ଭାରତରେ ସବୁଠୁ ବଡ ସମ୍ମାନିତ ପୁରସ୍କାର କଣ ! ଏହା ସହିତ ଆହୁରି 26ଟି GK ପ୍ରଶ୍ନ ଓ ଉତ୍ତର

IASର ଇଣ୍ଟରଭିୟୁରେ ବିଭିନ୍ନ ପ୍ରକାରର ଅଜବ ଗଜବ ପ୍ରଶ୍ନ କରାଯାଏ କି ତାକୁ ଶୁଣିବା ପରେ ଲୋକମାନଙ୍କର ମୁଣ୍ଡ ଖରାପ ହୋଇଯାଏ ଓ ଲୋକମାନେ ଚିନ୍ତାରେ ପଡି ଯାଆନ୍ତି । କହିବାକୁ ଗଲେ ଏହି ଇଣ୍ଟରଭିୟୁରେ କ୍ୟାଣ୍ଡିଡେଟର ଦେଖାଯାଏ କି ତାହାର ସେନ୍ସ ଅଫ ହ୍ୟୁମର କେତେ ଭଲ ଅଛି । ଆଜି ଆମେ ଆପଣଙ୍କ ପାଇଁ IAS ଇଣ୍ଟରଭିୟୁରେ ପ୍ରଶ୍ନ କରାଯାଉଥିବା କିଛି ଏମିତି ହିଁ ପ୍ରଶ୍ନ ନେଇ ଆସିଛୁ । ଆପଣମାନେ ବି ଚିନ୍ତାରେ ପଡିଯିବେ କି ଏହି ସବୁ ପ୍ରଶ୍ନ ପଛରେ କଣ ରହସ୍ୟ ଲୁଚି ଅଛି ।

ସଂଘ ଲୋକ ସେବା ଆୟୋଗ ମାନେ UPSCର ପରୀକ୍ଷା ପାସ କରିବା ବହୁତ କଠିନ ଅଟେ । ଏହି ପରୀକ୍ଷାଟି ସମସ୍ତ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ଅଟେ । ଆପଣଙ୍କୁ କହିଦେଉଛୁ କି ଏହି ପରୀକ୍ଷାକୁ ଲିଖିତ ରୂପରେ ପାସ କରିବା ପରେ IAS ହେବା ପାଇଁ ଆପଣଙ୍କର ଇଣ୍ଟରଭିୟୁ ବି ନିଆ ଯାଇଥାଏ । ଯେଉଁଥିରେ ଏହି ସବୁ ଭୟଙ୍କର ପ୍ରଶ୍ନ ଆସିଥାଏ ।

୧- ଭାରତରେ ସବୁଠୁ ବଡ ସମ୍ମାନିତ ପୁରସ୍କାର କଣ ଅଟେ ?

ଉତ୍ତର- ଭାରତ ରତ୍ନ

୨- କେଉଁ ପଶୁ ଡେଇଁ ପାରେ ନହିଁ ?

ଉତ୍ତର- ହାତୀ

୩- କର୍ମ ହିଁ ପୂଜା ଅଟେ ବୋଲି କିଏ କହିଥିଲ ?

ଉତ୍ତର- ମହାତ୍ମା ଗାନ୍ଧୀ

୪- ବିଶ୍ଵର ସର୍ବାଧିକ ସ୍ଥଳ ସୀମା ଥିବା ଦେଶର ନାଁ କଣ ?

ଉତ୍ତର- ଚୀନ

୫- ବର୍ଷର ସବୁଠୁ ବଡ ଦିନ କେବେ ଆସିଥାଏ ?

ଉତ୍ତର- ୨୧ ଜୁନ

୬- ବର୍ତମାନ ଚନ୍ଦ୍ରରେ କେତେ ଜଣ ଲୋକ ଯାଇସାରିଛନ୍ତି ?

ଉତ୍ତର- ୧୨

୭- ସବୁଠୁ ଅଧକ ପୋଲିସ କେଉଁ ଦେଶରେ ଅଛି ?

