ ଉଠାଉଥିଲେ ଏବଂ ତାଙ୍କ ପଛରେ ସମର୍ଥକ ଛିଡା ହୋଇଥିଲେ । ଫୋଟ  ବନେଇଲାବାଲା ଡକ୍ଟର ଆମ୍ବେଦକରଙ୍କର ପରିବାର ଏବଂ ଗାନ୍ଧୀଙ୍କର ଲୁଣ ଉଠାଉଥିବା ଫୋଟକୁ ଫୋଟୋଶପ ଜରିଆରେ ଗାନ୍ଧିଙ୍କୁ ଡକ୍ଟର ଆମ୍ବେଦକରଙ୍କର ଗୋଡ ଛୁଇଁବାର ଦେଖାଇ ଦେଉଛି ।