ଏହି ୫ ଜଣ ହିରୋଇନ ପିନ୍ଧିଥିଲେ ସବୁଠୁ ମହଙ୍ଗା ବିବାହ ରିଙ୍ଗ, ନମ୍ବର ୧ଙ୍କ ନା ଜାଣି ହେବ ନାହିଁ ବିଶ୍ଵାସ, ଦେଖନ୍ତୁ କିଏ

ୱେଡିଂ ରିଙ୍ଗ ବିବାହ ପରି ପବିତ୍ର ବନ୍ଧନର ଏକ ବହୁତ ମହତ୍ଵପୂର୍ଣ ଭାଗ ଅଟେ । ଏହା ବିବାହ ସମୟରେ କନ୍ୟାକୁ ବର ଓ ବରକୁ କନ୍ୟା ପିନ୍ଧାଇ ଥାଏ । ଏହି ୱେଡିଂ ରିଙ୍ଗ ତଥା ଏନଗେଜମେନ୍ଟ ରିଂଗ ଉଭୟ ପୁଅ ଓ ଝିଅ ଜୀବନ ପାଇଁ ସବୁଠୁ ମହତ୍ଵପୂର୍ଣ ଓ ମୂଲ୍ୟବାନ ଅଟେ । ଏହି କାରଣ ଅଟେ କି ଏହି ଦୁନିଆରେ ସମସ୍ତେ ଏହି ସମୟକୁ ବହୁତ ସୁଖମୟ ଓ ମନେ ରଖିବା ଭଳି କାମ କରିଥାନ୍ତି । କେତେକ ଲୋକ ଏହି ସମୟକୁ ମନେ ରଖିବା ପାଇଁ ୱେଡିଂ ରିଙ୍ଗକୁ କୋଟି କୋଟି ଟଙ୍କା ଦେଇ କିଣିବାକୁ ପସନ୍ଦ ବି କରନ୍ତି ।

ଅସିନ ଥୋଟ୍ଟୂମକଲ

ଗଜିନୀ ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ଅସିନ ଯିଏକି ବହୁତ ଦାମୀ ୱେଡିଂ ରିଙ୍ଗ ପିନ୍ଧିଛନ୍ତି । ଅସିନଙ୍କର ସ୍ଵାମୀ ତାଙ୍କ ପାଇଁ ପାଖାପାଖି ୬ କୋଟି ଟଙ୍କାର ଏକ ୱେଡିଂ ରିଙ୍ଗ ବାଛି ଥିଲେ । ଏହି ରିଙ୍ଗକୁ ଅସିନଙ୍କର ସ୍ଵାମୀ ରାହୁଲ ଶର୍ମା ତାଙ୍କୁ ଉପହାର ସ୍ୱରୂପ ଦେଇଥିଲେ ଓ ଏହି ରିଙ୍ଗକୁ ସେ ବେଲ୍ଜିୟମରୁ ଆଣିଥିଲେ । ଯାହା ଉପରେ A & R ଲେଖା ହୋଇଥିଲା ।

ଦୀପିକା ଦାପୁକୋନ

ଦୀପିକା ଦାପୁକୋନ ରଣବୀର ସିଂହଙ୍କ ସହ ବିବାହ କରିଛନ୍ତି । ଏହି ବିବାହ ବହୁତ ହିଁ ଲୋକପ୍ରିୟ ଥିଲା । ଏହି ଦୁଇ ଜଣ ଅଭିନେତା ଓ ଅଭିନେତ୍ରୀ ଇଟଲୀ ଯାଇ ବିବାହ କରିଥିଲେ । ଏମାନଙ୍କର ୱେଡିଂ ରିଙ୍ଗର ଦାମ ପାଖାପାଖି ୧.୩ କୋଟି ଟଙ୍କା ରୁ ନେଇ ୨.୭ କୋଟି ଟଙ୍କା ପର୍ଯ୍ୟନ୍ତ ଅଟେ ।

ଅନୁଷ୍କା ଶର୍ମା

ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କର ପ୍ରେମ ବିବାହ ହୋଇଥିଲା । ବିରାଟ କୋହଲି ବି ଅନୁଷ୍କା ଶର୍ମାଙ୍କ ପାଇଁ ଏକ ଅଦ୍ଭୁତ ୱେଡିଂ ରିଙ୍ଗ କିଣିଥିଲେ । ବିରାଟ କୋହଲି ଅନୁଷ୍କା ଶର୍ମାଙ୍କୁ ୧ କୋଟି ଟଙ୍କାର ୱେଡିଂ ରିଙ୍ଗ ଉପହାର ଦେଇଥିଲେ ।

ସୋନମ କପୂର ଅହୂଜା

ସୋନମ କପୂର ଅହୂଜା ଏକ ବହୁତ ବଡ ବିଜନେସମ୍ୟାନ ଆନନ୍ଦ ଆହୁଜାଙ୍କ ସହିତ ବିବାହ କରିଛନ୍ତି । ଆନନ୍ଦ ଆହୁଜା ସୋନମ କପୁରଙ୍କୁ ୯୦ ଲକ୍ଷ ଟଙ୍କାର ଏକ ୱେଡିଂ ରିଙ୍ଗ ଉପହାର ଦେଇଥିଲେ ।

ଶିଳ୍ପା ଶେଟ୍ଟୀ

ଶିଳ୍ପା ଶେଟ୍ଟୀଙ୍କର ସ୍ଵାମୀ ରାଜ କୁନ୍ଦ୍ରା ବି ଏକ ବଡ ବିଜନେସମ୍ୟାନ ଅଟନ୍ତି । ରାଜ କୁନ୍ଦ୍ରା ଶିଳ୍ପା ଶେଟ୍ଟୀଙ୍କ ପାଇଁ ଯେଉଁ ୱେଡିଂ ରିଙ୍ଗ ଆଣି ଥିଲେ ତାହା ପାଖାପାଖି ୩ କୋଟି ଟଙ୍କା ଅଟେ ଓ ୨୦ କ୍ୟାରେଟର ରିଙ୍ଗ ଅଟେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।