ଉତ୍ତର- ଆମେରିକା

୮- ଭାରତର ନେପୋଲିୟନ କାହାକୁ କୁହନ୍ତି ?

ଉତ୍ତର- ସମୁଦ୍ରଗୁପ୍ତ

୯- ଗୌତମ ବୁଧ ମୃତ୍ୟୁ କେଉଁଠାରେ ହୋଇଥିଲା ?

ଉତ୍ତର- କୁଶୀନଗର

୧୦- କେଉଁ ଦେଶରେ କୁକୁର ପାଳିବା ଅପରାଧ ଅଛି ?

ଉତ୍ତର – ଆଇସଲ୍ୟାଣ୍ଡ

୧୧- ଭବିଷ୍ୟତର ଇନ୍ଧନ କାହାକୁ କୁହନ୍ତି ?

ଉତ୍ତର – ଟାଟେନିୟମ

୧୨- ବିଶ୍ଵର ସବଠୁ ବଡ ଦେଶର କିଏ ?

ଉତ୍ତର – ରୁସ

୧୩- ଗେଟୱ ଅଫ ଇଣ୍ଡିଆ କେଉଁ ସ୍ଥାନରେ ଅଛି ?

ଉତ୍ତର – ମୁମ୍ବାଇ

୧୪- ଭାରତର ପ୍ରଥମ ବାୟସରାୟ କିଏ ଥିଲେ ?

ଉତ୍ତର – ଲର୍ଡ କେନିଗ

୧୫- କିୱି କେଉଁ ଦେଶର ରାଷ୍ଟ୍ରୀୟ ପକ୍ଷୀ ଅଟେ ?

ଉତ୍ତର – ନ୍ୟୁଜିଲାୟଣ୍ଡ

୧୬- ଯୋଜନା ଆୟୋଗର ସ୍ଥାପନା କେବେ ହୋଇଥିଲା ?

ଉତ୍ତର – ୧୫ ମାର୍ଚ ୧୯୫୦

୧୭- କେଉଁ ପଶୁ ସବୁଠୁ ଅଧିକ ଦୌଡି ପାରେ ?

ଉତ୍ତର- ଚିତା

୧୮- କେଉଁ ପଶୁ ୩ଟି ଆଖି ପତା ଅଛି ?

ଉତ୍ତର – ଓଟ

୧୯- ଭାରତରେ ସବୁଠୁ ବଡମସଜିଦ କେଉଁଠି ଅଛି ?

ଉତ୍ତର – ଜାମାମସଜିଦ

୨୦- ଜାପାନ ମୁଦ୍ରର ନାମ କଣ ଅଟେ ?

ଉତ୍ତର – ୟେନ

୨୧- ଭାରତର କେଉଁ ରାଜ୍ୟର ସବୁଠୁ ଅଧିକ ରୁଣ ଅଛି ?

ଉତ୍ତର- ମହାରାଷ୍ଟ୍ର

୨୨- ଦ୍ଵିତୀୟ ପାନିପଥ ଯୁଦ୍ଧ କେବେ ହୋଇଥିଲା ?

ଉତ୍ତର- ୧୫୫୬

୨୩- ଦୁନିଆର ସବୁଠୁ ଛୋଟ ପକ୍ଷୀର ନାମ କଣ ?

ଉତ୍ତର- ହାମିଙ୍ଗ ବାର୍ଡ

୨୪- କଳା ସୁନା କାହାକୁ କୁହାଯାଏ ?

ଉତ୍ତର- ଅଫିମ

୨୫- କେଉଁ ଜୀବର ମସ୍ତିସ୍କ ନ ଥାଏ ?

ଉତ୍ତର- ଜେଲିଫିଶ

୨୬- ୨୦୦ ଟଙ୍କା ଚେଞ୍ଜ କର, ଯେଉଁଥିରେ ୨୦ ଟଙ୍କିଆ ନ ଥିବ, କିନ୍ତୁ ୨୦ ଟି ନୋଟ ଥିବ, କୁହ କେମିତି କରିବେ ?

ଉତ୍ତର- ୧୦ ଟଙ୍କିଆ ୨୦ ଟି ନେଇଯିବେ

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।