ବାଇକ୍ ଚୋରି କରିବାର ଏମିତି ଉପାୟ, ଆଗରୁ କେବେ ବି ଦେଖି ନଥିବେ, ପ୍ରଥମ ଥର ପାଇଁ କ୍ଯାମେରାରେ ହେଲା ରେକର୍ଡ, ଦେଖନ୍ତୁ ଭାଇରାଲ Video

ବଦଳୁଥିବା ଦୁନିଆରେ ପ୍ରତି ମୂହୁର୍ତ୍ତ ରେ ସବୁକିଛି ବଦଳୁଛି । ସମୟ ସହିତ ଅନେକ କିଛି ପରିବର୍ତ୍ତନ ହେବା ସହିତ ଆମର ଚାଲି ଚଳନ ଏବଂ ବଞ୍ଚିବାର ଶୈଳୀ ମଧ୍ୟ ବଦଳୁଛି । ଏହି ଆଧୁନିକ ଯୁଗରେ ବଦଳୁ ଥିବା ସମୟରେ ଆମେ ଅନେକ କିଛି ସମସ୍ୟାରେ ଆଧୁନିକ ପଦ୍ଧତିରେ ଅତି ସହଜରେ ସମାଧାନ କରି ହେଉଛି ।

ସେହିପରି ବଦଳୁଥିବା ଦୁନିଆରେ ଚୋ-ରି କରିବାର ପଦ୍ଧତି ମଧ୍ୟ ପରିବର୍ତ୍ତନ ହୋଇଗଲାଣି । ବର୍ତ୍ତମାନ ସମୟରେ ଚୋ-ର-ମା-ନେ ଏମିତି ଶୈଳୀ ବ୍ୟବହାର କରୁଛନ୍ତି ଯାହାକୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଗତ କିଛି ଦିନ ତଳେ ଏହି ଭି-ଡ଼ି-ଓ ଟି ଖୁବ୍ ଭା-ଇ-ରା-ଲ ହେବାରେ ଲାଗିଛି, ଯାହାକୁ ଆପଣ ନ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ । ଏହି ଭି-ଡ଼ି-ଓ ଟିକୁ ଆପଣ ଦେଖିଲେ ସଫା ସଫା ଜାଣି ପାରିବେ ଚୋ-ର ଚୋ-ରି କରିବାର କିପରି ଶୈଳୀ ପରିବର୍ତ୍ତନ କରିଲେଣି ।

ଏହି ଘ-ଟ-ଣା ଟି ପଞ୍ଜାବ, ଜଳନ୍ଧରରେ ଘ-ଟି-ଛି । ଦିନ ଦ୍ବିପହରରେ ଏହିପରି ଘ-ଟ-ଣା ଘ-ଟି-ଛି ଯାହାକୁ ଦେଖିଲେ ଆପଣଙ୍କୁ ଭାବିବାକୁ ବାଧ୍ୟ କରିଦେବ । ପ୍ରଥମେ ତ ଦେଖିଲେ ଆପଣଙ୍କୁ ସେହି ଚୋ-ର ଜଣକ ଅତି ଚା-ଲା-କି ରେ ବାଇକ୍ ରହିଥିବା ସ୍ଥାନରେ ଘୁରି ବୁଲେ । ବାଇକ୍ ର ମା-ଲି-କକୁ ଲ-କ୍ଷ କରେ । ଯେତେବେଳେ ବାଇକ୍ ର ମାଲିକ ନିଜ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି ସେତେବେଳେ ଚୋ-ର ଜଣକ ଆସି ପ୍ରଥମେ ପାଖରେ ରଖିଥିବା ସମସ୍ତ ଚା-ବି-ରେ ବାଇକ୍ ତା-ଲା ଖୋଲିବାକୁ ଚେଷ୍ଟା କରେ ।

ଅନେକ ସମୟ ପରେ ସେ ସେହି ବାଇକ୍ ର ତାଲକୁ ଖୋଲିବାରେ ସଫଳ ରୁହେ କାରଣ ତା ପାଖରେ ଥିଲା ସେହି ଗାଡ଼ିର ମାସ୍ଟର ଚାବିର ଡୁ-ପ୍ଲି-କେ-ଟ । ହଁ ଏପରି ସମ୍ଭବ ଏବଂ ଏହାର ବି କାରଣ ରହିଛି ‌ । ଯେତେବେଳେ କୈାଣସି କମ୍ପାନୀ ରେ ବାଇକ୍ ତିଆରି ହୁଏ ସେତେବେଳେ ପ୍ରଡକ୍ସନ ପାଇଁ ଗୋଟିଏ ଛାଞ୍ଚ ସହିତ ସମାନ ଆକୃତିର ଗାଡ଼ି ପ୍ରସ୍ତୁତ ହୁଏ ।

ଏହା କେବଳ କମ୍ପାନୀର ଲାଭ ପାଇଁ ଯାହା ଖୁବ୍ କମ୍ ସମୟ ଭିତରେ ଅଧିକ ପ୍ରଡକ୍ସନ କରି ମାର୍କେଟ ରେ ବ୍ୟବସାୟ ପାଇଁ କିନ୍ତୁ ଏହାର ଲାଭ ଚୋ-ର ମାନେ ଉଠାଉଛନ୍ତି । ଯଦି ଗୋଟିଏ ପ୍ରକାରର ତାଲା ରହିବ ଗାଡ଼ିରେ ତେବେ ଚୋ-ରି କରିବାକୁ ସହଜ ହେବତ ନିଶ୍ଚିୟ କିନ୍ତୁ କୈାଣସି ବଡ଼ ବଡ଼ କମ୍ପାନୀର‌ ଗାଡିର ଚା-ବି-କା-ଠି ଖୋ-ଲି-ବା କଷ୍ଟକର ହୋଇଥାଏ ଏହାର କାରଣ ତାର ସମସ୍ତ ବାଇକ୍ ରେ ଅଲଗା ଅଲଗା ପ୍ରକାରର ଲ-କ୍ ପ୍ୟା-ଟ-ର୍ନ ଥାଏ ଯାହା ଚୋ-ରି କରିବା ସମ୍ଭବ ହୋଇପାରେ ନାହିଁ ।

ଆଉ ଏହା କେବଳ କମ୍ ପ୍ରଡକ୍ସନ, ନିରାପତ୍ତା ଏବଂ ସମସ୍ତ ଜିନିଷକୁ ଲକ୍ଷ କରି ବାଇକ୍ ପ୍ରସ୍ତୁତ ହୁଏ ଯାହାର ମୂଲ୍ୟ ମଧ୍ୟ ସାଧାରଣ ବାଇକ୍ ଅପେକ୍ଷା ଅଧିକ ରହିଥାଏ । ସେଥିପାଇଁ କୈାଣସି ଅଧିକତର ପ୍ରଡକ୍ସନ ହେଉଥିବା କମ୍ପାନୀ ବାଇକ ସବୁ ଅଧିକାଂଶ ଚୋ-ରି ହୁଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।