ଆଜିର ରାଶିଫଳ, 1 ଜାନୁଆରୀ 2021, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ଆର୍ଥିକକ୍ଷେତ୍ରରେ ଆସିବ ବଡ ପରିବର୍ତ୍ତନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧ ଜାନୁଆରୀ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ନୂଆ ଚିନ୍ତାଧାରା ସହ ସକଳାର ଆରମ୍ଭ କରିବେ । ଆଜି ଆପଣଙ୍କ ଭିତରେ ନୂଆ ଶକ୍ତି ଓ ଊର୍ଜାର ସଂଚାର ହେବ । ଆଜି ଆପଣଙ୍କ ମନୋବଳ ବଢିବ । କାର୍ଯ୍ୟରେ ସଫଳତା ମିଳିବା ଦ୍ଵାରା ମନ ପ୍ରସନ୍ନ ରହିବ । ଆପଣ କୌଣସି ଦିଗରେ ଆଗକୁ ବଢିବା ପାଇଁ ଚେଷ୍ଟା କରିବେ । ମିତ୍ରମାନଙ୍କ ପୁରା ସହଯୋଗ ମିଳିବ । ସହକର୍ମୀଙ୍କ ସହ ଗୁପ୍ତ ରୂପରେ ସମ୍ପର୍କ ରଖିବେ । ପରାକ୍ରମ ବୁଦ୍ଧି ହେବ । କାରୋବାର ଭଲ ଚାଲିବ । ନୂଆ ସମ୍ପର୍କ ସ୍ଥାପନା କରିବେ ଓ ଲାଭଦାୟକ ବି ହେବେ । ମାନ ପ୍ରତିଷ୍ଠା ବଢିବ । ସମସ୍ତ ବିରୋଧୀ ପରାସ୍ତ ହେବେ ।

ବୃଷ

ଆଜିର ଦିନ ମିଶ୍ରିତ ରହିବ ଓ ଫଳଦାୟକ ବି ରହିବ । ଟଙ୍କା ନେବା ସମୟରେ କିମ୍ବା ଦେବା ସମୟରେ ସାବଧାନ ରୁହନ୍ତୁ । ନିବେଶ କରିବା ସମୟରେ ସାବଧାନ ରୁହନ୍ତୁ । ପାରିବାରିକ ଜୀବନରେ ସନ୍ତୋଷ ରହିବ । ଆପଣଙ୍କ ପରିବାର ଓ ଶଶୁର ଘର ପକ୍ଷରେ ସ୍ଥିତି ଭଲ ରହିବ । ସ୍ୱାସ୍ଥ୍ୟରେ ସୁଧାର ଆସିବ । ଆଜି କାହା ଠାରୁ ଟଙ୍କା ଧାର ନେଇ ପାରନ୍ତି । ଆଜି ଦେଇଥିବା ଟଙ୍କା ଫେରି ପାଇବାର ସମ୍ଭାବନା ଅଛି । ଶୁଣିଥିବା କଥା ଉପରେ ଅଧିକ ବିଶ୍ଵାସ କରନ୍ତୁ ନାହିଁ । ଗାଡି ଚଲାଉଥିବା ସମୟରେ ସାବଧାନ ରୁହନ୍ତୁ ।

ମିଥୁନ

ଆଜି ପ୍ରୟାସ ଅଥବା ନିଜର ଚେଷ୍ଟା ଫଳରେ ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିବ । ବ୍ୟାପାର ଓ ବ୍ୟବସାୟରେ ଉନ୍ନତିର ଅବସର ଦେଖାଦବ । ଆଜି କୌଣସି ଏମିତି ନିଷ୍ପତି ନେବେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦବ । ଆମଦାନୀ ଜବରଦସ୍ତ ହେବ । ଆଜିର ଦିନ ଭଲ ରହିବ ଓ ବିରୋଧୀମାନଙ୍କ ଉପରେ ବିଜୟ ହେବେ । ଯଦି କୌଣସି ନୂଆ ରୋଜଗାର ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ତେବେ ଅବଶ୍ୟ କରନ୍ତୁ । ସଫାଳତା ଅବଶ୍ୟ ମିଳିବ । ଅବିବାହିତ ଲୋକମାନଙ୍କର ବିବାହ ଯୋଗ ଅଛି । କଳାକାର ଓ କାରିଗାରମାନଙ୍କୁ କଳା ପ୍ରଦର୍ଶନ କରିବାର ଅବସର ମିଳିବ ।

