ସ୍ଵାମୀ ଠାରୁ ନିର୍ଯ୍ୟାତିତ ହେବା ପରେ ଚାହୁଁଥିଲା ଦିଅରର ସାହାରା, କିନ୍ତୁ ଶେଷରେ….

ଯେତେବେଳେ ଗୋଟିଏ ଝିଅ ନୂଆ ବାହା ହୋଇ ନିଜର ଶଶୁର ଘରକୁ ଆସେ, ସେତେବେଳେ ତାହର ଶାଶୁ ଶଶୁର ଯେମିତି ବି ହୁଅନ୍ତୁ ନା କାହିଁକି ଯଦି ତାହାର ସ୍ଵାମୀ କେବଳ ତାକୁ ହିଁ ଭଲ ପାଉଥିବ ଓ ସ୍ତ୍ରୀର ସମସ୍ତ କଥା ଶୁଣୁବ ଓ ତାର ସବୁ ଦୁଖ କଷ୍ଟରେ ପାଖରେ ଛିଡା ହୋଇଥିବ ତେବେ ସେହି ଝିଅର କୌଣସି ଅସୁବିଧା ହେବ ନାହିଁ । ତାକୁ ଆଉ କିଛି ଦରକାର ନାହିଁ ବୋଲି ସେ ଚିନ୍ତା କରି ଥାଏ ।

ଏହା ଛଡା ତାହାର ଶାଶୁ, ଶଶୁର, ନଣନ୍ଦ କେମିତିବି ହୋଇଥାନ୍ତୁ ନା କାହିଁକି ତାକୁ କିଛି ବି ଫରକ ପଡେ ନାହିଁ । କିନ୍ତୁ ଯଦି ତାର ସ୍ଵାମୀ ହିଁ ତାକୁ ସବୁବେଳେ ନିର୍ଯାତିତ କରିଥାଏ ଓ ତାହା ଉପରେ ସବୁବେଳେ ରାଗୁଥାଏ ତେବେ ସେହି ଜାଗାରେ ଶାଶୁ, ଶଶୁର, ନଣନ୍ଦ କାହାରା ବି ସାହାର ମିଳେ ନାହିଁ ।

ଏହିଭଳି କଛି କାହାଣୀ ଜଣେ ଜୟପୁରର ମହିଳାର ଅଟେ । ସେ ନୂଆ ବିବାହ ହୋଇ ଶାଶୁ ଘରକୁ ଆସିଥିଲେ । କହିବାକୁ ଗଲେ ଗୋଟିଏ ଝିଅ ଯେତେବେଳେ ନିଜର ବାପ ଘର ଛାଡି ଶାଶୁ ଘରକୁ ଆସିଥାଏ ତେବେ ଝିଅର ସ୍ଵାମୀ ହିଁ ତା ପାଇଁ ସବୁକିଛି ହୋଇଥାଏ । କିନ୍ତୁ ଯଦି ତାର ସ୍ଵାମୀ ତାକୁ ହଇରାଣ କରେ ତେବେ ତାହାର ସାହାସ ଭାଙ୍ଗି ଯାଇଥାଏ । ସେହିପରି କିଛି ହୋଇଥିଲା ଜୟପୁର ଗାଁର ଏକ ମହିଳାଙ୍କ ସହ । କଥା ଏତେ ବାଟ ଚାଲି ଗଲା କି ଶେଷରେ ସେ କୋଟ ଯିବା ପାଇଁ ବାଧ୍ୟ ହୋଇ ଯାଇଛନ୍ତି ।

ତେବେ ଝିଅର ଅଭିଯୋଗ ଥିଲା କି ତାଙ୍କ ଘରେ ତାଙ୍କ ସ୍ଵାମୀ ତାଙ୍କୁ ନିର୍ଯାତନା ଦେଉଥିଲେ, ତାଙ୍କ ସହିତ ମାରପିଟ ବି କରୁଥିଲେ । ଏତିକି ନୁହେଁ ତାଙ୍କ ସାଙ୍ଗମାନଙ୍କୁ ଡାକି ତାଙ୍କ ଆଗରେ ମାଡ ବି ମାରୁଥିଲେ । ଆଉ ତାଙ୍କ ଶାଶୁ ଘର ଲୋକ ଏଥିରେ ତାଙ୍କ ପୁଅକୁ ସପୋର୍ଟ ବି କରୁଥିଲେ । ତେବେ ଏହି ସବୁ ଜିନିଷକୁ ଯେତେବେଳେ ସେହି ମହିଳା ଜଣକ ସହି ପାରିଲେ ନାହିଁ, ତେବେ ସେ ନିଜର ଦିଅରଙ୍କ ପାଖକୁ ଗଲେ । ଯିଏ କି ସେହି ସ୍ଥାନରୁ ବହୁତ ଦୂରରେ ଥିଲେ ।

