ଘରେ ଯଦି ପଇସା ରହୁ ନାହିଁ ତ ଅଳ୍ପ କିଛି ଚାଉଳର କରିନିଅନ୍ତୁ ଏହି ସହଜ ଉପାୟ, ତାପରେ ଦେଖନ୍ତୁ କେମିତି ବର୍ଷୁଛି ଧନ

ପ୍ରତ୍ୟକ ବ୍ୟକ୍ତି ସବୁବେଳେ ଏହା ଚାହିଁଥାଏ କି ତାହା ଜୀବନରେ କେବେ ବି ଟଙ୍କାର ଅଭାବ ନ ଥାଉ ଓ ଜୀବନରେ ସବୁବେଳେ ଖୁସି ଥାଉ । କିନ୍ତୁ ବେଳେ ବେଳେ ଆପଣ ବହୁତ ଟଙ୍କା ରୋଜଗାର କରିଥାନ୍ତି କିନ୍ତୁ କୌଣସି କାରଣ ବଶତଃ ଏହି ଟଙ୍କା ଘରେ ରୁହେ ନାହିଁ ଅର୍ଥାତ ସବୁବେଳେ ଟଙ୍କାର ଅଭାବ ଲାଗି ରହିଥାଏ । ଏହି କାରଣରୁ ଆପଣ ସବୁବେଳେ ଚିନ୍ତିତ ରୁହନ୍ତି । ଆପଣ ଏଥିପାଇଁ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ କରିଥାନ୍ତି । ଏମିତିରେ ଆଜି ଆମେ ଆପଣମାନଙ୍କୁ ଘରେ କିପରି ସୁଖ ଶାନ୍ତି ରହିବ ଓ କିପରି ଆପଣ ଧନ ଉପାର୍ଜନ କରିବେ ।

ସେଥିପାଇଁ ଏକ ଛୋଟ ଉପାୟ କହିବୁ । ଏହାକୁ ଆପଣ ନିଶ୍ଚୟ ପ୍ରୟୋଗ କରି ଦେଖନ୍ତୁ । ଏହି ଉପାୟଟି ବହୁତ ସହଜ ଓ ସରଳ ଉପାୟ ଅଟେ । ଯାହାକୁ କରିବା ଦ୍ଵାରା ଆପଣଙ୍କ ଧନ ଭଣ୍ଡାର କେବେ ବି ଖାଲି ରହିବ ନାହିଁ ।


ବରଂ ଏହି ଧନ ଦିନକୁ ଦିନ ବୃଦ୍ଧି  ହେବ । ଏହା କେବଳ ଗୁରୁବାର କିମ୍ବା ଶୁକ୍ରବାର ଦିନ ହିଁ କରିବେ । ସପ୍ତାହର ଗୁରୁବାର ଦିନ ହେଉଛି ଦେବଗୁରୁ ଓ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ଦିନ ହୋଇଥାଏ । ଏହି ଦୁଇ ଦିନରେ କରାଯାଇଥିବା ସମସ୍ତ କାମ ଅତି ଶୀଘ୍ର ଫଳ ଦେଇଥାଏ । ତେଣୁ ଆପଣ ଏହି ଦୁଇବାରରେ ହିଁ ସବୁ କାମ କରନ୍ତୁ । ଆପଣ ଗୋଟିଏ ଛୋଟ ମାଠିଆ ନେବେ ଓ ମାଟିରେ ତିଆରି ହେଇଥିବା ମାଠିଆ ନେବେ । ଯଦି ଆପଣଙ୍କ ପାଖରେ ମାଟିର ମାଠିଆ ନାହିଁ ତେବେ ଆପଣଙ୍କ ଘରେ ପୂଜା ପର୍ବ ବେଳେ ଯେଉଁ କଳସ ବ୍ୟବହାର ହୋଇଥାଏ  ସେହି କଳସକୁ ଆପଣ ନେଇ ପାରିବେ ।

କିନ୍ତୁ ଯେଉଁ ମାଠିଆରେ ଆପଣ ପାଣି ପିଉଥିବେ କିମ୍ବା ବ୍ୟବହାର କରୁଥିବେ ତାକୁ କେବେ ହେଲେ ନେବେ ନାହିଁ ଓ ଛୋଟ ମାଟିର କଳସ ନେବେ । ଯଦି ମାଠିଆ ବଜାରରୁ ଆଣି ପାରୁ ନାହାନ୍ତି । ତେବେ ଗୋଟିଏ ବଡ ମାଟିର ଦୀପ ନେଇ ପାରିବେ । ଏହି ମାଠିଆ କିମ୍ବା ଦୀପରେ ଚାଉଳ ରଖନ୍ତୁ । ଏହା ପରେ ଆପଣ ଏହି ଛୋଟ ମାଠିଆରେ ଫୁଲ କରି ଚାଉଳ ରଖନ୍ତୁ ଓ ଦୁଇଟି ଦୁବ ଘାସ ନେବେ ଯାହାକି ପ୍ରଭୁ ଗଣେଶଙ୍କୁ ବହତ ପ୍ରିୟ ହୋଇଥାଏ । ଏହା ପରେ ଏଥିରେ ଗୋଟେ ଏକ ଟଙ୍କିଆ କଏନ ରଖି ଦିଅନ୍ତୁ ।

ଏହି ସବୁକୁ ଚାଉଳ ଭିତରେ ରଖି ଦିଅନ୍ତୁ । ଏହା ପରେ ନାଲି କପଡାରେ ସେହି ଦୀପ ସହିତ ଭିତରେ ଥିବା ଚାଉଳ ଓ ପଇସାକୁ ଭଲ ଭାବରେ ବାନ୍ଧିଦେବେ । ଏହା ପରେ ଏହାକୁ ଘରର ଉତ୍ତର ପଶ୍ଚିମ କୋଣରେ ରଖି ଦିଅନ୍ତୁ । ଏହାକୁ ଆପଣ ପୁରା ବର୍ଷ ପର୍ଯ୍ୟନ୍ତ ସ୍ପର୍ଶ କରନ୍ତୁ ନାହିଁ । ଏହାକୁ ସେମିତି ସ୍ଥିର କରି ରଖି ଦିଅନ୍ତୁ । ପୁଣି ଏହାକୁ ଆସନ୍ତା ବର୍ଷ ମାତା ଲକ୍ଷ୍ମୀଙ୍କୁ ସ୍ମରଣ କରି ନଦୀରେ ଭସାଇ ଦେବେ । ନଚେତ କୌଣସି ପକ୍ଷୀମାନଙ୍କୁ ଖାଇବାକୁ ଦେଇ ଦିଅନ୍ତୁ ।

ଭୁଲରେ କେବେ ହେଲେ ଛାତ ଉପରେ ପକେଇବେ ନାହିଁ । କିନ୍ତୁ ଏଥିରେ ଥିବା କଏନକୁ ନିଜ ପାଖରେ ରଖି ଦିଅନ୍ତୁ ।  ନ ହେଲେ କାହାକୁ ଦାନ କରି ଦିଅନ୍ତୁ । ଏହି ଉପାୟଟି କରନ୍ତୁ ଆପଣଙ୍କ ଘରେ ସବୁବେଳେ ଧନ ବର୍ଷା ହବ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।