ବାଛନ୍ତୁ ନିଜ ପସନ୍ଦର କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ ଆପଣଙ୍କର କେଉଁ ଅଭ୍ଯାସ ଆପଣଙ୍କ ଲଭର ଙ୍କୁ ପସନ୍ଦ ନୁହେଁ- Love Quiz Game

ଜୀବନ ରେ ବହୁତ ଲୋକ ପ୍ରେମ କରିଥାନ୍ତି । କିନ୍ତୁ ସବୁ ବ୍ୟକ୍ତିମାନଙ୍କର ସାଧାରଣ ଭାବରେ କୌଣସି ନା କୌଣସି ନିର୍ଦିଷ୍ଟ ପସନ୍ଦ ଥାଏ । ଏହି ପସନ୍ଦ ପାଇଁ ତ କିଛି ବ୍ୟକ୍ତି ମମାନଙ୍କର ନିଜ ପ୍ରେମିକ ବା ପ୍ରେମିକ ସହ ମନାନ୍ତର ହୋଇଥାଏ । ଏହି ମନାନ୍ତର ବେଳେ ବେଳେ ଏତେ ବଢିଯାଏ ଯେ ଦୁହିଙ୍କ ମଧ୍ୟରେ ଦୂରତା ବୃଦ୍ଧି ହୋଇଥାଏ ଏବ ଦୁହେଁ ଦୁଇଜଣଙ୍କୁ ଦେଖିବାକୁ ବି ପସନ୍ଦ କରନ୍ତି ନାହିଁ ।

ଏଥିପାଇଁ ପ୍ରେମିକ ଓ ପ୍ରେମିକା ପରସ୍ପରର ପସନ୍ଦକୁ ମହତ୍ଵ ଦେବା ଉଚିତ ଏହାକୁ ଅଣଦେଖା କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା ଏହି ଚିତ୍ର ମାନଙ୍କ ମଧ୍ୟରୁ ଗୋଟିଏ ଚିତ୍ରକୁ ପସନ୍ଦ କରି ଜାଣନ୍ତୁ ଆପଣଙ୍କ ପାର୍ଟନର ଆପଣଙ୍କ କେଉଁ ଅଭ୍ୟାସକୁ ପସନ୍ଦ କରନ୍ତି ନାହିଁ ।

୧ – ଆପଣ ଯଦି ୧ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ପାର୍ଟନର ଆପଣଙ୍କ ଇମୋଶନକୁ ପସନ୍ଦ କରନ୍ତି ନାହିଁ ।

୨ – ଆପଣ ଯଦି ୨ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ପାର୍ଟନର ଆପଣଙ୍କ ଅତ୍ୟଧିକ କିଣି କିଣିର ଅଭ୍ୟାସ କୁ ପସନ୍ଦ କରନ୍ତି ନାହିଁ ।

୩ – ଆପଣ ଯଦି ୩ ନମ୍ବର କୁ ପସନ୍ଦ କରନ୍ତି ତେବେ ଆପଣଙ୍କ ପାର୍ଟନର ଆପଣଙ୍କ ର ଛୋଟ ଛୋଟ କଥାରେ ରାଗି ଯିବା ଗୁଣକୁ ପସନ୍ଦ କରନ୍ତି ନାହିଁ ।

୪ – ଆପଣ ଯଦି ୪ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ  ପାର୍ଟନର ଆପଣଙ୍କ ସମୟର କୌଣସି ଜ୍ଞାନ ନଥିବାର ଗୁଣକୁ ପସନ୍ଦ କରନ୍ତି ନାହିଁ ।

୫ – ଆପଣ ଯଦି ୫ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ପାର୍ଟନର ଆପଣଙ୍କ ର ନିଜ ପ୍ରତି ଯତ୍ନ ନ ନେବାର ଗୁଣକୁ ପସନ୍ଦ କରନ୍ତି ନାହିଁ ।

୬  – ଆପଣ ଯଦି ୬ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ପାର୍ଟନର ଆପଣଙ୍କର ଅନ୍ୟ ପ୍ରତି ଭରସା କରିବା ଗୁଣକୁ ପସନ୍ଦ କରନ୍ତି ନାହିଁ ।

୭ – ଆପଣ ଯଦି ୭ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ପାର୍ଟନର ଆପଣଙ୍କ ର ଅତ୍ୟଧିକ ଲାଜ କରିବା ଗୁଣକୁ ପସନ୍ଦ କରନ୍ତି ନାହିଁ ।

୮ – ଆପଣ ଯଦି ୮ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ପାର୍ଟନର ଆପଣଙ୍କ ଭାବନାକୁ କାହା ସହ ସେଯାର ନକରିବା ଗୁଣକୁ ପସନ୍ଦ କରନ୍ତି ନାହିଁ ।

୯ – ଆପଣ ଯଦି ୯ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ପାର୍ଟନର ଆପଣଙ୍କର ବହୁତ କମ କଥା କହିବା ଗୁଣକୁ ପସନ୍ଦ କରନ୍ତି ନାହିଁ ।

୧୦ – ଆପଣ ଯଦି ୧୦ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ  ଆପଣଙ୍କ ପାର୍ଟନର ଆପଣଙ୍କର ପ୍ରେମକୁ ଜାହିର ନ କରିବାର ଗୁଣ କୁ ପସନ୍ଦ କରନ୍ତି ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।