କର୍କଟ

ଆଜିର ଦିନ ମଧ୍ୟମ ଧରଣର ରହିବ । ଖର୍ଚ ଅଧିକ ଭଲ ରହିବ । କୌଣସି ନ କୌଣସି କାରଣରୁ ଅନାବଶ୍ୟକ ଖର୍ଚ ହୋଇପାରେ । ଆଜି ଖର୍ଚ ଉପରେ ଲଗାମ ଲଗାନ୍ତୁ ଆପଣଙ୍କ ପାଇଁ ଆବଶ୍ୟକ ଅଛି । ନଚେତ ସମସ୍ୟା ହୋଇପାରେ । ବିରୋଧୀମାନଙ୍କ ପ୍ରତି ସଚେତନ ରୁହନ୍ତୁ । ଆଜି ଅପାନଙ୍କ ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ନୂଆ ଅର୍ଡର ମିଳିବାର ସମ୍ଭାବନା ଅଛି । ବ୍ୟର୍ଥ ଯାତ୍ରା କରି ପାରନ୍ତି । ଶତ୍ରୁ ବଳହୀନ ରହିବେ । ବୈବାହିକ ଜୀବନରେ ସୁଖ ଶାନ୍ତି ପ୍ରାପ୍ତ କରିବେ  । ଆର୍ଥିକ ଲାଭର ସମ୍ଭାବନା ଅଛି । କୌଣସି ବି ପ୍ରକାରର ଖରାପ ଜିନିଷ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।

ସିଂହ

ଆଜି ଆପଣଙ୍କ ଆମଦାନୀ ବଢିବ । ଧନଲାଭ ହେବ । ଜୋଖିମ ପୂର୍ଣ ନିବେଶ କରନ୍ତୁ ଲାଭ ଅବଶ୍ୟ ମିଳିବ । ଆମଦାନୀ ଆଜି ଭଲ ହେବ । ପ୍ରେମ ସମ୍ବନ୍ଧରେ ସଫଳତା ମିଳିବ । ଆପଣଙ୍କ ଦ୍ଵାରା କରାଯାଇଥିବା ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବ । ଏହା ସହିତ ଆପଣଙ୍କର ସମସ୍ତ ଯୋଜନାରେ ସଫଳତା ପରିଲିଖିତ ହେବ । ମିତ୍ରମାନଙ୍କ ସହିତ ମନୋରଞ୍ଜନ କାର୍ଯ୍ୟ ଉପରେ ଖର୍ଚ ହୋଇପାରେ । ଆୟ ଆପଣଙ୍କୁ ନିଜର ପ୍ରତିଭା ଦ୍ଵାରା ମିଳିବ ଓ ତାକୁ ଚିହ୍ନି ପାରିବେ । ନୂଆ ଯୋଜନା ଲାଭଦାୟକ ହେବ । ବିଦ୍ୟାର୍ଥୀମାନଙ୍କ ଆଜିର ଦିନ ଅନୁକୂଳ ରହିବ ।

କନ୍ୟା

ଆଜିର ଦିନରେ ଆପଣଙ୍କ ଗ୍ରହ ନକ୍ଷତ୍ରମାନଙ୍କ ସ୍ଥିତି ଅନୁକୂଳ ରହିବ । ବିଜନେସରେ ଲାଭ ମିଳିବ ଓ ସଫଲାତା ମିଳିବ । କାମ କାର୍ଯ୍ୟରେ ଆସୁଥିବା ବାଧା ଦୂର ହୋଇଯିବ । ଆଜିର ଦିନ ମାନସିକ ଚିନ୍ତା ରହିବ ନାହିଁ । କାର୍ଯ୍ୟ କ୍ଷେତ୍ରରେ ନୂଆ ନୀତି ଆପଣଙ୍କ ପାଇଁ ଲାଭଦାୟକ ରହିବ । ପାରିବାରିକ ଜୀବନରେ ଚିନ୍ତା ରହିବ । ପାରିବାରିକ ସଦସ୍ୟ ଓ ନିକଟସ୍ତ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାରେ ଅବସର ମିଳିପାରେ । ଛୋଟ ପ୍ରବାସର ଯୋଗ ଅଛି । ସ୍ୱାସ୍ଥ୍ୟ ଭଲ ରହିବ । ଧନଲାଭ ହେବ । ପିତା ମାତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ ।

