ସ୍ଵାମୀ ସବୁଦିନ ଓ ସ୍ତ୍ରୀ କେବଳ ବର୍ଷକୁ ଥରେ ପିନ୍ଧିଥାଏ ? ଏହା ସହିତ ଆହୁରି 15ଟି GK Questions ଦେଖନ୍ତୁ

ଆପଣ ସମସ୍ତେ UPSC ପରୀକ୍ଷା ବିଷୟରେ ଜାଣିଛନ୍ତି । ଏହି ପରୀକ୍ଷାରେ ପାସ ହେବା ପରେ ଓ ଶେଷରେ ଇଣ୍ଟରଭିୟୁରେ ପାସ ହେବା ପରେ ଆପଣ ଜଣେ IAS ଓ IPS ଅଫିସର ହୋଇ ପାରିବେ । କହିବାକୁ ଗଲେ UPSC ପରୀକ୍ଷାକୁ ପାସ କରିବା ପରେ ଇଣ୍ଟରଭିୟୁରେ ପାସ କରିବା ବହୁତ କଷ୍ଟକର ହୋଇଥାଏ । ଇଣ୍ଟରଭିୟୁର ମୂଳ ଉଦ୍ଦେଶ୍ୟ ଏହା ହୋଇଥାଏ କି ସାମ୍ନାରେ ବସିଥିବା ବ୍ୟକ୍ତି ଆପଣଙ୍କ ବ୍ୟାକ୍ତିତ୍ବ ଓ ବୁଦ୍ଧିର ପରୀକ୍ଷଣ କରିଥାନ୍ତି ।

ବିଭିନ୍ନ ବିଷୟ ଉପରେ ଆପଣଙ୍କ ମୂଲ୍ୟାଙ୍କନ କରାଯାଏ । କହିବାକୁ ଗଲେ ଏହି ଇଣ୍ଟରଭିୟୁରେ ଏହିଭଳି କିଛି ପ୍ରଶ୍ନ କରାଯାଏ ଯାହାର ଉତ୍ତର ବହୁତ ସହଜ ହୋଇଥାଏ । କିନ୍ତୁ ତାହା ଆପଣଙ୍କୁ ସବୁଠୁ କଷ୍ଟ ପ୍ରଶ୍ନ ଲାଗିଥାଏ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଓ ତାହର ଜବାବ ନେଇ ଆସିଛୁ । ଏହି ସବୁ ବିଚକ୍ଷଣ ପ୍ରଶ୍ନ ଇଣ୍ଟରଭିୟୁରେ କରାଯାଏ ।

ପ୍ରଶ୍ନ – ଏମିତି କଣ ଜିନିଷ ଅଛି ଯେ ଆମକୁ ସମସ୍ତଙ୍କ ଦେଖାଯାଏ କିନ୍ତୁ ନିଜର ଦେଖାଯାଏ ନାହିଁ ?

ଉତ୍ତର – ନିଜର ଭୁଲ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାକୁ ସମସ୍ତେ ଅନ୍ଧାରରେ ହିଁ କରିଥାନ୍ତି ?

ଉତ୍ତର – ଆଲୋକ ଜଳାଇବା

ପ୍ରଶ୍ନ – ମନୁଷ୍ୟ ମସ୍ତିଷ୍କର ଓଜନ କେତେ ଅଟେ ?

ଉତ୍ତର – ୧୩୫୦ ଗ୍ରାମ

ପ୍ରଶ୍ନ – ଭାରତରେ ପ୍ରଥମେ ଆଇଏଏସ ପରୀକ୍ଷା କେବେ ହୋଇଥିଲା ?

ଉତ୍ତର – ୧୯୫୦ ମସିହାରେ

ପ୍ରଶ୍ନ – ଭାରତ ଜାତୀୟପତାକାର ଡିଜାଇନ କିଏ ତିଆରି କରିଥିଲେ ?

ଉତ୍ତର – ମ୍ୟାଡମ ଭିକାଜି କାମା

ପ୍ରଶ୍ନ – ସିଏ କିଏ ଅଟେ ଯାହାର ମୁଣ୍ଡ ନାହିଁ କିନ୍ତୁ ତଥାପି ସେ ଟୋପି ପିନ୍ଧିଥାଏ ?

ଉତ୍ତର – ବୋତଲ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ବନ୍ଦ କରି ରଖିପାରିବା ନାହିଁ ?

ଉତ୍ତର – ନିଜର ଛାଇ

ପ୍ରଶ୍ନ – ଖାଇବା କାମରେ ଆସିଥାଏ, କାମ ମୋର ଓଲଟା ସିଧା ଏକ ସମାନ, ତେବେ କୁହ ମୋର ନାମ କଣ ?

ଉତ୍ତର – ଡାଲଡା

ପ୍ରଶ୍ନ – ତାହା କଣ ଅଟେ ଜାହର ଆସିବା ଦ୍ଵାରା ଲୋକମାନେ ଆମ ଉପରେ ଛେପ ପକାଇବା ପାଇଁ କୁହନ୍ତି ?

ଉତ୍ତର – ରାଗ

ପ୍ରଶ୍ନ – ଏମିତି କେଉଁ ଫଳ ଅଟେ ଯାହା କଞ୍ଚା ଥିଲେ ମିଠା ଓ ରୋଷେଇ କରିବା ପରେ ଖଟା କିମ୍ବା କଡା ଲାଗିଥାଏ ?

ଉତ୍ତର – ସପୁରି

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହା ଆପଣଙ୍କ ହୋଇଥାଏ କିନ୍ତୁ ଆଉ ଜଣେ ବ୍ୟବହାର କରିଥାଏ ?

ଉତ୍ତର – ଆପଣଙ୍କ ନାମ

ପ୍ରଶ୍ନ – ଡ଼ିଏସପିକୁ ଓଡିଆରେ କଣ କୁହନ୍ତି ?

ଉତ୍ତର – ପୁଲିସ ଅଧିକ୍ଷକ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାକୁ ପୁରୁଷ ଲୁଚେଇ କି ଚାଲେ ଓ ନାରୀ ଦେଖେଇ ଚାଲେ ?

ଉତ୍ତର – ମନି ପର୍ସ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାକୁ ସ୍ଵାମୀ ସବୁଦିନ ଓ ସ୍ତ୍ରୀ କେବଳ ବର୍ଷକୁ ଥରେ ପିନ୍ଧିଥାଏ ?

ଉତ୍ତର – ପଇତା

ପ୍ରଶ୍ନ – ମଧ୍ୟପ୍ରଦେଶରେ କୁମ୍ଭ ମେଳା କେଉଁସ୍ଥାନରେ ହୋଇଥାଏ ?

ଉତ୍ତର – ଉଜ୍ଜୈନ ରେ

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।