ସାଧାରଣ ଜ୍ଞାନ ଆହରଣ କରିବା ଜୀବନରେ ଅନେକ କ୍ଷେତ୍ରରେ କାର୍ଯ୍ୟରେ ଆସିଥାଏ । ପାଠପଢା ଠାରୁ ନେଇ ଚାକିରି କ୍ଷେତ୍ର ପର୍ଯ୍ୟନ୍ତ ଅନେକ ସମୟରେ ସଠିକ ସାଧାରଣ ଜ୍ଞାନ ଆମକୁ ଆଗକୁ ବଢିବାରେ ସହାୟତା କରିଥାଏ । ସେଥିପାଇଁ ପ୍ରତ୍ଯେକ ବ୍ୟକ୍ତିଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ଜାଣିବା ନିହାତି ଆବଶ୍ୟକ । ଆପଣଙ୍କ ସାଧାରଣ ଜ୍ଞାନକୁ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନୋତ୍ତର ନେଇ ଆସିଛୁ । ଚାଲନ୍ତୁ ଆରମ୍ଭ କରିବା ।
୧- ଶରୀରର କେଉଁ ଅଙ୍ଗ ପିଲାଠୁ ବୁଢା ହେବା ଯାଏଁ କେବେ ହେଲେ ବଢେ ନାହିଁ ?
ଉ: ଆଖି
୨- କେଉଁ ଜିନିଷକୁ ବ୍ୟବହାର କରିବା ପାଇଁ ପ୍ରଥମେ ଭାଙ୍ଗିବାକୁ ପଡିଥାଏ ?
ଉ: ଅଣ୍ଡା
୩- ଗୋଲାପ, ପଦ୍ମ ଓ ସୂର୍ଯ୍ୟମୁଖୀରେ କଣ ସମାନତା ରହିଛି ?
ଉ: ତିନୋଟି ଯାକ ଫୁଲ ଅଟେ
୪- କେଉଁ ପ୍ରାଣୀ ପୁରୁଷ ହେଲେ ମଧ୍ୟ ଛୁଆ ଜନ୍ମ ଦେଇଥାଏ ?
ଉ: ସାମୁଦ୍ରିକ ଘୋଡା
୫- ଜଣେ ଟ୍ରକ ଡ୍ରାଇଭର ଭୁଲ ରାସ୍ତାରେ ଯାଉଥିବା କିନ୍ତୁ ପୋଲିସ ତାକୁ ଅଟକେଇଲା ନାହିଁ କଣ ପାଇଁ ?
ଉ: କାରଣ ସେ ପାଦରେ ଚାଲିକି ଯାଉଥିଲା
୬- ଗୋଟେ ଗ୍ଳାସ ପିଇଲେ କେତେ କ୍ୟାଲୋରି ମିଳିଥାଏ ?
ଉ: ଶୂନ୍ୟ
୭- କିଏ ଏବଂ କେବେ ଭାରତର ଆବିଷ୍କାର କରିଥିଲେ ?
ଉ: ଭାସ୍କୋଡାଗାମା ୨୦ ମେ ୧୪୯୮ରେ
୮- ୨୬ ଜାନୁୟାରୀ ଦିନ ଦିଲ୍ଲୀରେ କିଏ ପତାକା ଉତ୍ତୋଳନ କରିଥାନ୍ତି ?
ଉ: ରାଷ୍ଟ୍ରପତି
୯- ଗରମରେ ଯାହାକୁ ଦେଖିଲେ ଡରିଥାଉ, ଥଣ୍ଡାରେ ତାକୁ ହିଁ ଖାଇଥାଉ, ତାହା ଦ୍ଵାରା ସବୁ ଜିନିଷ ଚମକିଥାଏ ଓ ଦୁନିଆ ତାହାଦ୍ୱାରା ହିଁ ବନିଥାଏ ?
ଉ: ଖରା ବା ସୂର୍ଯ୍ୟକିରଣ
୧୦- ବ୍ରହ୍ମାଣ୍ଡରେ କେଉଁ ତତ୍ତ୍ଵ ସର୍ବାଧିକ ମାତ୍ରାରେ ରହିଛି ?
ଉ: ହାଇଡ୍ରୋଜେନ
୧୧- ଯଦି ଗୋଟିଏ ପୁଅ ଗୋଟିଏ ଝିଅକୁ ପ୍ରପୋଜ କରେ ତେବେ ଏହା କଣ ଅପରାଧ ଶ୍ରେଣୀଭୂକ୍ତ ଅଟେ ?
ଉ: ନା, ଆଇପିସିର କୌଣସି ସେକ୍ସନରେ ପ୍ରପୋଜ କରିବା ଅପ୍ରାଧ ଶ୍ରେଣୀଭୂକ୍ତ କରାଯାଇ ନାହିଁ
୧୨- କେଉଁ ପଶୁ ଆହତ ହେଲେ ମଣିଷ ଭଳି କାନ୍ଦେ ?
ଉ: ଭାଲୁ
୧୩- କେଉଁ ପକ୍ଷୀର ଡେଣା ନଥାଏ ?
ଉ: କିୱି
୧୪- କେଉଁ ଜୀବର ମୁଣ୍ଡ କଟିଗଲେ ମଧ୍ୟ ତାହା ଅନେକ ଦିନ ପର୍ଯ୍ୟନ୍ତ ଜୀବିତ ରହିପାରେ ?
ଉ: ଅସରପା
୧୫- ଏମିତି କେଉଁ ପ୍ରଶ୍ନ ଅଛି ଯାହାର ଜବାବ ସବୁବେଳେ ବଦଳି ଥାଏ ?
ଉ: ସମୟ
୧୬- କେଉଁ ଜିନିଷରୁ ସବୁଠୁ ଅଧିକ କାର୍ବନ ଡାଇଅକ୍ସାଇଡ ବାହାରିଥାଏ ?
ଉ: ଅଳିଆ ଆବର୍ଜନା
୧୭- ପାକିସ୍ତାନର ସବୁଠୁ ଧନୀ ବ୍ୟକ୍ତି କିଏ ?
ଉ: ଶାହିଦ ଖାନ
୧୮- ଶହେ ଗ୍ରାମ ଡାଳିମ୍ବ ଖାଇଲେ କେତେ ଊର୍ଜା ମିଳିଥାଏ ?
ଉ: ୬୫ କ୍ୟାଲୋରି ଊର୍ଜା
୧୯- କେଉଁ ଜୀବର ହୃଦୟ ତା’ର ମୁଣ୍ଡରେ ଥାଏ ?
ଉ: ଚିଙ୍ଗୁଡି
୨୦- ମିତି କେଉଁ ପ୍ରଶ୍ନ ଅଛି ଯାହାର ଜବାବ କେବେ ହଁ ରେ ଦିଆ ଯାଇପାରିବ ନାହିଁ ?
ଉ: “ଆପଣ କଣ ଶୋଇଛନ୍ତି ?” ର ଉତ୍ତର
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।