ତୁଳା

ଆଜି ଆପଣଙ୍କ ଧାର୍ମିକ ପ୍ରବୃତି ବଢିବ । ସମାଜରେ ମାନ ପ୍ରତିଷ୍ଠା ବଢିବ । ବିରୋଧୀ ପରାସ୍ତ ହେବେ । ଯାତ୍ରା ଲାଭକାରୀ ହେବ । କୌଣସି ଦୂର ଯାତ୍ରାକୁ ଯିବା ପାଇଁ ପ୍ଲାନିଙ୍ଗ କରି ପାରନ୍ତି । ସମାଜରେ ସମ୍ମାନ ବଢିବା ପାଇଁ କିଛି କାମ କରିବାକୁ ପଡିପାରେ । ଯାହା ଆପଣଙ୍କୁ ପ୍ରସିଦ୍ଧ କରିଦେବ । ବିଦେଶରୁ ଶୁଭ ସମାଚାର ମିଳିବ । ଧାର୍ମିକ କାର୍ଯ୍ୟ ଓ ଯାତ୍ରା ଉପରେ ଯିବାର ଆନନ୍ଦ ନେବେ । ଦାମ୍ପତ୍ୟ ଜୀବନକୁ ନେଇ ଅଳ୍ପ ଚିନ୍ତିତ ରହିବେ । ଆପଣଙ୍କ ପିତା କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧିତ କଷ୍ଟର ସାମ୍ନା କରି ପାରନ୍ତି ।

ବିଚ୍ଛା

ଆଜିର ଦିନ ମିଶ୍ରିତ ଲାଭଦାୟୀ ରହିବ । ଆଜି ପରିଶ୍ରମ ଅଧିକ ଲାଭ କମ ମିଳିବ । କାର୍ଯ୍ୟରେ ବାଧା ଆସିପାରେ । ଆର୍ଥିକ ରୂପରେ ଆଜିର ଦିନ ଭଲ ରହିବ ନାହିଁ । କାର୍ଯ୍ୟରେ ବ୍ୟବଧାନ ଆସିବ । ଯାହା ଆପଣଙ୍କର ମାନସିକ ଅଶାନ୍ତି ବଢିବ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ମାମଲାରେ ଅସୁବିଧାର ସମ୍ମୁଖୀନ କରିବେ । ପୁରା ଦିନ କୌଣସି ବଡ ବିବାଦରେ ପଡନ୍ତୁ ନାହିଁ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ସନ୍ତାନ ସମ୍ବନ୍ଧିତ କିଛି ସମସ୍ୟା ହୋଇପାରେ । ସେଥିପାଇଁ କୌଣସି ବଡ ନିଷ୍ପତି ନେବା ପୂର୍ବରୁ ଆପଣଙ୍କୁ ଆଜି ବଞ୍ଚିବାର ଅଛି ।

ଧନୁ

ଯଦି କୌଣସି ନୂଆ ରୋଜଗାର ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ତେବେ ଅବଶ୍ୟ କରନ୍ତୁ । ସଫଳତା ଅବଶ୍ୟ ମିଳିବ । ଆଜି ଆପଣଙ୍କ ମନୋବଳ ବଢିବ ଓ ଏହା ସହ କାରୋବାର ବି ଭଲ ଚାଲିବ  । ପ୍ରେମ ସମ୍ବନ୍ଧରେ ସଫଳତା ମିଳିବ । ଆଜି ଆପଣ ନିଜର ପ୍ରିୟତମଙ୍କୁ ବିବାହ କରିବା ପାଇଁ ପ୍ରପୋଜ କରିବେ । ଦାମ୍ପତ୍ୟ ଜୀବନରେ ଅଳ୍ପ ରୋମାନ୍ସ ରହିବ । ଆଜି ଆପଣ ଅଳ୍ପ ଶକ୍ତିଶାଳୀ ବି ହୋଇପାରନ୍ତି । ଅବିବାହିତ ଲୋକମାନେ ବିବାହ ମାମଲାରେ ଆଗକୁ ବଢିବେ । ନୂଆ ସମ୍ପର୍କ ସ୍ଥାପନା କରିବେ ଓ ଲାଭକାରୀ ବି ହେବ ।