ସେଠାକୁ ଯିବା ପରେ ତାଙ୍କ ଦିଅରକୁ ସେ ସବୁ କଥା କହିଲେ ଓ ଭାବିଲେ କି ସେ ଏହି କଥା ଶୁଣି ତାଙ୍କୁ ସାହାଯ୍ୟ କରିବେ ବୋଲି । କିନ୍ତୁ ମହିଳା ଜଣକ ଭାବି ନ ଥିଲେ କି ତାଙ୍କ ସହ ଏମିତି ହେବ । ଅନ୍ୟ ଏକ ସବୁଠୁ ବଡ କଥା ହେଉଛି କି ମହିଳା ଜଣକ ନିଜର ଦିଅରଙ୍କୁ ସବୁଠୁ ଅଧିକ ବିଶ୍ଵାସ ବି କରୁଥିଲେ । ସେଥିପାଇଁ ସେ ତାଙ୍କ ପାଖକୁ ଯାଇଥିଲେ । ସେଠି କିନ୍ତୁ ପରିସ୍ଥିତି ଓଲଟା ହୋଇଗଲା, ତାଙ୍କ ଭାଗ୍ୟ ଏତେ ଖରାପ ଥିଲା କି ଯେମିତି କୁମ୍ଭୀର ମୁହଁରୁ ବଞ୍ଚି ବାଘ ମୁହଁକୁ ଗଲେ ।

ମହିଳାର ଦିଅର ମହିଳା ସହ ଏମିତି କିଛି କରିବ ବୋଲି ନିଜେ ମହିଳା ବି ଭାବି ନ ଥିଲେ । କହିବାକୁ ଗଲେ ତାଙ୍କ ଦିଅର ନିଜ ଭାଉଜଙ୍କ ସହ ଜବରଦସ୍ତ କରିବାକୁ ଚେଷ୍ଟା କରିଲେ । ତାଙ୍କ ସହ ଦୁଷ୍କର୍ମ ବି କରିଲେ ଓ ଶେଷରେ ତାଙ୍କୁ ଜୀବନରୁ ମାରିଦେବାକୁ ବି ସେ ପଛାଇଲେ ନାହିଁ । କିନ୍ତୁ ବହୁତ କଷ୍ଟରେ ମହିଳା ଜଣକ ସେହି ସ୍ଥାନରୁ ଖସି ଚାଲି ଆସିଲେ । ଏହା ପରେ ସେ ଥାନାରେ ଅଭିଯୋଗ କରିଲେ । ସେ ଅଭିଯୋଗ କରିବା ସମୟରେ ସେ ଅନ୍ୟ କୌଣସି କଥା ଭାବି ନ ଥିଲେ ।

ନା ବାପା ଘର କଥା ନା ଶାଶୁ ଘର କଥା । କେବଳ ସେହି ସମୟରେ ସେ ନିଜ କଥା ଭାବିଥିଲେ । ସେହି ସମୟରେ ସେ ନିଜ ଇଜ୍ଜତ ବିଷୟରେ ଭାବିଥିଲେ । ସେହି ସମୟରେ ସେ କହିଲେ କି ମୁଁ ମୋ ଶାଶୁ ଘର ନା ରେ କେସ କରିବି ଓ ମୋ ସ୍ଵାମୀ ଏବଂ ଦିଅରକୁ ଜେଲ ପର୍ଯ୍ୟନ୍ତ ଟାଣି ଆଣିବି ଏବଂ ସେମାନେ ଦଣ୍ଡ ପାଇବା ଦରକାର । କାରଣ ସେମାନେ ମୋତେ ବହୁତ କଷ୍ଟ ଦେଇଛନ୍ତି । ମୋତେ ସେମାନେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଛନ୍ତି । ମୋତେ ବହୁତ ହଇରାଣ କରିଛନ୍ତି । ଏହା ପରେ ସେ କୋଟର ଦ୍ଵାରସ୍ଥ ହୋଇଛନ୍ତି ଓ ନ୍ୟାୟର ଭିକ୍ୟା କରୁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।