ଗାଈ ଆପଣଙ୍କୁ ଦେଇଥାଏ ଭବିଷ୍ୟର ଏହି ସବୁ ସୂଚନା ବିଷୟରେ, କଣ ଶୁଭ କଣ ଅଶୁଭ ଜାଣନ୍ତୁ

ହିନ୍ଦୁ ଧର୍ମ ଅନୁସାରେ ଗାଈର ପୂଜା ଅର୍ଚନା କରାଯାଏ କାରଣ ଗାଈ ମଧ୍ୟରେ ୩୩ କୋଟି ଦେବୀ ଦେବତା ବାସ କରିଥାନ୍ତି । ଏହା ସହିତ ଗାଈର କ୍ଷୀର ଅମୃତ ସମାନ ହୋଇଥାଏ । ଗାଈ ଏକ ଗୃହପାଳିତ ପଶୁ ହୋଇଥିବାରୁ ପ୍ରାୟ ସମସ୍ତଙ୍କ ଘରେ ଗାଈକୁ ପାଳନ କରିଥାନ୍ତି । କହିଦେଉଛୁ କି ପ୍ରତ୍ୟକ ଗୃହପାଳିତ ପଶୁମାନଙ୍କ ଠାରୁ ବିଭିନ୍ନ ପ୍ରକାରର ସଂକେତ ମିଳିଥାଏ । ଏହି ସଂକେତ ଆମକୁ ଆମ ଜୀବନର ସମସ୍ତ ଶୁଭ ଓ ଅଶୁଭ ଘଟଣା ବିଷୟରେ କହିଥାଏ ।

ଆଜି ଆମେ ଆପଣଙ୍କୁ ଗାଈ ଦ୍ଵାରା ମିଳୁଥିବା ସେହି ସମସ୍ତ ସଂକେତ ବିଷୟରେ କହିବୁ । ତେବେ ଚାଳନ୍ତୁ ଜାଣିବା କେତେବେଳେ ଗାଈ ଦେଖିବା ଶୁଭ ହୋଇଥାଏ ଓ କେତେବେଳେ ଅଶୁଭ ହୋଇଥାଏ ।

ଯଦି ଆପଣ କୌଣସି ଦୂର ସ୍ଥାନକୁ ଯିବା ପାଇଁ କିମ୍ବା କୌଣସି ଗୁରୁତ୍ଵ ପୂର୍ଣ କାର୍ଯ୍ୟକୁ କରିବାବା ପାଇଁ ଘରୁ ବାହାରକୁ ଯାଉଛନ୍ତି ଓ ସେହି ସମୟରେ ଯଦି ଆପଣ କୌଣସି ଗାଈ ଦେଖୁଛନ୍ତି ତେବେ ବୁଝି ଯାଆନ୍ତୁ କି ଆପଣ ଯେଉଁ ସ୍ଥାନକୁ ଯାଉଛନ୍ତି ସେଠି ଆପଣଙ୍କୁ ଶୁଭ ପରିଣାମ ମିଳିବ । ଆପଣମାନଙ୍କୁ ସୁସମ୍ବାଦ ମଧ୍ୟ ମିଳିବ । ସ୍ଵପ୍ନରେ ଯଦି ଆପଣ ଗୋଟିଏ ଧଳା ଗାଈ ସହିତ ତାହାର ବାଛୁରିକୁ ଦେଖୁଛନ୍ତି ତେବେ ଜାଣି ଯାଆନ୍ତୁ କି ସେହି ଦିନର ସମସ୍ତ କାର୍ଯ୍ୟରେ ଆପଣ ସଫଳ ହେବେ ।

ସ୍ଵପ୍ନରେ ଧଳା ଗାଈ ଦେଖିବାର ଅନ୍ୟ ଏକ ଅର୍ଥ ହେଉଛି ଆପଣଙ୍କ ଉପରେ ସମସ୍ତ ଦେବୀ ଦେବତାଙ୍କ ଆଶୀର୍ବାଦ ଅଛି । ଯଦି ଆପଣ ନିଜ ଘରେ ଗାଈ ରଖିଛନ୍ତି ଓ ଆପଣ ଯଦି ଗାଈ ଆଖିରୁ ଲୁହ ବାହାରୁଥିବାର ଦେଖୁଛନ୍ତି ତେବେ ଜାଣି ଯାଆନ୍ତୁ କି ଆପଣଙ୍କ ଘରର ପ୍ରମୁଖ ବ୍ୟକ୍ତି ଜଲ୍ଦି ହିଁ ଅସୁସ୍ଥ ହେବେ । ସେଥିପାଇଁ ଏହିଭଳି ସ୍ଥିତି ଯଦି ସାମ୍ନାକୁ ଆସୁଛି ତେବେ ସତର୍କ ହୋଇ ଯାଆନ୍ତୁ । ଯଦି ଆପଣ ଗାଈ ଚାରିପଟେ ମାଛି କିମ୍ବା କୁକୁର ବୁଲୁଥିବାର ଦେଖିବେ ତେବେ ବୁଝି ଯିବେ କି ସେହି ଦିନ ବର୍ଷା ହୋଇପାରେ ।

ଯଦି ସୂର୍ଯ୍ୟ ଉଦୟ ହେବା ପରେ ଗୋଟିଏ ଗାଈ କିମ୍ବା ବାଛୁରି ବିନା ଡାକରାରେ ଗୃହର ମୁଖ୍ୟ ଦ୍ଵାରାରେ ଆସି ଛିଡା ହୋଇ ଯାଉଛି ତେବେ ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ସେଥିପାଇଁ ଆପଣ ଗାଈକୁ କିଛି ଖାଦ୍ୟ ନିଶ୍ଚିତ ରୂପରେ ଦିଅନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।