ମକର

ଯାତ୍ରା ଆପଣଙ୍କ ପାଇଁ ଲାଭକାରୀ ହେବ । କୌଣସି ଯାତ୍ରାକୁ ଯିବାର ଯୋଗ ଅଛି । ଆଜି ଭାଗ୍ୟ ଆପଣଙ୍କ ପୁରା ସାଥ ଦେବ । କିଛି ଧନହାନି ହେବାର ସମ୍ଭାବନା ଅଛି । କିନ୍ତୁ ଧନଲାଭର ଯୋଗ ଅଛି । ଆଜି ବାଣୀ ଉପରେ ସଂଯମତା ରଖନ୍ତୁ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିପାରେ । ସନ୍ତାନମାନଙ୍କ ପାଇଁ ଆଜିର ଦିନ ଭଲ ରହିବ । ଦାମ୍ପତ୍ୟ ଜୀବନ ଚିନ୍ତା ମୁକ୍ତି ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ମା ର ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ପ୍ରେମ ସମ୍ବନ୍ଧ ମାମଲାରେ ଆଜିର ଦିନ ସାମାନ୍ୟ ରହିବ ।

କୁମ୍ଭ

ଆପଣଙ୍କ ସାହାସ ଓ ପରାକ୍ରମ ବଢିବ । ବ୍ୟାପାରରେ ଆଜିର ଦିନ ଭଲ ରହିବ । ମାନସିକ ରୂପରେ ଅଳ୍ପ କମଜୋର ରହିବେ । ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ । କିନ୍ତୁ ବ୍ୟାପାରରେ ଉତ୍ତମ ଲାଭର ଯୋଗ ଅଛି । କୌଣସି ପୁରୁଣା କାର୍ଯ୍ୟ ଆରମ୍ଭ ହୋଇପାରେ । ଆଜିର ଦିନ ଭଲ ଅଛି । ଘରର କାର୍ଯ୍ୟ ପଛରେ ଟଙ୍କା ଅଧିକ ବ୍ୟୟ କରିବେ । ସମ୍ବନ୍ଧରେ ଭାବନାର ପ୍ରାଧ୍ୟାନତା ଦେବା ଦ୍ଵାରା ସମ୍ବନ୍ଧ ସୁଖଦାୟୀ ହେବ ।

ମୀନ

ଆଜି ଆପଣଙ୍କର ଚିନ୍ତା ରହିବ । ସନ୍ତାନଙ୍କ ସ୍ୱାସ୍ଥ୍ୟ ଠିକ ରହିବ । କିନ୍ତୁ ଶିକ୍ଷାରେ ବାଧା ଆସିପାରେ । ଆଜିର ଦିନ ଦୂର ଯାତ୍ରା କରିବା ପାଇଁ କୌଣସି ଯୋଜନା କରି ପାରନ୍ତି । ବାଦ ବିବାଦ ଠାରୁ ବଞ୍ଚନ୍ତୁ । ନିଜ କାମ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ସରକାରୀ କାର୍ଯ୍ୟରେ ସଫଳତା ମିଳିବ । କିନ୍ତୁ ଲୋକମାନଙ୍କ ବ୍ୟବହାର ଆପଣଙ୍କ ପାଇଁ ନିରାଶାଜନକ ରହିବ । ପ୍ରେମ ସମ୍ବନ୍ଧକୁ ନେଇ ଚିନ୍ତା ଉତ୍ପନ୍ନ ହୋଇପାରେ । ଯଦି ଆପଣଙ୍କ ପ୍ରେମ ଜୀବନରେ ସମସ୍ୟା ଆସୁଛି ତେବେ ତାକୁ ସମଧାନ କରିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ଵାରା ଆପଣ ମନକୁ ଶାନ୍ତି ମିଳିବ । ସମାଜରେ ମାନ ସମ୍ମାନ ବଢିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।