ଯେଉଁଭଳି ଭାବରେ ଭଲ ପବନ, ଭଲ ଖାଦ୍ୟପେୟ କୌଣସି ବି ମନୁଷ୍ୟକୁ ସୁସ୍ଥ ରଖିବା ପାଇଁ ଜରୁରୀ ହୋଇଥାଏ । ଠିକ ସେହିଭଳି ଆପଣଙ୍କ ହସ ବି ଆପଣଙ୍କୁ ସୁସ୍ଥ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଯଦି ଆପଣ ସକାଳ – ସନ୍ଧ୍ୟା ସମୟରେ ହସିବା ଅଭ୍ୟାସ ରଖୁଛନ୍ତି ତେବେ କୌଣସି ବି ରୋଗ ମାନସିକ ହେଉ କିମ୍ବା ଶାରୀରିକ ଆପଣଙ୍କ ପାଖକୁ ଆସିବ ନାହିଁ । ସେଥିପାଇଁ ଆମେ ଆପଣଙ୍କ ପାଇଁ କିଛି ଏମିତି ମଜାଦାର ଜୋକ୍ସ ନେଇ ଆସିଛୁ, ଯାହାକୁ ପଢିବା ପରେ ଆପଣ ହସି ହସି ଗଡି ଯିବେ । ତେବେ ଚାଳନ୍ତୁ ଜୋକ୍ସ ପଢିବା ।
ପ୍ରଥମ ଜୋକ୍ସ
ଗୋଟିଏ ଭିକାରି ନିଜର ଦୁଇ ହାତରେ ଦୁଇଟି ପାତ୍ର ଧରି ଭିକ ମାଗୁ ଥିଲା
ଏହା ପରେ ରାଜୁ ସେହି ଭିକାରିର ଗୋଟିଏ ପାତ୍ରରେ ୫ ଟଙ୍କା ଦେଲା ଓ
ସେହି ଭିକାରିକୁ ପଚାରିଲା କି ଦ୍ଵିତୀୟ ପାତ୍ର କଣ ପାଇଁ ?
ଭିକାରି ଜବାବ ଦେଲା କି ସାର ମୁଁ ନିଜର ବିଜନେସକୁ ବଡ କରୁଛି
ସେଥିପାଇଁ ଦ୍ଵିତୀୟ ବ୍ରାଞ୍ଚ ଖୋଲିଛି ।
ଦ୍ଵିତୀୟ ଜୋକ୍ସ
ହସ୍ପିଟାଲରେ ମୁଁ ଆହତ ଥିବା ପଣ୍ଡିତଙ୍କୁ ଦେଖିବାକୁ ଗଲି ।
ମୁଁ ପଚାରିଲି – କଣ ହୋଇଥିଲା ? କେମିତି ଆଘାତ ଲାଗିଲା ?
ପଣ୍ଡିତ – ଆରେ ବନ୍ଧୁ କରବାଚୌଥ ସନ୍ଧ୍ୟାରେ ଛାତ ଉପରେ ତୋର ଭାଉଜକୁ ନିଜର ଅଭ୍ୟାସ କାରଣରୁ ଜଲ୍ଦି ଜଲ୍ଦିରେ କହିଦେଲି,
‘ଜଲ୍ଦି ଜଲ୍ଦି ପୂଜା କର, ଦୁଇ ତିନୋଟି ଜାଗାକୁ ବି ଯିବାର ଅଛି ।‘
ତୃତୀୟ ଜୋକ୍ସ
ଝିଅ – ମୁଁ ପଡୋଶୀକୁ ପ୍ରେମ କରୁଛି ଓ ତାହା ସହିତ ଫେରାର ହେଉଛି ।
ପିତା – ବହୁତ ଭଲ । ମୋର ଟଙ୍କା ଓ ସମୟ ଓ ଦୁଇଟି ହିଁ ବଞ୍ଚିଗଲା ।
ଝିଅ – ପିତା, ମୁଁ ଚିଠି ପଢୁଛି, ଯାହାକୁ ମା ରଖି ଦେଇ ଯାଇଛନ୍ତି ।
ଚତୁର୍ଥ ଜୋକ୍ସ
ଗୋଟିଏ ସମୟ ଥିଲା ଯେତେବେଳେ ରାତି ୧୨ ଟା ପରେ ଭୁତମାନଙ୍କ ରାଜ ଚାଲୁ ଥିଲା ।
କିନ୍ତୁ ବର୍ତ୍ତମାନ facebook ଓ whatsapp ଏମାନଙ୍କ ରୋଜଗାରକୁ ନେଇ ଯାଇଛନ୍ତି ।
ପଞ୍ଚମ ଜୋକ୍ସ
ରାଜୁ – ମୁଁ ନିଜର ପତ୍ନୀକୁ ୧୨ଶ ପାସ କରାଇଛି,
ପୁଣି ବିଏ, ପୁଣି ଏମଏ କରାଇଛି ଓ ତାକୁ ସରକାରୀ ଅଫିସରେ ଲଗାଇ ଦେଇଛି, ବର୍ତ୍ତମାନ ଆଉ କଣ କରିବି?
ଶ୍ୟାମ – ବର୍ତ୍ତମାନ କେବଳ ଏକ ଭଲ ପୁଅ ଦେଖି ତାହାର ବିବାହ କରି ଦେ ।
ଷଷ୍ଠ ଜୋକ୍ସ
ଗୋଟିଏ ଝିଅ ମୃତ୍ୟୁ ପରେ ଯେତେବେଳେ ଉପରକୁ ଗଲା ତେବେ,
ଯମରାଜ – ଝିଅ କେଉଁଠିକୁ ଯିବ, ନର୍କ ନା ସ୍ଵର୍ଗ ?
ଝିଅ – ପୃଥିବୀରୁ କେବଳ ମୋର ମୋବାଇଲ ଓ ଚାର୍ଜର ନେଇ ଆସ, ମୁଁ କେଉଁଠି ବି ରହି ଯିବି ।
ଯମରାଜ ବେହୋସ… ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।