Interesting GK Questions: ଏମିତି କେଉଁ ପ୍ରଶ୍ନ ଅଛି ଯାହାର ଜବାବ କେବେ ହଁ ରେ ଦିଆ ଯାଇପାରିବ ନାହିଁ ?

ସାଧାରଣ ଜ୍ଞାନ ଆହରଣ କରିବା ଜୀବନରେ ଅନେକ କ୍ଷେତ୍ରରେ କାର୍ଯ୍ୟରେ ଆସିଥାଏ । ପାଠପଢା ଠାରୁ ନେଇ ଚାକିରି କ୍ଷେତ୍ର ପର୍ଯ୍ୟନ୍ତ ଅନେକ ସମୟରେ ସଠିକ ସାଧାରଣ ଜ୍ଞାନ ଆମକୁ ଆଗକୁ ବଢିବାରେ ସହାୟତା କରିଥାଏ । ସେଥିପାଇଁ ପ୍ରତ୍ଯେକ ବ୍ୟକ୍ତିଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ଜାଣିବା ନିହାତି ଆବଶ୍ୟକ । ଆପଣଙ୍କ ସାଧାରଣ ଜ୍ଞାନକୁ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନୋତ୍ତର ନେଇ ଆସିଛୁ । ଚାଲନ୍ତୁ ଆରମ୍ଭ କରିବା ।

୧- ଶରୀରର କେଉଁ ଅଙ୍ଗ ପିଲାଠୁ ବୁଢା ହେବା ଯାଏଁ କେବେ ହେଲେ ବଢେ ନାହିଁ ?

ଉ: ଆଖି

୨- କେଉଁ ଜିନିଷକୁ ବ୍ୟବହାର କରିବା ପାଇଁ ପ୍ରଥମେ ଭାଙ୍ଗିବାକୁ ପଡିଥାଏ ?

ଉ: ଅଣ୍ଡା

୩- ଗୋଲାପ, ପଦ୍ମ ଓ ସୂର୍ଯ୍ୟମୁଖୀରେ କଣ ସମାନତା ରହିଛି ?

ଉ: ତିନୋଟି ଯାକ ଫୁଲ ଅଟେ

୪- କେଉଁ ପ୍ରାଣୀ ପୁରୁଷ ହେଲେ ମଧ୍ୟ ଛୁଆ ଜନ୍ମ ଦେଇଥାଏ ?

ଉ: ସାମୁଦ୍ରିକ ଘୋଡା

୫- ଜଣେ ଟ୍ରକ ଡ୍ରାଇଭର ଭୁଲ ରାସ୍ତାରେ ଯାଉଥିବା କିନ୍ତୁ ପୋଲିସ ତାକୁ ଅଟକେଇଲା ନାହିଁ କଣ ପାଇଁ ?

ଉ: କାରଣ ସେ ପାଦରେ ଚାଲିକି ଯାଉଥିଲା

୬- ଗୋଟେ ଗ୍ଳାସ ପିଇଲେ କେତେ କ୍ୟାଲୋରି ମିଳିଥାଏ ?

ଉ: ଶୂନ୍ୟ

୭- କିଏ ଏବଂ କେବେ ଭାରତର ଆବିଷ୍କାର କରିଥିଲେ ?

ଉ: ଭାସ୍କୋଡାଗାମା ୨୦ ମେ ୧୪୯୮ରେ

୮- ୨୬ ଜାନୁୟାରୀ ଦିନ ଦିଲ୍ଲୀରେ କିଏ ପତାକା ଉତ୍ତୋଳନ କରିଥାନ୍ତି ?

ଉ: ରାଷ୍ଟ୍ରପତି

୯- ଗରମରେ ଯାହାକୁ ଦେଖିଲେ ଡରିଥାଉ, ଥଣ୍ଡାରେ ତାକୁ ହିଁ ଖାଇଥାଉ, ତାହା ଦ୍ଵାରା ସବୁ ଜିନିଷ ଚମକିଥାଏ ଓ ଦୁନିଆ ତାହାଦ୍ୱାରା ହିଁ ବନିଥାଏ ?

ଉ: ଖରା ବା ସୂର୍ଯ୍ୟକିରଣ

୧୦- ବ୍ରହ୍ମାଣ୍ଡରେ କେଉଁ ତତ୍ତ୍ଵ ସର୍ବାଧିକ ମାତ୍ରାରେ ରହିଛି ?

ଉ: ହାଇଡ୍ରୋଜେନ

୧୧- ଯଦି ଗୋଟିଏ ପୁଅ ଗୋଟିଏ ଝିଅକୁ ପ୍ରପୋଜ କରେ ତେବେ ଏହା କଣ ଅପରାଧ ଶ୍ରେଣୀଭୂକ୍ତ ଅଟେ ?

ଉ: ନା, ଆଇପିସିର କୌଣସି ସେକ୍ସନରେ ପ୍ରପୋଜ କରିବା ଅପ୍ରାଧ ଶ୍ରେଣୀଭୂକ୍ତ କରାଯାଇ ନାହିଁ

୧୨- କେଉଁ ପଶୁ ଆହତ ହେଲେ ମଣିଷ ଭଳି କାନ୍ଦେ ?

ଉ: ଭାଲୁ

୧୩- କେଉଁ ପକ୍ଷୀର ଡେଣା ନଥାଏ ?

ଉ: କିୱି

୧୪- କେଉଁ ଜୀବର ମୁଣ୍ଡ କଟିଗଲେ ମଧ୍ୟ ତାହା ଅନେକ ଦିନ ପର୍ଯ୍ୟନ୍ତ ଜୀବିତ ରହିପାରେ ?

ଉ: ଅସରପା

୧୫- ଏମିତି କେଉଁ ପ୍ରଶ୍ନ ଅଛି ଯାହାର ଜବାବ ସବୁବେଳେ ବଦଳି ଥାଏ ?

ଉ: ସମୟ

୧୬- କେଉଁ ଜିନିଷରୁ ସବୁଠୁ ଅଧିକ କାର୍ବନ ଡାଇଅକ୍ସାଇଡ ବାହାରିଥାଏ ?

ଉ: ଅଳିଆ ଆବର୍ଜନା

୧୭- ପାକିସ୍ତାନର ସବୁଠୁ ଧନୀ ବ୍ୟକ୍ତି କିଏ ?

ଉ: ଶାହିଦ ଖାନ

୧୮- ଶହେ ଗ୍ରାମ ଡାଳିମ୍ବ ଖାଇଲେ କେତେ ଊର୍ଜା ମିଳିଥାଏ ?

ଉ: ୬୫ କ୍ୟାଲୋରି ଊର୍ଜା

୧୯- କେଉଁ ଜୀବର ହୃଦୟ ତା’ର ମୁଣ୍ଡରେ ଥାଏ ?

ଉ: ଚିଙ୍ଗୁଡି

୨୦- ମିତି କେଉଁ ପ୍ରଶ୍ନ ଅଛି ଯାହାର ଜବାବ କେବେ ହଁ ରେ ଦିଆ ଯାଇପାରିବ ନାହିଁ ?

ଉ: “ଆପଣ କଣ ଶୋଇଛନ୍ତି ?” ର ଉତ୍ତର

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।