Jyotisha Shastra- ନିଜ ସ୍ତ୍ରୀର ଦିବାନା ହେଇଥାନ୍ତି ଏହି 4 ନାମର ପୁରୁଷ

ଦୁନିଆର ସବୁ ନାରୀମାନେ ଚିନ୍ତା କରନ୍ତି କି ତାଙ୍କ ସ୍ଵାମୀ ତାଙ୍କୁ ଦୁନିଆର ସବୁଠୁ ଅଧିକ ଭଲ ପାଆନ୍ତୁ ଓ ତାଙ୍କର ସବୁ କଥା ମାନନ୍ତୁ । ଏଥିପାଇଁ ସବୁ ନାରୀ ନିଜ ପାଇଁ ସ୍ଵାମୀ ପସନ୍ଦ କରିବା ପୂର୍ବରୁ ତାଙ୍କୁ ଭଲ ଭାବରେ ଜାଣିବାକୁ ଚାହିଁ ଥାନ୍ତି । ଏହା ସହିତ ସବୁ ମାତା ପିତା ଝିଅ ଓ ପୁଅର ବିବାହ କରିବା ପୂର୍ବରୁ ତାଙ୍କର ଜାତକ ମିଳାଇ ଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ପୁରୁଷର ନାମର ପ୍ରଥମ ଅକ୍ଷରରୁ ହିଁ ତାର ଚରିତ୍ର ଓ ସ୍ଵଭାବ ବିଷୟରେ ଜଣା ପଡିଥାଏ । ତେବେ ଆସନ୍ତୁ ଜାଣିବା ଏମିତି ୪ ନାମବାଲା ପୁରୁଷ ବିଷୟରେ ଯେଉଁମାନେ ସ୍ଵାମୀର ଦାୟିତ୍ଵକୁ ଭଲ ଭାବରେ ତୁଲାଇଥାନ୍ତି ।

B ନାମ ବାଲା ପୁରୁଷ

ଏହି ପୁରୁଷମାନେ ସବୁବେଳେ ନିଜ ସ୍ତ୍ରୀର ଦିବାନା ଥାନ୍ତି । ଏମାନେ ସ୍ତ୍ରୀକୁ ନିଜ ଜୀବନ ଠାରୁ ଅଧିକ ଭଲ ପାଇଥାନ୍ତି । ସବୁ କ୍ଷେତ୍ରରେ ନିଜ ସ୍ତ୍ରୀକୁ ସହଯୋଗ ବି କରିଥାନ୍ତି । ଏହି ପୁରୁଷମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏହା ସହ ଭଲ ସ୍ଵାମୀ ବି ହୋଇଥାନ୍ତି ।

S ନାମ ବାଲା ପୁରୁଷ

ଏହି ପୁରୁଷମାନେ ବହୁତ ଜିଦି ସ୍ଵଭାବର ହୋଇଥାନ୍ତି । ଏମାନେ ଦେଖିବାକୁ ଉପରୁ କଠୋର ହୋଇଥାନ୍ତି କିନ୍ତୁ ଯେଉଁ ନାରୀକୁ ଭଲ ପାଇଥାନ୍ତି ତା ପ୍ରତି ସବୁବେଳେ ବିଶ୍ଵାସୀ ହୋଇଥାନ୍ତି । ଏମାନେ ବହୁତ ଗମ୍ଭୀର ସ୍ଵଭାବର ବ୍ୟକ୍ତି ହୋଇଥାନ୍ତି ଓ କେବେ ବି ନିଜର ଭଲ ପାଇବାକୁ ନିଜ ଜୀବନସାଥି ପ୍ରତି କମ ହେବାକୁ ଦିଅନ୍ତି ନାହିଁ । ଏହା ସହିତ ନିଜ ଜୀବନସାଥିର ସବୁ କଥା ପ୍ରତି ଧ୍ୟାନ ଦେଇଥାନ୍ତି ।

R ନାମ ବାଲା ପୁରୁଷ

ଏହି ପୁରୁଷମାନେ ନିଜ ଜୀବନସାଥୀକୁ ନେଇ ବହୁତ ଗମ୍ଭୀର ଥାନ୍ତି । ଏହି ପୁରୁଷମାନେ ନିଜ ଜୀବନସାଥି ପାଇଁ କିଛି ବି କରିବା ପାଇଁ ପଛ ଘୁଞ୍ଚା ଦିଅନ୍ତି ନାହିଁ । ଜୀବନ ସାଥିର ସବୁ ଇଚ୍ଛା ତାଙ୍କର କହିବା ପୂର୍ବରୁ ଜାଣିପାରନ୍ତି । ଏମାନେ ନିଜ ଜୀବନ ସାଥି ପ୍ରତି ବହୁତ ବିଶ୍ଵାସୀ ଅଟନ୍ତି । ଏମାନେ ଜୀବନ ସାଥି ଉପରକୁ କୌଣସି ଆଞ୍ଚ ଆସିବାକୁ ଦିଅନ୍ତି ନାହିଁ  ।

A ନାମ ବାଲା ପୁରୁଷ

ଏହି ନାମର ପୁରୁଷ ମାନେ ଅଳ୍ପ ମସ୍ତି ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ଜୀବନସାଥିର ବହୁତ ଧ୍ୟାନ ରଖିଥାନ୍ତି । ଏମାନଙ୍କୁ ଲୋକମାନେ ସ୍ତ୍ରୀର ଗୁଲାମ ବୋଲି କୁହନ୍ତି କିନ୍ତୁ ଏମାନେ ଏକ ଭଲ ନିର୍ମଳ ସ୍ଵଭାବର ସ୍ଵାମୀ ହୋଇଥାନ୍ତି । ଏମାନେ ସ୍ତ୍ରୀର ସବୁ ଇଚ୍ଛା ପୂରଣ କରି ଥାନ୍ତି । ଏଥିପାଇଁ କୌଣସି ନିସ୍ପତି ନେବା ପୂର୍ବରୁ ଭଲ ଭାବରେ ସବୁ କିଛି ବୁଝି ବିଚାରୀ କାମ କରିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।