ଏମିତି ନେଇଗଲା ସାଢେ ସାତ ଲକ୍ଷ, ଜାଣିଲେ ହୋସ ଉଡିଯିବ…. କଣ କହୁଛନ୍ତି ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଖବର ଅନୁଯାୟୀ ଜଣେ ସୁନ୍ଦରୀ ଯୁବତୀ ଯୁବକଙ୍କ ଠାରୁ ଲୁଟି ନେଇଇଛନ୍ତି ସାଢେ ସାତ ଲକ୍ଷ ଟଙ୍କା । ତେବେ କେଉଁ ବାହାନା ଦେଖାଇ ସୁନ୍ଦରୀ ଯୁବତୀ ଜଣଙ୍କ ଯୁବକଙ୍କ ଠାରୁ ଝଡାଇଲେ ଏତେ ଟଙ୍କା ଜାଣିଲେ ଆପଣଙ୍କ ହୋସ ଉଡିଯିବ । କେବେ ମଧ୍ୟ ବିଶ୍ଵାସ କରିପାରିବେ ନାହିଁ ଗୋଟିଏ ଝିଅ ଏପରି କାର୍ଯ ଦୁଃସାହସିକତା କାମ କରିପାରୁଥିବ । ତେବେ ଆଉ ଡେରି ନକରି ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ କିଭଳି ଯୁବତୀ ଜଣଙ୍କ ଲୁଟିନେଲେ ଏତେ ଟଙ୍କା ।

ଏଭଳି ଏକ ଲୁଟର ଖବର ଆସି ପହଞ୍ଚିଛି ବ୍ରହ୍ମପୁର ଟାଉନ ଥାନାରେ । ବ୍ରହ୍ମପୁର ଟାଉନ ଥାନା ପୋଲିସ ସେହି ଯୁବତୀ ଜଣଙ୍କୁ ଏବେ ଗିରଫ କରିସାରିଛି । ଗିରଫ ହୋଇଥିବା ଯୁବତୀ ଜଣଙ୍କ ହେଉଛନ୍ତି j m s ପ୍ରଭା । ତାଙ୍କ ଘର ଜଗତସିଂ ଜିଲ୍ଲାରେ ବୋଲି ଜଣା ପଡୁଅଛି । ସେ ବ୍ରହ୍ମପୁର ଜିଲାର ଶରଧାବାଲିର ଦିତୀୟ ଗଳିରେ ରହୁଥିଲେ । ସେହି ଯୁବତୀଙ୍କ ଠାରୁ ପୋଲିସ 3ଟି ଡାଏରୀ, ଗୋଟିଏ ବ୍ୟାଙ୍କ ଖାନ, ଆଇ I phone, ଆଉ ଗୋଟିଏ ଅଧାରକାର୍ଡ ଇତ୍ୟାଦି ଜବତ କରିଛି ପୋଲିସ ।

ସୋରଡା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଥାନା ଅନ୍ତର୍ଗତ ରିତେଶ ମହାପାତ୍ର ନାମକ ଜଣେ ଯୁବକ ଚାକିରି ଖୋଜୁଥିଲେ । ତେବେ ଗିରଫ ହୋଇଥିବା J m s ପ୍ରଭା ତାଙ୍କ ଚାକିରି କରାଇଦେବାର ପ୍ରତିସୂତି ଦେଇଥିଲେ । ଯୁବତୀ ଜଣଙ୍କ ରେଲୱେ ର ଗ୍ରୁପ c ଚାକରି କରାଇଦେବାର ପ୍ରଲୋଭନ ଦେଖାଇ ଥିଲେ । ସେଥିପାଇଁ ଯୁବତୀ ଜଣଙ୍କ ଏଗାର ଲକ୍ଷ ଟଙ୍କା ମାଗିଥିଲେ ଯୁବକଙ୍କୁ ।  ଆଉ ସାଢେ ସାତ ଲକ୍ଷ ଟଙ୍କା ଦେଇଥିଲେ ଯୁବକ ଜଣଙ୍କ ।

ସବୁଠାରୁ ଆଶ୍ଚର୍ଯ୍ୟର କଥା କି ଏହି ଯୁବତୀ ଜଣଙ୍କ id କାର୍ଡ ଅଫର ଲେଟର ମଧ୍ୟ ଯୁବକ ଜଣଙ୍କୁ ଦେଇଥିଲେ ଏବଂ ଆଉ ତିନି ଲକ୍ଷ ଟଙ୍କା ଦାବି କରୁଥିଲେ । ଯେତେବଳେ ଯୁବକ ଜଣଙ୍କ ଯୁବତୀଙ୍କ କଥାରୁ ଜାଣିବାକୁ ପାଇଲେ କି ସେ ତାଙ୍କ ଶିକାର ହୋଇ ଫସିସାରିଛନ୍ତି ସେତେବେଳେ ସେ ଥାନର ଦ୍ଵାରସ୍ଥ ହୋଇଥିଲେ ।

ଥାନାକୁ ଏହି ଖବର ଯିବା ପରେ ସୁନ୍ଦର ରୂପ ପଛରେ ଲୁଚି ରହିଥିବା କେଳେଙ୍କାରି ସମସ୍ତଙ୍କ ସାମ୍ନାକୁ ଆସିଥିଲା । ତେବେ ଆପଣ ମାନେ ନିହାତି ରୂପେ ଏଭଳି ଘଟଣା ପ୍ରତି ସତର୍କ ରହିବା ଆବଶ୍ୟକ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।