Exclusive: ଚାକିରି କରିବା ଲୋଭରେ ଆଉ କିଛି କରୁଥିଲା କି Gopalର ଝିଆରୀ ! ଏନେଇ ଉଠିଛି ବଡ ପ୍ରଶ୍ନ

ହ-ତ୍ୟା ପଛରେ ରହିଛି ଗୋପାଳ ଝିଆରୀ ର ହାତ । ଚାକିରି ନ ଦେବାରୁ ହୋଇଛି କି ନବ ଦାସଙ୍କ ର ହ-ତ୍ୟା, ଚାକିରି କରିବା ଲୋଭରେ ଆଉ କିଛି କରୁଥିଲା କି ଗୋପାଳର ଝିଆରୀ । ନବ ଦାସଙ୍କ ହ-ତ୍ୟା-ର ରହସ୍ୟ ଉପରୁ ପରଦା ଉଠୁ ନ ଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ରହସ୍ୟ ସାମ୍ନାକୁ ଆସୁଛି । ଯାହା ସମସ୍ତଙ୍କୁ ବିଶ୍ଵାସ କରିବାକୁ ବାଧ୍ୟ କରୁଛି ।

ନବ ଦାସଙ୍କ ର ଘରକୁ କୁଆଡେ ପ୍ରତି ଦିନ ଗୋପାଳର ଝିଆରୀ କୁଆଡେ ଯିବା ଆସିବା କରୁଥିଲା । ସେ ଦିନ ହେଉ କି ରାତି ହେଉ ଗୋପାଳର ଝିଆରୀ ନବ ଙ୍କ ଘରକୁ ପହଞ୍ଚି ଯାଉଥିଲା । ଆଉ ନବଙ୍କ ଘରକୁ ଯିବାର ଥିଲା ଗୋଟିଏ କାରଣ । ଆଉ ସେହି କାରଣଟି ହେଉଛି ଗୋପାଳର ଝିଆରୀକୁ କୁଆଡେ ଦରକାର ଥିଲା ଚାକିରି ।

ଆଉ ସେହି ଆଶାରେ କୁଆଡେ ନବ ଦାସ ଙ୍କ ଘରକୁ ବାରମ୍ବାର ପହଞ୍ଚି ଯାଉଥିଲା ଗୋପାଳର ଝିଆରୀ । ଯାହାକୁ ନେଇ ଏଥିରେ ବିରକ୍ତ ହୋଇ ଯାଇଥିଲେ ନବ ଦାସ । ଅନେକ ଥର ତାଙ୍କ ଝିଆରୀ ବିଷୟରେ ସେ ଗୋପାଳକୁ କହିଥିଲେ ଏବଂ ଦିନେ ଗୋପାଳକୁ ଚା-ପୁ-ଡା ମଧ୍ୟ ମା-ରି-ଥି-ଲେ । ଯେଉଁଥି ପାଇଁ ଏଭଳି ହ-ତ୍ୟା-କା-ଣ୍ଡ ହୋଇ ଥାଇପାରେ ବୋଲି କହିଛନ୍ତି ନରସିଂହ ମିଶ୍ର ।

ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବର ଟି ଚାରି ଆଡେ ବ୍ୟାପିବାରେ ଲାଗିଛି ଯାହାକୁ ନେଇ ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି । ଏଠି ପ୍ରଶ୍ନ ଉଠୁଛି ଥରେ ମନା କଲା ପରେ କଣ ପାଇଁ ବାରମ୍ବାର ନବ ଦାସଙ୍କ ପାଖକୁ ଯାଉଥିଲା ଗୋପାଳ ଙ୍କ ଝିଆରୀ । ଗୋପାଳ ଯିବା ପାଇଁ କହୁଥିଲା ନା ନବ ଦାସ କିଛି ଆଶା ଦେଇଥିଲେ ଗୋପାଳର ଝିଆରୀକୁ ଯାହାକୁ ନେଇ ଏବେ କ୍ରା-ଇ-ମ ବ୍ରାଞ୍ଚ ତଦନ୍ତ କରିପାରେ ।

ନରସିଂହ ମିଶ୍ର ଏହି କଥା କହିବା ପରେ ଏବେ କ୍ରା-ଇ-ମ ବ୍ରାଞ୍ଚ ମଧ୍ୟ ସେହି ଦିଗରେ ତଦନ୍ତ କରିବା ଆରମ୍ଭ କରିଛି । ଗୋପାଳର ଝିଆରୀ ମଧ୍ୟ କ୍ରା-ଇ-ମ ବ୍ରାଞ୍ଚ ତଦନ୍ତର ଶିକାର ହୋଇପାରେ । କେବଳ ସେତିକି ନୁହେଁ ନରସିଂହ ମିଶ୍ର କହିଛନ୍ତି ଏହି ହ-ତ୍ୟା-କା-ଣ୍ଡ-ରେ ରାଜନୈତିକ ଲିଙ୍କ ମଧ୍ୟ ରହିଥାଇ ପାରେ । କାରଣ ଝାରସୁଗୁଡାର ଜଣେ ପୂର୍ବତ୍ତନ ମନ୍ତ୍ରୀ ଏବଂ ନବ ଦାସଙ୍କ ମଧ୍ୟରେ ପଡେ ନାହିଁ ।

ଉଭୟଙ୍କ ମଧ୍ୟରେ ଥିଲା ଶତ୍ରୁତା । ଯାହାକୁ ନେଇ ଏହି ହ-ତ୍ୟା-କା-ଣ୍ଡ ହୋଇପାରେ ବୋଲି ସେ କହିଛନ୍ତି । ସେ ପଟେ ଏହି ପୂର୍ବତନ ମନ୍ତ୍ରୀ କିଏ ତାକୁ ନେଇ ମଧ୍ୟ ଚର୍ଚ୍ଚା ଏବେ ଜୋର ଧରିଲାଣି । ତେବେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।