ଗଛରେ ଅଛନ୍ତି ଠାକୁରାଣୀ! ହାଣିବାକୁ ଆସି ଚାଲିଗଲା 3 ଜୀବନ, ଆଉ ତା ପରେ ଯାହା ହେଲା ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଖବର ପ୍ରସାର ହୋଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଖବର ପୁଣି ଗୋଟେ ଗଛ କୁ ନେଇ । ଏହି ଗଛ ବିଷୟରେ କିଛି ଏମିତି ତଥ୍ୟ ସାମନା କୁ ଆସିଛି ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ ।

ଗଛ ମୂଳରେ କୀର୍ତ୍ତନ ଚାଲିଛି ପୂଜାଅର୍ଚ୍ଚନା ବି ହେଉଛି । ଏସବୁ ଦେଖିବା ପରେ ଆପଣ ଭାବୁଥିବେ ଏଗଛ ମୂଳରେ କୌଣସି ଦେବାଦେବୀ ମନ୍ଦିର ରହିଛି ତେଣୁ ପୂଜା ହେଉଛି । ଦର୍ଶକ ବନ୍ଧୁ ଏଠାରେ ମନ୍ଦିର ନାହି କିନ୍ତୁ ଏବେ ମନ୍ଦିର ତିଆରି ହେବ ଆଉ ନୀତି ଚାଲିବ ପୂଜା । ରାସ୍ତା ମଝିରେ ଗଛ ରହିଛି ଗଛ ତଳେ ପୂଜା ଅର୍ଚ୍ଚନା ଚାଲିଛି । ଏମିତି ଦୃଶ୍ୟ ସାମନାକୁ ଆସିଛି ରେଢାଖୋଲ ପାଖ ଆଡ ହିନ୍ଦୋଳ ଗାଁରୁ ।

ପ୍ରଶାସନର ନିସ୍ପତି କ୍ରମେ ରସତା ନିର୍ମାଣ ହେଉଛି । ହେଲେ ଏ ଗଛ ନିର୍ମାଣ କାମରେ ବାଧା ସୃଷ୍ଟି କରୁଛି । ଗଛକୁ ବାରମ୍ବାର ହଟାଇବାକୁ ପ୍ରଶାସନ ଉଦ୍ୟମ କରିଛି କିନ୍ତୁ ଫେଲ ମା-ରିଛି । ଗଛ କାଟିବାକୁ ଯିଏ ମେସିନ ଆଣିଛି ସେ ମେସିନ ସବୁ ଖରାପ ହୋଇ ଯାଇଥିବା ବେଳେ ରାସ୍ତା ତିଆରି କରୁଥିବା ଠିକା କମ୍ପାନୀ ର 3 ଜଣ କର୍ମଚାରୀ ଙ୍କ ମୃ-ତ୍ୟୁ ହୋଇଛି । ତେଣୁ ଗଛ କାଟିବାକୁ ଏବେ ଆଉ କାହାର ସାହସ ନାହି ।

ସବୁଠୁ ଆଶ୍ଚର୍ଯ୍ୟ ର କଥା ହେଲା ଏହାରି ମଧ୍ୟରେ 6 ବର୍ଷ ବୀତି ଗଲାଣି । ରାସ୍ତା ଉପରେ ସେମିତି ଗଛ ଠିଆ ହୋଇଛି । ଆଉ କମ୍ପାନୀ ର କର୍ମଚାରୀ କୁ କୁଆଡେ ସ୍ଵପ୍ନାଦେଶ ବି ହୋଇଛି । ତେଣୁ କମ୍ପାନୀ ଓ ସ୍ଥାନୀୟ ଲୋକ ମାନେ ମିଶି ଏଠାରେ ପୂଜା ଅର୍ଚ୍ଚନା କରିବା ସହ ମନ୍ଦିର ପ୍ରତିଷ୍ଠା ପାଇଁ ଆରମ୍ଭ କରିଲେଣି ପ୍ରସ୍ତୁତି । ଗାଁ ଲୋକଙ୍କର ବିଶ୍ଵାସ ରହିଛି ଇ ଏହି ଗଛରେ ମା ପେନ୍ଥେଇ ବୁଢୀ ଠାକୁରାଣୀ ରହିଛି ।

ମା ଅଛନ୍ତି ବୋଲି ଗାଁ ରେ ଏ ଯାଏଁ କିଛି ଅନିଷ୍ଟ ହୋଇ ନାହି । ଏଲେ ରସତା ପାଇଁ ଏ ଗଛ କାଟିବାକୁ କମ୍ପାନୀ ବାରମ୍ବାର ଚେଷ୍ଟା କରିଛି କିନ୍ତୁ ସେ ଗଛ ଥାଇ ବି ରାସ୍ତା ନିର୍ମାଣ କରିବାକୁ ନିସ୍ପତି ନେଇଛି ଠିକା କମ୍ପାନୀ । ଏମିତିକି ସ୍ଥାନୀୟ ଲୋକ କୁହନ୍ତି ଗଛରେ ମା ପେନ୍ଥେଇ ଥିବାରୁ ଏ ବାଟ ଦେଇ ଯିଏ ଯିବ ତାଙ୍କର ରାସ୍ତାରେ କିଛି ବି କ୍ଷତି ହେବ ନାହି ।

ତେବେ ଆଜିକା ଦିନରେ ଏମିତି ଘଟଣାକୁ କେହି ବିଶ୍ଵାସ କରୁ ନ ଥିଲେ ବି ସ୍ଥାନୀୟ ଲୋକ ଓ କମ୍ପାନୀ ଲୋକେ ଏଠାରେ କିଛି ଅଲୌକିକ ଶକ୍ତି ଥିବା କହିଛନ୍ତି । ଆଉ ରାସ୍ତା କୁ ଟେକନିକାଲି ନିର୍ମାଣ କରିବାକୁ ନିସ୍ପତି ଊ ନେଇ ଏବେ ସ୍ଥାନିୟ ଅଞ୍ଚଳରେ ଏବେ ବେଶ ଚର୍ଚ୍ଚା ଚାଲିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।