ଏହି ନାମର ପୁରୁଷ ହୋଇଥାନ୍ତି ପତ୍ନୀଙ୍କ ଦିବାନା, ଆପଣଙ୍କ ନାମ ବି ଏହି ଅକ୍ଷରରେ ଆରମ୍ଭ ହେଉ ନାହିଁ ତ !

ଏହି ଦୁନିଆରେ ସବୁ ଝିଅ ଚାହାନ୍ତି କି, ତାଙ୍କର ପାର୍ଟନର କିମ୍ବା ତାଙ୍କର ସ୍ଵାମୀ ସବୁଠୁ ଅଧିକ ତାଙ୍କୁ ହିଁ ଭଲ ପାଆନ୍ତୁ । କିନ୍ତୁ ସବୁ ଝିଅଙ୍କ ଭାଗ୍ୟ ଏତେ ବି ଭଲ ହୋଇ ନ ଥାଏ କି ତାଙ୍କର ପାର୍ଟନରଙ୍କ ଭରପୁର ଭଲ ପାଇବା କେବଳ ତାଙ୍କୁ ହିଁ ମିଳିବ । କିନ୍ତୁ କିଛି ଝିଅମାନଙ୍କ ଭାଗ୍ୟରେ ଏମିତି ସ୍ଵାମୀ ନିଶ୍ଚିତ ଥାଏ, ଯେଉଁ ପୁରୁଷମାନେ କେବଳ ନିଜ ପତ୍ନୀଙ୍କ ହିଁ ଦିବାନା ହୋଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ ନାମର ସ୍ଵାମୀମାନଙ୍କ ସହ ସାକ୍ଷାତ କରାଇବାକୁ ଯାଉଛୁ, ଯେଉଁମାନେ କେବଳ ନିଜ ପତ୍ନୀଙ୍କର ହିଁ ଦିବାନା ହୋଇଥାନ୍ତି । ତେବେ ଚାଲନ୍ତୁ ଜାଣିବା, ବର୍ତ୍ତମାନ ଆପଣଙ୍କୁ ଏହା ବିଷୟରେ ବିସ୍ତାର ରୂପରେ କହିଦେଉଛୁ ।

K ନାମର ପୁରୁଷ

କହିଦେଉଛୁ କି ଯେଉଁ ଯୁବକମାନଙ୍କ ନାମ ଏହି ଅକ୍ଷରରେ ଆରମ୍ଭ ହୋଇଥାଏ, ସେମାନେ ଦୁନିଆରେ ସବୁଠୁ ଅଧିକ ନିଜର ପତ୍ନୀଙ୍କୁ ହିଁ ପ୍ରେମ କରନ୍ତି । ଏମାନେ ବିବାହ ପରେ ନିଜ ପତ୍ନୀଙ୍କ ଆଗରେ ପଛରେ ବୁଲିଥାନ୍ତି । କିନ୍ତୁ ଏମାନେ ବହୁତ ଜିଦ୍ଦି ସ୍ଵଭାବର ହୋଇଥାନ୍ତି । ତଥାପି ବି ଏମାନେ ନିଜର ପତ୍ନୀଙ୍କୁ ଅଧିକ ପ୍ରେମ କରିଥାନ୍ତି । କହିଦେଉଛୁ କି ବିବାହ ପୂର୍ବରୁ ଏମାନେ ଯେତିକି ଜିଦ୍ଦି ହୋଇଥାନ୍ତି, ବିବାହ ପରେ ତାଙ୍କ ସ୍ଵଭାବ ସେତିକି ହିଁ ବଦଳି ଯାଏ । ସେଥିପାଇଁ ଯଦି ଆପଣଙ୍କ ଜୀବନରେ ଏହି ନାମର କୌଣସି ପୁଅ ଅଛି ତେବେ ଆପଣଙ୍କୁ ଡରିବା ଉଚିତ ନୁହେଁ ।

A ନାମର ପୁରୁଷ

କହିଦେଉଛୁ କି ଯେଉଁ ପୁରୁଷମାନଙ୍କର ନାମ ଏହି ଅକ୍ଷରରେ ଆରମ୍ଭ ହୋଇଥାଏ, ସେମାନେ ଜୀବନ ସାରା ନିଜର ପତ୍ନୀଙ୍କର ସାଥ ଦେଇଥାନ୍ତି । ଏମାନଙ୍କୁ ନିଜ ପତ୍ନୀଙ୍କର ସେବା କରିବା ଓ ତାଙ୍କର କେୟାର କରିବା ଭଲ ଲାଗିଥାଏ, ମାନେ ଯଦି ସିଧା ଶବ୍ଦରେ କହିବା ତ ଏମାନେ ନିଜ ପତ୍ନୀଙ୍କର ପୁରା ଧ୍ୟାନ ରଖିଥାନ୍ତି । ଏହା ସହିତ ଏମାନେ ଜୀବନ ସାରା ନିଜ ପତ୍ନୀଙ୍କୁ ଦିବାନା ଭଳି ପ୍ରେମ କରିଥାନ୍ତି ।

R ନାମର ପୁରୁଷ

ଯେଉଁ ପୁରୁଷମାନଙ୍କ ନାମ ଏହି ଅକ୍ଷରରେ ଆରମ୍ଭ ହୋଇଥାଏ, ସେମାନେ ନିଜ ପତ୍ନୀଙ୍କର ସବୁ ଛୋଟ ଛୋଟ କଥାର ଧ୍ୟାନ ରଖନ୍ତି । ଏମାନେ ନିଜ ପାର୍ଟନରଙ୍କୁ କେବେ ବି ଦୁଃଖୀ ରଖନ୍ତି ନାହିଁ । ତାଙ୍କର ସବୁ ଇଚ୍ଛା ପୁରା କରିବାକୁ ଚେଷ୍ଟା କରନ୍ତି । ଯଦି ଆପଣଙ୍କ ଜୀବନ ସାଥିଙ୍କ ନାମ ଏହି ଅକ୍ଷରରେ ଆରମ୍ଭ ହୋଇଥାଏ ତେବେ ଆପଣ ସତରେ ବହୁତ ଭାଗ୍ୟଶାଳୀ ଅଟନ୍ତି ।

P ନାମର ପୁରୁଷ

କହିଦେଉଛୁ କି ଯେଉଁ ପୁରୁଷମାନଙ୍କ ନାମ ଏହି ଅକ୍ଷରରେ ଆରମ୍ଭ ହୋଇଥାଏ ସେମାନେ ନିଜ ପତ୍ନୀଙ୍କୁ ପାଗଳଙ୍କ ଭଳି ପ୍ରେମ କରନ୍ତି । କିନ୍ତୁ ଏମାନେ ଏହି କଥାର ବି ଇଚ୍ଛା ରଖିଥାନ୍ତି କି ଏମାନଙ୍କ ପତ୍ନୀ ବି ତାଙ୍କୁ ସେତିକି ପ୍ରେମ କରନ୍ତୁ । ତାଙ୍କୁ କେବେ ବି ଧୋକା ନ ଦିଅନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।