ମୁରଲୀଧରନ ଏତେ ବର୍ଷରେ ଯାହା କରି ପାରିନଥିଲେ ତାହା ଅଶ୍ବିନୀ ଏତିକି ଦିନରେ କରି ଦେଖେଇଦେଲେ

ଆପଣ ମାନେ ଜାଣିଥିବେ ଏବେ କିଛି ଦିନ ହେବ ଭାରତ ଓ ଇଂଲଣ୍ଡ ମଧ୍ୟ ଟେଷ୍ଟ ମ୍ୟାଚ ଖେଳ ହେଉଛି । ଯାହାକି ଭାରତ ସେଥିରେ ବହୁତ ଖରାପ ଖେଳୁଛି । ଆପଣ ମାନେ ଜାଣିଥିବେ କି କିପରି ପ୍ରଥମ ଟେଷ୍ଟ ମ୍ୟାଚ ଭଲ ଖେଲିଳା ପରେ କ୍ୟାପଟେନ ସବୁ ଖେଳାଳିଙ୍କୁ ବହୁତ ସମ୍ବୋଧନ ଦେଇଥିଲେ । ଭାରତର କିଛି ଖେଳାଳି ସେହି ମ୍ୟାଚ ଗୁଡିକରେ କିପରି ମଜା କରୁଛନ୍ତି ।

ଯେପରି କିଛି ଦିନ ପୂର୍ବେ ଦେଖା ଯାଉଥିଲାକି ଯୁବରାଜ କିପରି ହରବଜନଙ୍କ ଢଙ୍ଗରେ କିପଋ ବଳ ପକାଇ ଥିଲେ ଏହାକୁ ଦେଖି ବହୁତ ଲୋକେ ଖୁସି ହେବ ସହିତ ବହୁତ ମଜା ଉଠାଇ ଥିଲେ । ସେହିପରି କହିବାକୁ ଗଲେ ଏବେର ଚେନ୍ନାଇରେ ଖେଳା ଯାଉଥିବା ମ୍ୟାଚ ଭାରତ ଏବେ ଏପରି ପ୍ରଦର୍ଶନ କରିଛି ଯାହାକୁ ଇଂଲଣ୍ଡର ଖେଳାଳି ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଚେନ୍ନାଇରେ ଖେଳା ଯାଉଥିବା ଦୁତୀୟ ଟେଷ୍ଟର ପ୍ରଥମ ଦିନରେ ରୋହିତ ଶର୍ମାଙ୍କର ୧୬୧ ରନ କରିବା ଓ ତାର ପରଦିନ ରବୀନ ଚନ୍ଦ୍ର ଅଶ୍ଵିନଙ୍କ ଘାତକ ବଳ ପକାଇବା ଫଳରେ ସେ ଯେଉଁ ପରି ୫ ଜଣଙ୍କୁ ଆଉଟ କରିଛନ୍ତି । ସେ ମାତ୍ର ୪୩ ରଣ ଦେଇ ୫ଟି ୱିକେଟ ନେଇଛନ୍ତି ।

ଯାହା ଦ୍ଵାରା ଇଂଲଣ୍ଡର ଖେଳାଳି ମାତ୍ର ୧୩୪ ରନ ରେ ସମସ୍ଥେ ଆଉଟ ହୋଇଥିଲେ । ୫ ଟି ୱିକେଟ ନେବା ସହିତ ସେ ଆଉ ଏକ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ବହୁତ ବଡ ନା ମଧ୍ୟ କରିଛନ୍ତି ଯାହାକି ସେ ଟେଷ୍ଟ ଖେଳାରେ ପ୍ରଥମ ଅଟନ୍ତି ଯେଉଁ ମାନେ ବାମ ହାତରେ ଖେଳୁଛନ୍ତି । ୨୦୦ ଜଣ ବାମ ହାତରେ ଖେଳୁଥିବା ପିଲାଙ୍କୁ ଆଉଟ କରିଛନ୍ତି ।

ଅଶ୍ଵିନଙ୍କର କହିବାକୁ ଗଲେ ଟେଷ୍ଟ କ୍ଯାରିଅରେ ସେ ସର୍ବ ମୋଟ ୩୮୬ ଟି ୱିକେଟ ନେଇଛନ୍ତି । ତାମଧ୍ୟରୁ କହିବାକୁ ଗଲେ ଅଧିକ ବାମ ହାତରେ ଖେଳୁଥିବା ପିଲାଙ୍କୁ ସେ ବହୁତ ଆଉଟ କରିଛନ୍ତି । ଏହି ରେକର୍ଡ ଏଥିପାଇଁ ସବୁ ବଡ ମନା ଯାଉଛି କି ଏହି ରେକଡକୁ ଆଉ କେହି କାଟି ପାରି ନାହାନ୍ତି ।

ଏହାପରେ ଏହି ରେକର୍ଡରେ ମୁରଲୀ ଧର ନାମ ଏକ ଖେଳାଳିଙ୍କ ନାମ ଆସୁଛି ଯାହାକି ସେ ମଧ୍ୟ ବାମ ହାତରେ ଖେଳୂଥିବା ପିଲାଙ୍କୁ ଅଧିକ ଆଉଟ କରିଛନ୍ତି । ସେ କିନ୍ତୁ ବହୁତ କମ ୱିକେଟ ନେଇଛନ୍ତି ତାଙ୍କର ହେଉଛି ୧୯୧। ଜେମ୍ସ ଆଣ୍ଡର ସନ ଏଥିରେ ସେ ୧୮୬ଟି ୱିକେଟ ନେଇ ତୃତୀୟ ନମ୍ବରରେ ଅଛନ୍ତି ।

ଅଶ୍ଵିନ ଯେଉଁ ବାମ ହାତ ଥିବା ଖେଳାଳିଙ୍କୁ ଅସୁବିଧାରେ ପକାଇଛନ୍ତି ସେମାନେ ବହୁତ ବଡ ଓ ଭଲ ଖେଳାଳି ଅଟନ୍ତି । ସେମାନେ ଏହି କ୍ରିକେଟର ବହୁତ ବଡ ଷ୍ଟାର ମଧ୍ୟ କୁହାଯାଏ । ସେ ୱାନରଙ୍କୁ ବହୁତ ଅସୁବିଧାରେ ପକାଇଛନ୍ତି । ଏହି ଟେଷ୍ଟ ଖେଳରେ ସେ ୱାନରଙ୍କୁ ୧୦ ଥର ଆଉଟ କରିବାର ଦେଖାଯାଇଛି । ଏହାପରେ ସେ ଷ୍ଟୋକଙ୍କୁ ୧୦ ଥର ଖେଳରେ ୯ ଥର ଆଉଟ କରିଛନ୍ତି ।

ଏହାଛଡା ସେ କୂକ ମଧ୍ୟ ୯ ଥର ଆଉଟ କରିଛନ୍ତି । ତାଙ୍କ ଛଡା ସେ ଏହିପରି ବଡ ଖେଳାଳିଙ୍କୁ ମଧ୍ୟ ଖେଳରେ ବହୁତ ଅସୁବିଧାରେ ପକାଇଛନ୍ତି । ସେ ଏହିପରି ଖେଳିଲେ ଯେପରି ଚେନ୍ନାଇରେ ଖେଳା ଯାଉଥିବା ମ୍ୟାଚ ଭାରତ କିପରି ଜିତିବା ଲକ୍ଷ୍ୟରେ ରହିପାରିବ ସେ ସେହି ପରି ଖେଳିଲେ ଓ ସିରିଜ କିପରି ଜିଣିବେ ।